ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି
ପୁରୀ ଅଫିସ, ୨।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର ପୁରୀ ଜିଲା ପ୍ରଶାସନ ନିକଟକୁ ଆସିଛି। ରିପୋର୍ଟ ପାଇବା ପରେ ପ୍ରଶାସନ ଓ...
ଖୁବ୍ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି
ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ...
୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି
ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେବିକେର ୮ଟି ଜିଲାରେ ବିଜୁ କେବିକେ ଯୋଜନା...
ଆଜିଠୁ ପାନ, ଗୁଟ୍ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା
ପୁରୀ ଅଫିସ୍, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ଅଗଷ୍ଟ ୧ ଅର୍ଥାତ୍ ଆଜିଠୁ ଏହି କଟକଣା କଡ଼ାକଡ଼ିି ଭାବେ...
ଘଡଘଡି ସହ ବର୍ଷା ସମ୍ଭାବନା, ୭ଟି ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଘଡଘଡ ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅପରାହ୍ଣ ୧ଟା ଯାଏ ସତର୍କ ରହିବାକୁ ୭ଟି ଜିଲାବାସୀଙ୍କୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ...
ଷ୍ଟିଙ୍ଗ୍ ଅପରେଶନ୍ରେ ଧରାପଡ଼ିଲେ ଜେଇ
ବଲାଙ୍ଗୀର ଅଫିସ, ୧।୮: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ଖଲିଆପାଲି ପଞ୍ଚାୟତର ଜଣେ ୱାର୍ଡମେମ୍ବରଙ୍କ ଷ୍ଟିଙ୍ଗ୍ ଅପରେଶନ୍ରେ ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସତ୍ୟନାରାୟଣ ତ୍ରିପାଠୀ। ମିଛାପାଲି ଗ୍ରାମର ରାସ୍ତା କାମର ଫାଇନାଲ ବିଲ ପାଶ୍ କରିଦେବା...
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ
ଭୁବନେଶ୍ୱର,୧।୮(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ୧.୪୬ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବୁଧବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ବାଚନିକ ମତଦାନରେ ଏହି ବିଲକୁ ଗୃହରେ ମଞ୍ଜୁର କରାଯାଇଛି। ଏହି ବଜେଟରେ କୃଷି...
ଓଡ଼ିଶା ସମବାୟ ନୀତିକୁ ଅନୁଧ୍ୟାନ କଲେ ପଞ୍ଜାବ ସରକାର
ଭୁବନେଶ୍ୱର, ୧।୮(ବ୍ୟୁରୋ): ଓଡ଼ିଶାର ପ୍ରାଥମିକ କୃଷି ସମବାୟ କ୍ଷେତ୍ରରେ କୋର ବ୍ୟାଙ୍କିଙ୍ଗ୍ ଜରିଆରେ ଋଣ ପ୍ରଦାନ ବ୍ୟବସ୍ଥାକୁ ପଞ୍ଜାବ ସରକାର ଅନୁଧ୍ୟାନ କରିଛନ୍ତି। ଏନେଇ ପଞ୍ଜାବ ସମବାୟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କ ନେତୃତ୍ବରେ ଏକ ୭ ଜଣିଆ ପ୍ରତିନିଧି...
ଖାଇବା ତେଲ: ପୋଡ଼ିଲେ ମାରାତ୍ମକ
ଭୁବନେଶ୍ୱର,୧।୮(ବ୍ୟୁରୋ): ଖାଇବା ତେଲ ବିନା ଆମର ନିତିିଦିନିଆ ରୋଷେଇ ଏକ ପ୍ରକାର ଅସମ୍ଭବ। ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ବା ସ୍ବାଦିଷ୍ଟ ଭୋଜନ ହୋଇ ନ ଥାଏ। ତେବେ ଏହି ତେଲ ଆମ ପାଇଁ ଯେତିକି ଦରକାରୀ ସେତିକି ଘାତକ ମଧ୍ୟ।...
ତଥ୍ୟ ଦେଉନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ: ହେଉନି ଏଜି ଅଡିଟ୍, ସୀମା ଟପିଛି ଦୁର୍ନୀତି
ଭୁବନେଶ୍ୱର, ୧।୮(ବ୍ୟୁରୋ): ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନନ୍ଦନକାନନକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ପ୍ରାଣୀ ଉଦ୍ୟାନର ଉନ୍ନତି ସେପରି ହୋଇପାରୁନି। କେତେବେଳେ ଜୀବଜନ୍ତୁ ଅର୍ଦ୍ଧାହାରରେ ରହୁଛନ୍ତି...
ନୀତି ଆୟୋଗର ଏସିଆଇସି ସେଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର: ସୃଜନଶୀଳତା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ
ଭୁବନେଶ୍ୱର, ୧।୮(ବ୍ୟୁରୋ): ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର (ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର...
ଓୟୁଏଟିରେ ସମୀକ୍ଷା ବୈଠକ: ଜଳବାୟୁକୁ ସୁହାଇଲା ଭଳି ବିହନ ସୃଷ୍ଟି କର
ଭୁବନେଶ୍ୱର,୧।୮(ବ୍ୟୁରୋ): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ କୃଷି କାର୍ଯ୍ୟରେ ମଧ୍ୟ ତଦ୍ନୁଯାୟୀ ପରିବର୍ତ୍ତନ ଆଣିବା ଆବଶ୍ୟକ। ଗବେଷଣା ଦ୍ବାରା ନୂଆ କିସମର ବିହନ ସୃଷ୍ଟି କରିବା ଓ ଏହାକୁ ବ୍ୟବହାର କରିବା ଦିଗରେ କୃଷକମାନଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକ ରହିଛି। ଜଳବାୟୁକୁ...
Archives


