ମହଙ୍ଗା ହୋଇପାରେ ଜମି,ଘର
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟ ସରକାର ଅସ୍ଥାବର ସମ୍ପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ ବିଏମ୍ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ଜମି ଏବଂ ଘର ମହଙ୍ଗା ହୋଇପାରେ। ଏଥିପାଇଁ ବୋର୍ଡ ଅଫ ରେଭିନ୍ୟୁ ଆଇଜି ସବୁ ଜିଲାପାଳ ଏବଂ ଜିଲା ସ୍ତରୀୟ…
ଆଜି ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ୍ ମେଧା ତାଲିକା
ଭୁବନେଶ୍ବର,୨୪।୧୦(ବ୍ୟୁରୋ): ଯୁକ୍ତ ତିନି ସ୍ପଟ୍ ନାମଲେଖା ମେଧା ତାଲିକା ରବିବାର ପ୍ରକାଶ ପାଇବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲି ଥିବା ଯୁକ୍ତ ତିନି ସିଟରେ ନାମଲେଖା ପାଇଁ…
ଅଫ୍ଲାଇନରେ ହେବ ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ଟର୍ମ-୧
ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ୍ସ(ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍ଲାଇନ୍ରେ ହେବ। ଏ ନେଇ ଶନିବାର ସିଆଇଏସ୍ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହିତ ପରୀକ୍ଷା ତାରିଖ…
ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୦୯ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କେନ୍ଦୁଝରରୁ ୨, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର…
ବଢୁଛି ପିଲାଙ୍କ ଚିନ୍ତା; ଆଜି ୭୮ ଛୁଆ ପଜିଟିଭ୍
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୨୬୦ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୭…
ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ
ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୮ଟି ରାଜ୍ୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ବ୍ରହ୍ମପୁର ଆଇଟିଆଇ ଇଲେକଟ୍ରିିକାଲ…
ନଭେମ୍ବର ୧୨ରୁ ଦ୍ୱାଦଶ, ୨୯ରୁ ଦଶମ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): କାଉନସିଲ୍ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ସ(ସିଆଇଏସ୍ସିଇ) ପରିଚାଳିତ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍ଲାଇନ୍ରେ ହେବ। ଏ ନେଇ ଶନିବାର ସିଆଇଏସ୍ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥି ସହିତ ପରୀକ୍ଷା ତାରିଖ ମଧ୍ୟ…
ହିନ୍ଦୀ ଶିକ୍ଷକ ପାଇଁ ୯୫୩ ପ୍ରାର୍ଥୀ ଉତ୍ତୀର୍ଣ୍ଣ
ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ୍ ୯୫୩ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ…
ଜୀବନ ହାରିଲା କଳାଭାଲୁ ମୋତି
ବାରଙ୍ଗ,୨୩।୧୦(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ ହିମାଳୟ ଅଣ୍ଡିରା କଳାଭାଲୁ ମୋତିର ଶନିବାର ମୃତ୍ୟୁ ଘଟିଛି। ୧୬ବି ଏନକ୍ଲୋଜରରେ ରହୁଥିବା ମୋତି ୨୦ବର୍ଷର ହୋଇଥିଲା। ୧୩ ସେପ୍ଟେମ୍ବର ୨୦୧୩ରେ ରାଞ୍ଚି ପ୍ରାଣୀ ଉଦ୍ୟାନରୁ ମୋତିକୁ ନନ୍ଦନକାନନ ଅଣାଯାଇଥିଲା। ଚଳିତବର୍ଷ ସେପ୍ଟେମ୍ବର ୫ ପରେ…
‘ଅଭ୍ୟାସ’ର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ସୁଦୃଢ଼ କରିବ ବୋଲି…
ମନୀଷ ଅନୁରାଗ ମୃତ୍ୟୁ ମାମଲା: ବନ୍ଧା ହେଲେ ହୋଟେଲ ମ୍ୟାନେଜର
ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍ ସିଟିର ମ୍ୟାନେଜର ସୌଭିକ ଜେନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ ମନୀଷ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କ ନାଁରେ…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୩୦୫କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ପୁରୀ, ଅନୁଗୋଳରୁ ଜଣେ ଲେଖାଏ ରହିଛନ୍ତି ।
Archives


