ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିଲା ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ
ଭୁବନେଶ୍ୱର, ୪ା୩: ଭୁବନେଶ୍ୱରର ବିଜ୍ଞାନ ପାର୍କ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆରଏସସି)ରେ ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ, ‘ଡାଇନୋସର ଆଲାଇଭ୍’ ଉଦଘାଟିତ ହୋଇଛି। ୨.୫ ଏକରରୁ ଅଧିକ ଜମିରେ ବିସ୍ତୃତ ଏହି ପାର୍କରେ ଜୀବନ-ଆକାର ଡାଇନୋସର ମଡେଲ, ମୋସନ-ସେନ୍ସର ଇଫେକ୍ଟସ...
OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…
ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା...
‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର
ଭୁବନେଶ୍ୱର,୪।୩: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ ଏବେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରେ ତ ଫାଟିଗଲା, ଆଉ...
୫୦ କୋଟି ଟଙ୍କା ହେର୍ଫେର୍ : ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ
ଭୁବନେଶ୍ୱର,୪ା୩: ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍ଫେର୍ ହୋଇଛି। ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏବଂ ଏସ୍ଟିଏଫ୍ ମଙ୍ଗଳବାର ମିଳିତ ଭାବେ କେନ୍ଦୁଝରର...
Video: ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ…
ଭୁବନେଶ୍ୱର,୪।୩: ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ମନ୍ମଥ ରାଉତରାୟ। ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ...
ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି: ଏପ୍ରିଲରୁ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ
ଭୁବନେଶ୍ୱର,୪ା୩(ବନ୍ଦନା ସେଠୀ): ରାଜ୍ୟରେ ବନ୍ଦ ଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆସନ୍ତା ଏପ୍ରିଲରୁ ଆରମ୍ଭ ହୋଇପାରେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହା ସହରାଞ୍ଚଳର ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଏହାଦ୍ୱାରା ସେମାନେ ପାର୍ଟ ପ୍ଲଟ୍...
ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୪ା୩: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ...
ଓଡ଼ିଶା କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କଲେ ଆଇପିଏସ୍ ସୁସାନ୍ତ କୁମାର ନାଥ, ମିଳିପାରେ ବଡ ଦାୟିତ୍ୱ
ଭୁବନେଶ୍ୱର,୪।୩: ୧୯୯୩ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସୁସାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟ କରିବା ପରେ ଓଡ଼ିଶା ଫେରିବାକୁ ଯାଉଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ପୋଲିସ-୧ ଡିଭିଜନ ପକ୍ଷରୁ ସୋମବାର ଜାରି ଏକ...
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତି
କଟକ, ୩।୩: ଓଡ଼ିଶା ହାଇକୋର୍ଟ ଜଣେ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ୨୪ ସପ୍ତାହରୁ ଅଧିକ ଗର୍ଭବତୀ ଏବଂ ସିକଲ୍ ସେଲ୍ ରୋଗ (SCD) ପୀଡିତ। ୧୩ ବର୍ଷୀୟା ଝିଅର ପିତାଙ୍କ ଦ୍ୱାରା...
ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି: ସୀମାରେ ଅନୁପ୍ରବେଶ ନେଇ କଡା ଚେତାବନୀ
ଭୁବନେଶ୍ୱର,୩ା୩: ନଦୀପଠାର ସୀମାବର୍ତ୍ତୀ ଅଞ୍ଚଳରୁ ବାଲି ଉତ୍ତୋଳନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁବର୍ଣ୍ଣରେଖା ନଦୀ କୂଳରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ କ୍ଷେତ୍ରୀୟ ସୀମା ଚିହ୍ନଟ ପାଇଁ ଏକ ମିଳିତ ଅଭ୍ୟାସ ଆରମ୍ଭ ହୋଇଛି।...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ, ବଦଳିଲା…
ଭୁବନେଶ୍ୱର,୩।୩: ମାର୍ଚ୍ଚ ୫ ତାରିଖରେ ପାଳନ ହେବନି ପଞ୍ଚାୟତିରାଜ ଦିବସ। ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ...
‘ଆମେ ମିଛ କହିବା ସରକାର ନୁହଁ, କାମ କରିବା ସରକାର’: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୩: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ...
Archives


