ଓଡ଼ିଶା ଉପକୂଳରେ ଅବପାତ ସୃଷ୍ଟି, ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୮।୮: ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଓଡ଼ିଶା ଉପକୂଳ ନିକଟ ସମୁଦ୍ରରେ ଅବପାତରେ ପରିଣତ ହୋଇଛି। ଏହି ଅବପାତ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସହ ଜଡ଼ିତ…
ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍ ଷ୍ଟାଫ୍
ଭୁବନେଶ୍ୱର,୧୮।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର…
ଆସନ୍ତାମାସରେ ଓଡ଼ିଶାରେ SIR: ଜାଣନ୍ତୁ ଏହା କ’ଣ, ଆଉ ଲୋକଙ୍କ ଉପରେ କି ପ୍ରଭାବ ପକାଇବ…
ଭୁବନେଶ୍ୱର,୧୮।୮: ଆସନ୍ତାମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ SIR ଆରମ୍ଭ ହେବ। ଏନେଇ ଜାନୁଆରୀ…
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା: ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ SIR
ଭୁବନେଶ୍ୱର,୧୮।୮: ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ SIR…
”ଯେଉଁମାନେ ଦେଖା କରିବାକୁ ଚାହୁଁଛନ୍ତି ଆସନ୍ତୁ…”, ପୁଣି ମେଡିକାଲ ବେଡରୁ ବାର୍ତ୍ତା ଦେଲେ ନବୀନ
ଭୁବନେଶ୍ୱର,୧୮।୮: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି। ଡିହାଇଡ୍ରେସନ୍ ଯୋଗୁଁ ରବିବାର ଅପରାହ୍ନ ୫ଟା ୧୫ରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।…
ମାଇନିଂ କମ୍ପାନୀ ସହ ମାଓବାଦୀ ଲିଙ୍କ: ମିଳିଛି ସାଙ୍ଘାତିକ ସୁରାଗ
ଭୁବନେଶ୍ୱର,୧୮।୮: ADG ଅପରେସନ ସଞ୍ଜୀବ ପଣ୍ଡା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମାଇନିଂ କମ୍ପାନୀ ସହ ମାଓବାଦୀଙ୍କ ଲିଙ୍କ ରହିଥିବା ADG ପଣ୍ଡା କହିଛନ୍ତି। ୧୦ ଟନ୍ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ସୁରାଗ ଲାଗିଛି। ଜିଲୋଟିନ୍ରୁ…
ପିସିସି ସଭାପତି ଭକ୍ତଙ୍କ ବଡ଼ ଘୋଷଣା: ଆସନ୍ତା ୪ରେ…
ଭୁବନେଶ୍ୱର,୧୮।୮: ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ। ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ। ରାଜ୍ୟ ପ୍ରଭାରୀ ଅଜୟ…
‘ମୁଁ ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲି, ହେଲେ…’ ସାକ୍ଷାତ ପ୍ରସଙ୍ଗରେ ଭକ୍ତଙ୍କ ବଡ଼ ବୟାନ
ଭୁବନେଶ୍ୱର,୧୮।୮: ନବୀନଙ୍କୁ ସାକ୍ଷାତ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଭକ୍ତ କହିଛନ୍ତି, ମୁଁ ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲି । ନବୀନଙ୍କୁ ଦେଖା କରିବାକୁ ପାଣ୍ଡିଆନ ମନା କରିନାହାନ୍ତି। ଡାକ୍ତର ମନା କରିବାରୁ ବାହାରୁ ଫେରିଆସିଲି।…
ସ୍ମୃତିରଞ୍ଜନଙ୍କୁ ଦଳରୁ ବିଦା କଲେ ମନମୋହନ
ଭୁବନେଶ୍ୱର,୧୮ା୮: ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ ନିଲମ୍ବନ…
ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍ଚାର୍ଜ
ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ରେ ସନ୍ଧ୍ୟା ପ୍ରାୟ ୫ଟା…
ଗୋଟିଏ ମିନିଟ୍ରେ ସସ୍ପେଣ୍ଡ୍ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…
ଭୁବନେଶ୍ୱର, ୧୮ା୮(ସୁନିତ୍ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ…
ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୯ ତାରିଖରୁ ଆହୁରି ବଢ଼ିବ
ଭୁବନେଶ୍ୱର,୧୮ା୮: ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ…
Archives


