ରାଜଧାନୀରେ ଦେହ ଦଲାଲ ସକ୍ରିୟ
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜଧାନୀରେ କମିଶନରେଟ ପୋଲିସ ଦେହ ବ୍ୟବସାୟୀ ରୋକିବାକୁ ନେଇ ପ୍ରାଣପକ୍ଷେ ଉଦ୍ୟମ ଚଳାଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରିବା ସହ ଅନେକ ଦଲାଲ ଏବଂ ବେପାରୀଙ୍କୁ ଧରିବାରେ ସକ୍ଷମ ମଧ୍ୟ ହୋଇଛି। ତଥାପି କେତେଜଣ ଦଲାଲ...
ରଙ୍ଗ ଉତ୍ସବକୁ ଫିକା କରିବ କରୋନା
ଭୁବନେଶ୍ୱର,୬।୩(ବ୍ୟୁରୋ): ଦିନ କେଇଟା ପରେ ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଫଗୁ ଓ ଫଗୁଣର ଏହି ଉତ୍ସବକୁ ସ୍ବାଗତ କରିବାକୁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଡରାଇ ଦେଇଛି କରୋନା। ଗୋଟିଏ ସ୍ଥାନରେ ଏକାଠି ହୋଇ ହୋଲି ନ ଖେଳିବାକୁ...
ଜେଲଗଲେ ଘରୋଇ ସ୍କୁଲ ଶିକ୍ଷକ
ଭୁବନେଶ୍ୱର,୬।୩(ବ୍ୟୁରୋ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଅସଦାଚରଣ କରୁଥିଲେ ଶିକ୍ଷକ। ଖରାପ ନଜର ରଖି ନାନା ଭାବେ ହଇରାଣ କରୁଥିଲେ। ଶେଷରେ ଧରାପଡ଼ିଯିବା ପରେ ବି ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ...
କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍
କଟକ ଅଫିସ,୬।୩: ଚାଇନାରୁ ଭାୟା ସିଙ୍ଗାପୁର ଦେଇ ପାରାଦୀପରେ ପହଞ୍ଚିଥିବା ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତରେ ସନ୍ଦେହ କରାଯାଇ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ଏବଂ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପୁଣେ ସ୍ଥିତ ଏନ୍ଆଇଭିକୁ...
ଲୋକ ସଭା ଉପବାଚସ୍ପତି ପଦ ବିଜେଡିକୁ ମିଳିବା ନେଇ ଚର୍ଚ୍ଚା
ଭୁବନେଶ୍ୱର,୬।୩(ବ୍ୟୁରୋ): ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଜାରି ରହିଛି। ଓମ୍ ବିର୍ଲା ବାଚସ୍ପତି ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଉପବାଚସ୍ପତି ପଦ ଖାଲିପଡ଼ିଛି। କିଛିମାସର ବ୍ୟବଧାନ ପରେ ଏହି ପଦବୀ ପୂରଣ ନେଇ...
ଘାରିଲା କରୋନା ଭୟ, ବଢ଼ିଲା ମାସ୍କ ଡିମାଣ୍ଡ
ଭୁବନେଶ୍ୱର,୬।୩(ବ୍ୟୁରୋ): ଚାଇନାରୁ ଏବେ ସାରା ବିଶ୍ୱକୁ ବ୍ୟାପିଚାଲିଥିବା ମାରାତ୍ମକ କରୋନାକୁ ନେଇ ଏବେ ଭାଳେଣି ପଡ଼ିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ଏକାଧିକ ସନ୍ଦିଗ୍ଧ ରହିଛନ୍ତି। ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟ ସରକାର...
ପ୍ରତିବର୍ଷ ମାର୍ଚ୍ଚ ୫ରେ ଲୋକସେବା ଦିବସ
ଭୁବନେଶ୍ୱର,୬।୩(ବ୍ୟୁରୋ): ବିଜେଡି ସରକାର ପଞ୍ଚମ ପାଳିରେ ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଗଣତନ୍ତ୍ରର ମାଲିକ କହିବା ସହ ନିଷ୍ଠାର ସହିତ ସେବା କରିବାକୁ ସରକାରୀ କର୍ମଚାରୀ, ମନ୍ତ୍ରୀ ଏବଂ...
ଏସ୍ସିବି ମେଡିକାଲରେ ଦ୍ୱିତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ: ୨ ରୋଗୀ ପାଇଲେ ନୂଆ ଜୀବନ
କଟକ ଅଫିସ,୫ା୩- ବିଶ୍ୱ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା ନିଜ ନଁାରେ ଯୋଡିଛି ଏସ୍ସିବି ମେଡିକାଲ। ଜଣେ ମୃତ ମହିଳାଙ୍କ ଶରୀରରୁ କିଡ୍ନୀ ବାହାର କରି ଅନ୍ୟ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରିବାରେ ଗୁରୁବାର ସଫଳ ହୋଇଛି...
‘ଏଣ୍ଟରପ୍ରେନିୟର୍ସ ୱିକ୍’ର ଶୁଭାରମ୍ଭ: ଏମ୍ଏସ୍ଏମ୍ଇରେ ରହିଛି ପ୍ରଭୂତ ସମ୍ଭାବନା
ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ) କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି। ଓଡ଼ିଶାରେ ଯେକୌଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ବୋଲି ଗୁରୁବାର ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି।...
ବିଧାନସଭା ପରିସରରେ ବିଜୁ ଜୟନ୍ତୀ ପାଳିତ
ଭୁବନେଶ୍ୱର,୫।୩(ବ୍ୟୁରୋ)- ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ ହୋଇଥିଲା। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ...
ଏସ୍ସିବିରେ କରୋନା ଭୁତାଣୁ ପରୀକ୍ଷା ସୁବିଧା କରିବାକୁ ଦାବି
ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଓ ପ୍ରସ୍ତୁତିକୁ ତ୍ୱରାନ୍ବିତ କରାଯାଉଥିବାବେଳେ ଏବେ ସନ୍ଦିଗ୍ଧ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା କରୋନା ଭୁତାଣୁ...
ରାଜ୍ୟରେ ଆବାସ ବଣ୍ଟନରେ ଅନିୟମିତତା: କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ ହେବ ଭାଜପା
ଭୁବନେଶ୍ୱର,୫।୩(ବ୍ୟୁରୋ): ଓଡ଼ିଶାରେ ଆବାସ ବଣ୍ଟନରେ ଅନିୟମିତତା ଦେଖାଦେଇଛି। ଏନେଇ ଭାଜପା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଫେରାଦ ହେବ ବୋଲି ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।...
Archives


