ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ..
ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଛନ୍ତି। ଗସ୍ତ ସମୟରେ…
ନନ୍ଦନକାନନରେ କାଲି ଖୁସି, ଆଜି ଦୁଃଖ: ଆଖି ବୁଜିଲା ସିମ୍ପାଞ୍ଜି
ଭୁବନେଶ୍ୱର,୩୦।୧୨: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା। ୧୯୯୪ରେ…
ସୁସ୍ଥ ହୋଇ ଫେରିବା ପରେ ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ ପ୍ରତାପ ଷଡ଼ଙ୍ଗୀ, କହିଲେ ଘଟଣା ମିଛ ହୋଇଥିଲେ ମୁଁ ରାଜନୀତିରୁ…
ଭୁବନେଶ୍ୱର,୩୦।୧୨: ଲୋକ ସଭାରେ ଠେଲାପେଲାରେ ଆହତ ହେବା ଘଟଣାକୁ ନେଇ ବାଲେଶ୍ବର ଏମ୍ପି ପ୍ରତାପ ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଘଟଣା ମିଛ ହୋଇଥିଲେ ରାଜନୀତି…
ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ଦମ୍ପତି, ବାନ୍ଧିଲା କମିସନ୍ରେଟ୍ ପୋଲିସ
ନୂଆଦିଲ୍ଲୀ,୩୦ା୧୨: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଏକାଧିକ ଅଭିଯୋଗ ହେବା ପରେ…
ଫୁଡ ବ୍ଲଗରଙ୍କ ସନ୍ଦେହ ଜନକ ମୃତ୍ୟୁ
ଭୁବନେଶ୍ବର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ।
ବୀମାଭୁକ୍ତ ଚାଷୀଙ୍କ ଫସଲ କ୍ଷତି ସୂଚନା ଦେବାକୁ ଅବଧି ବଢ଼ାଇଲେ କେନ୍ଦ୍ର ସରକାର, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୨: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ଼, ଗଜପତି ଓ ଗଞ୍ଜାମ…
ଖାଲି ଧାନ ନୁହେଁ, ପନିପରିବା ଚାଷ ବି ହୋଇଛି କ୍ଷତି : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୩୦।୧୨: ଗ୍ରାଉଣ୍ଡ ଜିରୋରୁ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଅନୁଧ୍ୟାନ ପରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ ଧାନ ବ୍ୟତିତ ପନିପରିବା, କପା ଓ ଚିନାବାଦାମ ଚାଷ ମଧ୍ୟ କ୍ଷତି ହୋଇଥିବା…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଫେବୃଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ
ଭୁବନେଶ୍ୱର,୩୦।୧୨: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି। ୨୦୨୫ ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏପରିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ…
ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ
ଭୁବନେଶ୍ୱର,୩୦ା୧୨ (ବନ୍ଦନା ସେଠୀ):ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା। ଅଖିଳ ଭାରତୀୟ…
କଳିଙ୍ଗ ଷ୍ଟାଡିୟମ ଟ୍ରାକ୍ରେ ଗାଡ଼ି ବୁଲିବାକୁ ନେଇ ରାଜନୀତି
ଭୁବନେଶ୍ୱର, ୩୦ା୧୨(ସୁନିତ୍ ମିଶ୍ର):କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକ୍ରେ ସରକାରୀ ଗାଡ଼ି ବୁଲିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ଏ ସମ୍ପର୍କରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଉଦ୍ବେଗ ପ୍ରକାଶ କରିବା ପରେ ଏହାକୁ ନେଇ ବର୍ତ୍ତମାନର…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୨୫ରେ ୩ ଥର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୩୦।୧୨:ସୁଭଦ୍ରା ଯୋଜନାକୁ ନେଇ ସୋମବାର ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡା। ୨୦୨୫ରେ ମହିଳାଙ୍କୁ ୩ଥର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ ସୁଭଦ୍ରା ଯୋଜନାର ବର୍ଷ। ନୂଆବର୍ଷରେ ୪ର୍ଥ…
ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା:ଏସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା):ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ସୋମବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ…
Archives


