ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୮: ଭାଇ-ଭଉଣୀର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ ରାଖୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ। ଆଉ ବଦଳରେ ଭାଇ, ତା’ ଭଉଣୀକୁ ରକ୍ଷା କରିବାର ସଂକଳ୍ପ ବି ନେଇଥାଏ।...

ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ରାଖୀ ପୂର୍ଣ୍ଣିମା ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। ରକ୍ଷା...

ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା...

ଜୀବନ ଯିବା ପରେ ଡେଙ୍ଗୁ ଭୟ ବଢ଼ିଲା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମ୍‌ଙ୍କ ମୃତ୍ୟୁ ଘଟଣା ଏବେ ଚିନ୍ତା ବଢ଼ାଇ ଦେଇଛି। ଚଳିତ ବର୍ଷ ଏହା ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଥିଲେ ମଧ୍ୟ...

ଏହି ୫ ଜିଲାକୁ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲ୍‌ମାର୍କଡ ଲୋ-ପ୍ରେସରର ରୂପ ନେବା ପରେ ବାଂଲାଦେଶ ଉପକୂଳମୁହାଁ ହେବ। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ପାଣିପାଗ...

୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା): ରାଜ୍ୟରେ ୮୦ ହଜାରରୁ ଊଦ୍ଧର୍‌ବ ମେଧାବୀ ଛାତ୍ରୀଛାତ୍ର ଦୁଇବର୍ଷିଆ ବି.ଏଡ୍‌ ପାଠ ପଢି ଘରେ ବେକାର ହୋଇ ବସିଛନ୍ତି। ତୁରନ୍ତ ନିଯୁକ୍ତି ଦାବି କରି ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ଆସନ୍ତା ୨୨ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ...

ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ

ଭୁବନେଶ୍ୱର,୧୯ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ...

ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ପୂର୍ବତନ ହକି କ୍ୟାପ୍‌ଟେନ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୧୯।୮(ସତ୍ୟଜିତ ରାଉତ): ପୂର୍ବତନ ହକି କ୍ୟାପ୍‌ଟେନ ପ୍ରବୋଧ ତିର୍କୀ ଭୁବନେଶ୍ୱରରେ ମଦ୍ୟପାନ କରି ଗାଡ଼ି ଚାଳନା କରିବାବେଳେ କମିଶନରେଟ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେ ଚଳାଉଥିବା କାର୍‌ (ଓଡି୦୨-ଜେ-୭୫୮୫)କୁ ପୋଲିସ ଜବତ କରିଛି। ଶନିବାର ରାତିରେ ସେଫ୍‌ ସିଟି ଡ୍ରାଇଭ...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ମୃତ; ୪ ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୮: ଆଜି ରାଜ୍ୟର ୫ଟି ଜିଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ...

ଗଣେଶ ପୂଜାରେ ବାଜିବନି ଡିଜେ: ମୂର୍ତ୍ତି ବିକୃତ କଲେ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର,୧୮।୮: ସେପ୍ଟେମ୍ବର ୭ରେ ଗଣେଶ ପୂଜା। ଏନେଇ କାରିଗରମାନେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ହେଲେ ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା...

ସରକାରଙ୍କ ବଡ଼ ପଦକ୍ଷେପ: ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ

ଭୁବନେଶ୍ୱର,୧୮।୮: ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ ନେଇଥିବା ସାୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା...

ସିମ ବକ୍ସ ଜବତ ଘଟଣା: ଧିରେଧିରେ ଖୋଲୁଛି ଗୁମର, ବାଂଲାଦେଶରୁ ଭୁବନେଶ୍ବରକୁ ଆସୁଥିଲା ଟଙ୍କା

ଭୁବନେଶ୍ୱର, ୧୮।୮: ରାଜଧାନୀରୁ ସିମ ବକ୍ସ ଜବତ ହେବା ଘଟଣାରେ ଡିସିପି ପ୍ରତୀକ ସିଂହ ରବିବାରର ପ୍ରେସମିଟ କରିଛନ୍ତି। ସେ କହିଛନ୍ତି, କଟକରେ ସିମ୍‌ ବକ୍ସ ସେଟ୍‌ ଅପ ଥିଲା। ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri