ମେଟ୍ରୋ

ଆଜି ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର, ୮ା୨ (ବନ୍ଦନା ସେଠୀ):‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଶନିବାର ମିଳିବ। ୧୮ଲକ୍ଷରୁ ଊଦ୍ଧର୍‌ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…

Barabati ODI Match: ଭୁବନେଶ୍ୱରରେ ପହଞ୍ଚିଲେ ବିରାଟ-ରୋହିତ

ଭୁବନେଶ୍ୱର,୭।୨: ଫେବୃଆରୀ ୯ରେ କମ୍ପିବ ବାରବାଟୀ । ସୁପର ସଣ୍ଡେରେ ହେବ ସୁପର ଫାଇଟ । ମୁହାଁମହିଁ ହେବ ଇଣ୍ଡିଆ-ଇଂଲଣ୍ଡ । ରବିବାର ଖେଳାଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି ।…

ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: PD ଶାନ୍ତନୁଙ୍କୁ ନେଇ କହୁକହୁ କହିଦେଲେ…

ଭୁବନେଶ୍ୱର,୭।୨: ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ଗିରଫ PD ଶାନ୍ତନୁ ମହାପାତ୍ରଙ୍କ ଉଦାହରଣ ଦେଇ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବି ତାଙ୍କ ଘରେ ଭିଜିଲାନ୍ସ ପଶଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ସରକାର ଭଲ ଅଫିସରଙ୍କୁ…

ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ

ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର…

ମେସଜ୍‌ ଆସି ନ ଥିଲେ କି ୟୁପିଆଇ ବ୍ୟବସ୍ଥା ନ ଥିଲେ ଘରେ ବସି ୫ ମିନିଟ୍‌ରେ ଚେକ୍‌ କରିପାରିବେ ଟଙ୍କା….

ଭୁବନେଶ୍ୱର,୭।୨: ଆସନ୍ତାକାଲି ଅର୍ଥାତ ଶନିବାର ହିତାଧିକାରୀଙ୍କ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ତେବେ ପୂର୍ବ ପର୍ଯ୍ୟାୟ ଗୁଡିକରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସି ନ ଥିଲା। ଏ ନେଇ…

ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP

ଭୁବନେଶ୍ୱର,୭।୨: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ…

କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି…

ଭୁବନେଶ୍ୱର,୭।୨:  ଆସନ୍ତାକାଲି ଅର୍ଥାତ ଶନିବାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ…

କଟକ ବାଲି ଯାତ୍ରାକୁ ମିଳିନାହିଁ ଜାତୀୟ ମାନ୍ୟତା: ଜାଣନ୍ତୁ କ’ଣ କହିଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ

କଟକ,୭ା୨: ଐତିହାସିକ କଟକ ବାଲିଯାତ୍ରାକୁ ଏପର୍ଯ୍ୟନ୍ତ ମିଳିନାହିଁ ଜାତୀୟ ମାନ୍ୟତା। କେନ୍ଦ୍ର ସରକାର ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନଥିବାରୁ ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ। ଶୁକ୍ରବାର ବିଜେଡି ରାଜ୍ୟସଭା ଏମପି ଦେବାଶିଷ ସାମନ୍ତରାୟ ଏହା କହିଛନ୍ତି। କେନ୍ଦ୍ର ସଂସ୍କୃତି…

ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ: କହିଲେ…

ଭୁବନେଶ୍ୱର,୭।୨: ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର…

ଭୁବନେଶ୍ୱରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା: ଦିନ ଦ୍ୱିପ୍ରହରାରେ ଛଡାଇ ନେଲେ ୨.୫୫ ଲକ୍ଷ ଟଙ୍କା

ଭୁବନେଶ୍ୱର,୭ା୨: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କଠାରୁ ଅଜଣା ଦୁର୍ବୃତ୍ତମାନେ ୨.୫୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଏକ ସିକ୍ୟୁରିଟି ଏଜେନ୍ସିର କର୍ମଚାରୀ ଶିଶିର ମହାପାତ୍ର ନାମକ ଜଣେ ବ୍ୟକ୍ତି ଏସବିଆଇର ଇନଫୋସିଟି ଶାଖାରୁ…

ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri