ମେଟ୍ରୋ

ଭୁବନେଶ୍ୱରରେ ପାଳନ ହେବନି ରଜ

ଭୁବନେଶ୍ୱର, ୧୨ା୬ (ବ୍ୟୁରୋ)- ଦିନକୁ ଦିନ ଭୁବନେଶ୍ୱରରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳୁଛି। ବିଶେଷ କରି ଏବେ ରଜ ପର୍ବ ଥିବାରୁ ହାଟ, ବଜାରରେ ଲୋକମାନେ ଭିଡ଼ ଳଗାଉଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବା ସହ ଗହଳି ସ୍ଥାନକୁ...

ଓଡ଼ିଶାରେ ବିପରୀତ ସ୍ଥିତି: ବୟସ୍କଙ୍କଠାରୁ ପିଲା, ଯୁବକ ଅଧିକ ସଂକ୍ରମିତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ) – କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ପ୍ରାୟ ସବୁଦେଶକୁ କରାୟତ କରିସାରିଛି। ଭାରତରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ଆକ୍ରାନ୍ତଙ୍କ...

କ୍ୱାରାଣ୍ଟାଇନ୍‌ ସେଣ୍ଟରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର,୧୩ା୬(ବ୍ୟୁରୋ) : ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଟିଏମ୍‌ସି ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ତେବେ ଏହି ସେଣ୍ଟରଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଛନ୍ତି...

ରାଜ୍ୟରେ ମୌସୁମୀ ସକ୍ରିୟ: ବିଭିନ୍ନ ଜିଲାରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବଲାଙ୍ଗୀର, କଳାହାଣ୍ଡି,...

CORONAVIRUS UPDATE: ସୁସ୍ଥ ହେଲେ ଆଉ୧୨୦, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪କୁ ବୃଦ୍ଧି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର ୧୩, ବାଲେଶ୍ୱର ୧୨, ବଲାଙ୍ଗୀର-ଖୋର୍ଦ୍ଧାର ୮, ମୟୂରଭଞ୍ଜର ୭, କଟକର ୪, ଯାଜପୁର-ନୟାଗଡ଼-ନୂଆପଡ଼ାର...

ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଶନିବାର ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍‌ ଯୋଗେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ରବିବାର ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ, ବିଜୟ ୧୫...

୬୬ରୁଟ୍‌ରୁ ୨୦ରେ ଲୋକ ହେଉନାହାନ୍ତି, ବନ୍ଦ ହେବ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ହେଉଛି। ହେଲେ ୬୬ରୁଟ୍‌ରୁ ୨୦ ରୁଟ୍‌ରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି, ଅତି ବେଶିରେ ୫ ଜଣ ଯାତ୍ରା କରୁଛନ୍ତି। ଏଥିରେ ଅଧିକ କ୍ଷତିରେ ହେଉଛି। କେତେ...

ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ନିଆଯାଇନାହିଁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଥିଲେ ସୁଦ୍ଧା ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ଅନିଶ୍ଚିତତା ଜାରି ରହିଛି। ଏ ନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏବେ ସୁଦ୍ଧା ବସ୍‌ ଚଳାଚଳ ନେଇ...

ଭୁବନେଶ୍ୱରରେ ଆଉ ୩ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍‌ଡୁମା ଏଚ୍‌ବି କଲୋନୀ ଅଞ୍ଚଳର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି...

ସେପ୍ଟେମ୍ବର ପୂର୍ବରୁ ଡିଏଲ୍‌-ଏଲ୍‌ଏଲ୍‌ ଆବେଦନ ମନା: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଲନର୍ସ ଲାଇସେନ୍ସ(ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବନାହିଁ। ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ୍‌ ମିଳିବ। ତେବେ ଡିଏଲ୍‌-ଏଲ୍‌ଏଲ୍‌ ପାଇଁ ଅଢ଼େଇ ଲକ୍ଷ ଲୋକ...

ବାଘଛାଲ ର଼୍ୟାକେଟର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ଟି ଚିତା ବାଘଛାଲ ଜବତ କରାଯିବା ସହ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା...

ବଢୁଛି ସାଇବର ଅପରାଧର କାରନାମା

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରେ ମାତିଛନ୍ତି ଆର୍ମି ଅଫିସର କହି ଲୁଟୁଥିବା ସାଇବର ଅପରାଧୀ। ରାଜଧାନୀ ସମେତ ବିଭିନ୍ନ ସହରରେ ସୋସିଆଲ ମିଡିଆରେ ଶସ୍ତାରେ ଗାଡ଼ି ଏବଂ ଘରର ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରି ପାଇଁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖିବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri