ମେଟ୍ରୋ

ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା

  ଭୁବନେଶ୍ୱର,୭।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅପରାଜିତା ମହାନ୍ତି, ବାବୁସାନଙ୍କ ସମେତ ପରିବାରଙ୍କୁ ଭେଟଛନ୍ତି ଧର୍ମେନ୍ଦ୍ର ।...

ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଭୁବନେଶ୍ୱର,୭ା୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଏହା ୭ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ୍‌ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ବନ୍ଦ ରହିବ। ଦୋଳାଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ମରାମତି ବନ୍ଦ...

ନୂଆ କରିବାକୁ ସ୍ବପ୍ନ ଦେଖାଇଥିଲେ ନବୀନ, ନବୀକରଣ ପାଇଁ ମନା କରିଦେଲେ ମୋହନ

ଭୁବନେଶ୍ୱର,୭ା୩: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ନିୟମିତ କ୍ରିକେଟ ମ୍ୟାଚ୍ ପାଇଁ ଭିତ୍ତିଭୂମି ଉନ୍ନତ କରିବାର କୌଣସି ଯୋଜନା ଓଡ଼ିଶା ସରକାରଙ୍କର ନାହିଁ। କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବିଧାନସଭାରେ...

କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର,୭।୩: କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଛି । କିଟ୍‌ର Director of Students affairs, DG International Relations, Director Administrative ଓ କିଟ୍‌ର ୩ ଜଣ ଛାତ୍ରଙ୍କୁ...

ପରିବର୍ତ୍ତନ ହେବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ? ସ୍ପଷ୍ଟୀକରଣ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୭ା୩: ଗଲା ବର୍ଷ ରାଜନୈତିକ ବିବାଦ ସୃଷ୍ଟି କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଶୁକ୍ରବାର ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ପଷ୍ଟ କରିଛନ୍ତି। “କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କୌଣସି...

ଆଦିବାସୀ ହଷ୍ଟେଲରେ ବଢୁଛି ଛାତ୍ରୀଛାତ୍ରଙ୍କ ମୃତ୍ୟୁ ସଂଖ୍ୟା: ମନ୍ତ୍ରୀ

ଭୁବନେଶ୍ୱର,୭।୪: ଓଡ଼ିଶା ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଗୁରୁବାର ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ପ୍ରଶ୍ନ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଥିଲେ। ଉତ୍ତରରେ ମନ୍ତ୍ରୀ...

ସାବଧାନ ଅମାନିଆ, ଗଣିବେ ମୋଟା ଅଙ୍କର ଚାଲାଣ! ସପ୍ତାହକୁ ଦୁଇଥର ‘ଶୂନ୍ୟ ସହନଶୀଳତା ଦିବସ’ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୭।୩: ସଡକ ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଓଡିଶା ସରକାର ଘୋଷଣା କରିଛନ୍ତି ଯେ ରବିବାର ଏବଂ ବୁଧବାରକୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଶୂନ୍ୟ ସହନଶୀଳତା ଦିବସ ଭାବରେ ପାଳନ କରାଯିବ।...

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ: ବନ୍ଦ ରହିବ…

ଭୁବନେଶ୍ୱର,୭।୩: ୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋପ କରିବ।...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଗିରଫ ହେଲେ STA ଯୁଗ୍ମ କମିଶନର

କଟକ,୭।୩: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ STA ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଶୁକ୍ରବାର ଗିରଫ କରିଛି। ଭିଜିଲାନ୍ସ ତାଙ୍କ ଘରୁ ୨ କେଜି ୧୦୦ ଗ୍ରାମ ସୁନା ଅଳଙ୍କାର ସହ ୧୭ ଲକ୍ଷ ଟଙ୍କା...

ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ: ଧାରଣାରେ ବସିଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୭।୩: ଗୁରୁବାର ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା। ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ପୃଥକ ପୃଥକ ପ୍ରସଙ୍ଗ ଉପରେ ଗୃହ ଭିତରେ ହଟ୍ଟଗୋଳ କରିଥିଲେ। ପଞ୍ଚାୟତିରାଜ ଦିବସ...

ଆଜିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହେବ। ଏପ୍ରିଲ ୫ ପର୍ଯ୍ୟନ୍ତ ସପ୍ତଦଶ ଅଧିବେଶନ ଚାଲିବାକୁ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିବା ଲାଗି ବିରୋଧୀ...

Hindu Marriage Act: ପତ୍ନୀଙ୍କ ଦ୍ୱାରା ଦାବି କରାଯାଇଥିବା ପରିମାଣଠାରୁ ଅଧିକ ଭରଣପୋଷଣ ପ୍ରଦାନ କରିପାରିବେ କୋର୍ଟ

କଟକ, ୭ା୩: ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି ଯେ ଏକ ମାମଲାର ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଏବଂ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଉପାୟ ଯୋଗାଇବା ପାଇଁ, ହିନ୍ଦୁ ବିବାହ ଆଇନ, ୧୯୫୫(‘ଆଇନ’) ଅନୁଯାୟୀ କୋର୍ଟ ଆବେଦନକାରୀ ଦାବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri