ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ ପରେ…
ଭୁବନେଶ୍ୱର:୧୧।୯: ଭସାଣି ବେଳେ ପଶିଆସିଲା ପୋଲିସ: ଗଣେଶଙ୍କୁ ଏକୁଟିଆ ଛାଡି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ । କିଟିକିଟି ଅନ୍ଧାର ରାତିରେ ରାସ୍ତା କଡ଼ରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ଗଜାନନ । ହନୁମାନ ବେଶଧାରୀ ଗଣେଶଙ୍କ ପାଖରେ ନାହାନ୍ତି ଭକ୍ତ।…
ଓଡ଼ିଆ ଅସ୍ମିତାକୁ ନେଇ ଏମିତି ଟୁଇଟ୍ କରିଥିଲେ ନବୀନ, ଜବାବ ଦେଇ ରୋକଠୋକ ଶୁଣାଇଦେଲେ ଜୟନାରାୟଣ
ଭୁବନେଶ୍ୱର,୧୧।୯: ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ନବୀନ ମଙ୍ଗଳବାର ଟୁଇଟ୍ କରି ଓଡ଼ିଆ ଅସ୍ମିତା ବିଷୟରେ କହିଥିଲେ। ଯାହାକୁ ଜୟନାରାୟଣ କାଉଣ୍ଟର କରିଛନ୍ତି।…
ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଡିପିଏସଓ) ଡା. ସୁଶାନ୍ତ କର କହିଛନ୍ତି। ଅନ୍ୟପଟେ ଅମ୍ବାଭୋନା ବ୍ଲକ…
ରାଜ୍ୟ ପାଇଁ ବଡ଼ ଖୁସିଖବର: ଏଣିକି ଚାଲିବ ୩ ନୂଆ
ଭୁବନେଶ୍ୱର,୧୧।୯(ଅନିଲ ଦାସ): ପୂର୍ବତଟ ରେଲଓ୍ବେର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମଙ୍ଗଳବାର ବିଧାନସଭା କାର୍ଯ୍ୟାଳୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ ସମାରୋହରେ ଯୋଗଦେବା…
କାହିଁକି ଏନ୍ଏସି ଘୋଷଣା କରିଥିଲେ ନବୀନ ସରକାର, ଏମିତି କହିଲେ ମନ୍ତ୍ରୀ
ଭୁବନେଶ୍ୱର,୧୧।୯(ଅନିଲ ଦାସ): ନୂତନ ଏନ୍ଏସି ଗଠନକୁ ନେଇ ବିଧାନସଭାରେ ଦାବି ଜୋର୍ ଉଠିଛି। ଗତ ସରକାର ସମୟରେ ୫୭ଟି ଏନଏସି ପ୍ରସ୍ତାବ ଆସିଥିବା କୁହାଯାଉଥିବା ବେଳେ ଭାଜପା ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ…
ପୂର୍ବ ସରକାରର ବଡ଼ ଯୋଜନାକୁ ମନା କରିଦେଲେ ମୋହନ ସରକାର
ଭୁବନେଶ୍ୱର,୧୦।୯ (ଅନିଲଦାସ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରାଜ୍ୟ ସରକାର ସାଇକେଲ ଗୋଟିକୁ ୨୫,୦୦୦ ଟଙ୍କା ଦରରେ କିଣିଥିଲେ। ସେଥିରୁ କିଛି ଭାଙ୍ଗିରୁଜି ଯିବା ଫଳରେ ସେଗୁଡିକୁ ମରାମତି ପାଇଁ ଦିଆଯାଇଛି । ତେବେ ଏହି ସାଇକେଲଗୁଡିକୁ…
୫ଦିନ ଧରି ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏହି ଜିଲାକୁ ରେର୍ଡ ଆଲର୍ଟ!
ଭୁବନେଶ୍ୱର,୧୦।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବର୍ଷାର ବିସ୍ତୃତି କମିଥିବାବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ
ଭୁବନେଶ୍ୱର,୧୦।୯: ପ୍ରଥମେ ନିଟ୍-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ…
ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସୁଭଦ୍ରା ପାଇଁ ଟଙ୍କା ନେଉଥିଲେ…
ଭୁବନେଶ୍ୱର,୧୦।୯: ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମଙ୍ଗଳବାର…
ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ
ଭୁବନେଶ୍ୱର,୧୦।୯: ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସରେ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି…
ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର,୧୦।୯: ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ…
ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ
ଭୁବନେଶ୍ୱର,୧୦।୯: ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା…
Archives


