ଏଥର ମଧ୍ୟ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଶନିବାର ଜନ୍ମଦିନ ପାଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ସେ…
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ୍ ୨୦୨୧ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୩୪୮ ନମ୍ବର ରଖି ଦିଲ୍ଲୀର ମ୍ରିଦୁଲ ଅଗ୍ରଓ୍ବାଲ ଟପ୍ ରାଙ୍କରେ ଅଛନ୍ତି। ମହିଳା ବର୍ଗରେ କାବ୍ୟା ଚୋପ୍ରା ଟପର୍ ହୋଇଛନ୍ତି। ମୋଟ୍ ୧ଲକ୍ଷ ୪୧ ହଜାର ୬୯୯ ଜଣ…
୨୧ରୁ ଏକାଦଶ, ୨୫ରୁ ୮ମ ଶ୍ରେଣୀ ପାଠପଢ଼ା
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍ ମୋଡ୍ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍ ଅନୁସାରେ…
ରାଜ୍ୟରେ ୪୬୭ ପଜିଟିଭ୍: ବଢୁଛି ପିଲାଙ୍କ ଚିନ୍ତା
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଛି। ରାଜ୍ୟରେ ଶୁକ୍ରବାର ୪୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୧…
ରାଜ୍ୟରୁ ପୁଣି ୫ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭କ୯କୁ ବୃଦ୍ଧି ପାଇଛି। ୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଦୁଇ ଜଣ ରହିଥିବା ବେଳେ ନବରଙ୍ଗପୁରରୁ ୩ ଜଣ ରହିଛନ୍ତି।
ରାଜଧାନୀରେ ଚାଞ୍ଚଲ୍ୟ; ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ଗୁରୁବାର କଟା ହାତ, ଗୋଡ଼ ଜବତ ହୋଇଛି। ଏହା କାହାର, ଏଠାକୁ କିପରି ଆସିଲା ତାହା ଏଯାଏ ଅସ୍ପଷ୍ଟ ରହିଛି। ତେବେ ଏହା ବହୁତ ଦିନର ହୋଇଥିବା ନେଇ ପୋଲିସ ଅନୁମାନ କରିଛି।…
ପୂଜାଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଏଣିକି ଅଫଲାଇନ୍ରେ ଚାଲିବ ଶ୍ରେଣୀଗୃହ। ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶ୍ରେଣୀଗୃହରେ ପାଠପଢ଼ିିବେ ଛାତ୍ରୀଛାତ୍ର। ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ସୂଚନାନୁସାରେ, ପୂର୍ବରୁ ନବମ,…
ବାତ୍ୟା ଭୟ ନାହିଁ, କେବଳ ବର୍ଷିବ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆଉ ବାତ୍ୟା ଭୟ ନାହିଁ। କେବଳ ବର୍ଷିବ। ପୂର୍ବରୁ ଦଶହରା ପରେ ପରେ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବା ନେଇ କୁହାଯାଉଥିଲା। ହେଲେ ଏବେ କେବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର…
ବାର୍ରେ ୩୫ ହଜାର ବିଲ୍କୁ ନେଇ ସାଙ୍ଗଙ୍କ ସହ ମନିଷଙ୍କ ହୋଇଥିଲା ବଚସା
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଘେରକୁ ଚାଲି ଯାଉଛି। ତଦନ୍ତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନିଷଙ୍କର ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ଅଟକ…
ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ ରହିଥିବା ବେଳେ ଭଦ୍ରକ, କଟକ, ଯାଜପୁର ଜିଲାରୁ ଜଣେ ଲେଖାଏ…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୬୫ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ। ଆକ୍ରାନ୍ତଙ୍କ ମଧ୍ୟରୁ ୩୦୮…
ଶ୍ରୀମନ୍ଦିରରେ ଡ୍ରେସ୍ କୋଡ୍କୁ ନେଇ ଚର୍ଚ୍ଚା
ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା ଶ୍ରଦ୍ଧାଳୁ ସମସ୍ତଙ୍କୁ ପାରମ୍ପରିକ ଡ୍ରେସ୍କୋର୍ଡ ଅର୍ଥାତ୍ ମଠା ଓ ପାଟ ପିନ୍ଧି ଭିତରକାଠ ଆଗକୁ…
Archives


