ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ

ଭୁବନେଶ୍ୱର,୧୩ା୧୨(ଅନିଲ ଦାସ):ଗୃହରକ୍ଷୀମାନେ ପୋଲିସର ଏକ ଅଭିନ୍ନ ଅଙ୍ଗ। ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ପୂରଣ କରାଯିବ। ଏଥିସହିତ ୨୫୮୪ଟି…

ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ…

ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କାହିଁକି ପଞ୍ଜୀକରଣ ନ କରିବାକୁ ବିଭାଗ କଲା ଅନୁରୋଧ

ଭୁବନେଶ୍ୱର,୧୨।୧୨: ଆଗାମୀ ଡିସେମ୍ବର ୧୬ ତାରିଖ (ସୋମବାର)ରେ ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ…

ବିଜେଡି ଇତିହାସ ଶେଷ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍‌ କରିବ ଭାଜପା:ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ୱର, ୧୨।୧୨: ବିଜେଡି ଇତିହାସ ଶେଷ ହୋଇଯାଇଛି। ଆଗାମୀ ୫୦ ବର୍ଷ ଯାଏ ଭାଜପା ରାଜ୍ୟରେ ଶାସନ କରିବ। ଗୁରୁବାର ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଶ୍ରୀମନ୍ଦିରରେ ମହାପ୍ରମୁଙ୍କ ଦର୍ଶନ ପରେ ସେ ଏଭଳି…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ଭାଜପାରେ ମିଶିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୨।୧୨: ଭାଜପାରେ ମିଶିବେ ନବୀନ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ । ଭାଜପା…

ଓଡ଼ିଶା ଭାଜପାକୁ ମିଳିବ ନୂଆ ସଭାପତି, ତୋମାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୨।୧୨: ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ସେଥିପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ଭାଜପାର ନୂଆ ସଭାପତି ନିର୍ବାଚନ ହେବ। ଆମର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ବିଭାଗରେ ବଡ଼ ନିଯୁକ୍ତି, ପୂରଣ ହେବ ୧୦ ହଜାର ପଦବୀ

ଭୁବନେଶ୍ୱର,୧୨।୧୨: ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ହଜାର ପଦବୀ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ନୂଆ ସେବା ଶୁଭାରମ୍ଭ ହୋଇଛି। ଟୁଇନ ସିଟିରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ…

ଚାକିରି ଠକେଇରେ ଆଉଟ୍‌ସୋର୍ସିଂ କର୍ମଚାରୀ

କଟକ,୧୨ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଚାକିରି କରାଇ ଦେବାକୁ କହି ଆଉଟ୍‌ସୋର୍ସିଂ ସଂସ୍ଥାର କେତେଜଣ କର୍ମଚାରୀ ଲୋକଙ୍କଠାରୁ ଟଙ୍କା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଚାକିରି ମିଳୁନି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ଥାନାରେ ଅଭିଯୋଗ କରୁଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼…

ସରିଲା ବିଧାନସଭାର ଶୀତ ଅଧିବେଶନ, ଧାର୍ଯ୍ୟ କାର୍ଯ୍ୟ ଦିବସ ପୂର୍ବରୁ…

ଭୁବନେଶ୍ୱର,୧୧ା୧୨: ବିଧାନସଭାର ଶୀତ ଅଧିବେଶନ ବୁଧବାର ଶେଷ ହୋଇଛି। ଏଥର ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ ହୋଇଛି। ତେବେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏହି ଅଧିବେଶନରେ ୧୬ଟୁ ମାତ୍ର…

୧୦ ବର୍ଷରେ ଚାରି ହଜାର କୋଟି ଟଙ୍କା ଛାଡ କରିଦେଲେ ସରକାର, ସର୍ବାଧିକ ଲାଭାନ୍ବିତ ହେଲା ଏହି କମ୍ପାନୀ

ଭୁବନେଶ୍ୱର,୧୧।୧୨: ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଅଧୀନରେ ୧୪ ଟି ଶିଳ୍ପ ପାଇଁ ରାଜ୍ୟ ସରକାର ୪୦୯୭.୬୭ କୋଟି ଟଙ୍କା ବିଦ୍ୟୁତ୍ ଦେୟ ଛାଡ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବୁଧବାର ବିଧାନସଭାରେ ଏହି ସୂଚନା…

ଆସ୍କା-୪୦ର କାହିଁକି ବଢ଼ୁନି ଦର? ଗୃହରେ ପ୍ରଶ୍ନ କଲେ ଆସିକା ବିଧାୟକ

ଭୁବନେଶ୍ୱର,୧୧।୧୨: ଗୃହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri