ମେଟ୍ରୋ

ମହାନଦୀ ଜଳ ବିବାଦ: ଫିଟିପାରେ ସମାଧାନ ବାଟ

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ବଙ୍ଗୋପସାଗରରେ ମିଶିଥିବା ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ୮୫୧ କି.ମି. ଲମ୍ବର ହୋଇଥିବାବେଳେ ଏଥିରୁ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ। ନଦୀ ଜଳ ବଣ୍ଟନ ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ…

ଆଉ ୨ ଲଘୁଚାପ: କାଲିଠୁ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୩୦ା୮(ଅନୁରାଧା ମହାରଣା) – ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଏବଂ ଆଉ କିଛି ସ୍ଥାନରେ ଖରା ଓ ଗୁଳୁଗୁଳି…

ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା: ଏଣିକି କରିପାରିବେ…

ଭୁବନେଶ୍ୱର,୩୦।୮: ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା। ଏଣିକି ସେମାନେ SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ମଧ୍ୟ କରିପାରିବେ। ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା ତେବେ ସରକାର…

ଅକ୍ଟୋବରରୁ ପୋଲିସ SI ପରୀକ୍ଷା, ସେପ୍ଟେମ୍ବର ୨୦ରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡ୍‌ମିଟ୍‌ କାର୍ଡ

ଭୁବନେଶ୍ୱର,୩୦ା୮: ଅକ୍ଟୋବରରୁ ଆରମ୍ଭ ହେବ ପୋଲିସ SI ପରୀକ୍ଷା। OMR ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। SI ର଼୍ୟାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ହେବ। ତେବେ ଅକ୍ଟୋବର ୪ ଏବଂ ୫ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ…

କଂଗ୍ରେସରେ ହଲଚଲ: ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର,୩୦।୮:ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି। ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି। ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି। ଭୋଟ ଚୋରି, ନାରୀ ନିର୍ଯାତନା,…

ନିମନ୍ତ୍ରଣ ପାଇ ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୮: ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟାହ୍ନରେ ରାଜଭବନଯାଇଛନ୍ତି। ରାଜ୍ୟପାଳଙ୍କ ନିମନ୍ତ୍ରଣ ଅନୁସାରେ ରାଜଭବନ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଗସ୍ତରେ ଆସିଥିଲେଲୋକ ସଭା ବାଚସ୍ପତି ଓମ ର୍ବିଲା। ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି…

ମୋହନ ମାଝୀଙ୍କ ବାସଭବନରେ ବଡ଼ ବୈଠକ, ଯୋଗଦେଲେ ଧର୍ମେନ୍ଦ୍ର; ହୋଇପାରେ…

ଭୁବନେଶ୍ୱର,୩୦।୮: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଜଣାପଡିଛି। ଯାହାକୁ ନେଇ ରାଜନୈତିକ ମହଲରେ ହଲଚଲ ଦେଖିବାକୁ ମିଳିଛି। ଏଥିସହ ରାଜ୍ୟ ମନ୍ତ୍ରୀ ସୂରଜ…

ଚାଷୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, କହିଲେ…

ଭୁବନେଶ୍ୱର,୩୦।୮: ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ, ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ ହୋଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲାରେ ସାର ସମସ୍ୟା ଉତ୍କଟ ହୋଇଛି।…

ସ୍କୁଟି ଡିକିରୁ ବାହାରିଲା ସାପ, ଦେଢ଼ ଫୁଟର ସାପକୁ ଉଦ୍ଧାର କଲା…

ଭୁବନେଶ୍ୱର,୩୦।୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ସୁଜିତ୍‌ ଗିରି ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ ବାହାରିଲା ସାପ। ମିଳିଥିବା ସୂଚନାନୁଯାୟୀ, ସୁଜିତ୍‌ ଗିରି ନିଜର ହୋଣ୍ଡା ଆକ୍ଟିଭା ସ୍କୁଟି ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ…

ବରିଷ୍ଠ ଦେଖାଇ ହେଉଛ, ଏଇଠି ବସ: ତାତିଲେ ଛାତ୍ର, ଯୁବ ବିଜେଡି ନେତା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ…

ବିଜେଡିରେ ବିଦ୍ରୋହ ନିଆଁ: ନବୀନ ନିବାସକୁ ଡାକିଲେ ସୁପ୍ରିମୋ

ଭୁବନେଶ୍ୱର,୨୯।୮: ଯୁବ ଛାତ୍ର ସଭାପତି ଘୋଷଣା ପରେ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତା ମେଳି ବାନ୍ଧିଛନ୍ତି। ନବନିଯୁକ୍ତ ଛାତ୍ର ସଭାନେତ୍ରୀ ମଧ୍ୟ ଏଥିରୁ ବାଦ୍‌ପଡ଼ି ନାହାନ୍ତି। ଛାତ୍ର ସଭାପତି ଚୟନରେ…

ପ୍ରବଳ ବର୍ଷିିବ: ଆସନ୍ତାକାଲି ପାଇଁ ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ଆସନ୍ତା ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ହେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri