ମେଟ୍ରୋ

ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭୁବନେଶ୍ୱର,୧୧।୩: ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିକଟରେ ବିବାହ କରିଛନ୍ତି। ବିବାହ ପରେ ମନ୍ମଥ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ବିବାହ କର୍ମ ସାରି ପ୍ରଭୁ ଲିଙ୍ଗରାଜଙ୍କୁ...

ରାଜ୍ୟରେ ବ୍ଲକ ପୁନଃର୍ଗଠନ ପାଇଁ କମିଶନ ଗଠନ କରିବେ ସରକାର: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୩: ରାଜ୍ୟରେ ଦୀର୍ଘଦିନ ଧରି ଅନେକ ସ୍ଥାନରେ ବ୍ଲକ ପୁନର୍ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ...

ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା

ଭୁବନେଶ୍ୱର,୧୧।୩: ରାଜ୍ୟରେ ସରକାର ଚିକିତ୍ସା ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ...

ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର

ଭୁବନେଶ୍ୱର,୧୧।୩: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ...

ବିଧାନସଭାରେ ଉଠିଲା ମୋ ବସ୍‌ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍‌

ଭୁବନେଶ୍ୱର,୧୧।୩: ମୋ ବସ୍‌ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ବିଧାନସଭାରେ ଉଠିଛି ମୋ ବସ୍‌ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମୋ ବସ୍‌ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର...

ରାଜ୍ୟରେ କେତୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ? ବିଧାନସଭାରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩: ରାଜ୍ୟରେ ମୋଟ ୮୬୦ ଗୋଟି ଜରୁରିକାଳୀନ ମେଡିକାଲ ସେବା ଆସୁଲାନ୍ସ ମଧ୍ୟରୁ ବର୍ତ୍ତମାନ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି। ସେହିପରି ମୋଟ ୫୦୦ ଗୋଟି ୧୦୮ ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି। ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର...

ବିଜେଡି ନେତା ରାଜା ଚକ୍ରଙ୍କ ୩ ଠିକଣାରେ ରେଡ୍‌

ଭୁବନେଶ୍ୱର,୧୧।୩: ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଛି। ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର କ୍ରାଇମବ୍ରାଞ୍ଚ ସ୍କାନରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର...

ବଢ଼ିଲା ମୁଖ୍ୟମନ୍ତ୍ରୀ ଆର୍ଥିକ କ୍ଷମତା: ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ କରିପାରିବେ, ମନ୍ତ୍ରୀ, ସଚିବଙ୍କ ହେଲା ସୁବିଧା

ଭୁବନେଶ୍ୱର,୧୧।୩: ନିର୍ଣ୍ଣୟ ଗ୍ରହଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ଅମଲାଙ୍କ ପାଇଁ ଆର୍ଥିକ ଅନୁମୋଦନ ସୀମା ପୁନଃଗଠନ କରିଛନ୍ତି। ଆର୍ଥିକ କ୍ଷମତା ନିୟମ, ୧୯୭୮ ରେ ସଂଶୋଧନର...

ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ

ମୋରଡା,୧୧।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ। ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ...

ଗୃହରେ ହାତାହାତି ହେଲେ ଜୟନାରାୟଣ, ତାରା

ଭୁବନେଶ୍ୱର,୧୧।୩: ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ପ୍ରଥମେ ମୋ କଲର୍‌ ଧରିଲେ ଜୟନାରାୟଣ ବୋଲି ତାରା କହିଛନ୍ତି। ଗ୍ରେସର ବରିଷ୍ଠ ବିଧାୟକ ତାରା...

ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ ଓଡ଼ିଶା ଜୀବିକା ମିଶନରେ...

ଗତ ୯ ମାସରେ ଏତିକି କୋଟି ଟଙ୍କା ଋଣ କରିଛନ୍ତି ମୋହନ ସରକାର, ବିଧାନସଭାରେ ରଖିଲେ ତଥ୍ୟ

ଭୁବନେଶ୍ୱର,୧୧।୩: ଗତ ୯ ମାସରେ ଓଡ଼ିଶାର ଭାଜପା ସରକାର ବିଭିନ୍ନ ଉତ୍ସରୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସଂଗ୍ରହ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି। ଗତ ବର୍ଷ ଜୁନ୍ ମାସରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri