ମେଟ୍ରୋ

ମହାନଦୀରେ ଛିଣ୍ଡିଲା ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର: ଘଟଣାସ୍ଥଳରେ….

କଟକ,୧୧।୭: ମହାନଦୀରେ ଛିଣ୍ଡିଲା ବିଦ୍ୟୁତ ତାର। ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ମହାନଦୀରେ ଛିଣ୍ଡି ପଡ଼ିଥଥିବା ସୂଚନା ମିଳିଛି। ମୁଣ୍ଡଳୀ ତଳଗଡ଼ ନିକଟରେ ଏହି ତାର ଛିଡିଛି। ଘଟଣାସ୍ଥଳରେ NDRF ଟିମ ପହଞ୍ଚିଛନ୍ତି । କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା...

ସୁଯୋଗ ମିଳିଲେ ବି କ୍ଷମତାକୁ ଆସି ପାରିବନି କଂଗ୍ରେସ: ମନମୋହନ

ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍‌ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ରାହୁଲ ଟାର୍ଗେଟ କରି କହିଛନ୍ତି,...

ରାହୁଲଙ୍କ କଥା ଶୁଣବେନି ଓଡ଼ିଶାବାସୀ: ପ୍ରଦୀପ

ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏହାର କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ତଥା ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ।...

ଆସିଲା ତାରିଖ: ଏହି ଦିନ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୧୧।୭: ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ...

ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ, ଗରିବଙ୍କୁ ଲୁଟୁଛି: ମଲିକାର୍ଜୁନ ଖାର୍ଗେ

ଭୁବନେଶ୍ୱର,୧୧।୭: କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ...

ଡ୍ରାଇଭର ଆନ୍ଦୋଳନ ପଛରେ ଏହି ଦଳର ହାତ: ମନ୍ତ୍ରୀ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୧୧।୭: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଶୁକ୍ରବାର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି। ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ...

ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, ଲଗାଇଲେ ବଡ ଅଭିଯୋଗ

ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଏକ ସମାବେଶରେ ସମ୍ବୋଧନ କରି ସେ ଅଭିଯୋଗ କରିଛନ୍ତି ଯେ ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଇ ସେମାନଙ୍କ ସମାବେଶକୁ...

ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅଦାନୀ ପାଇଁ ଅଟକାଯାଇଥିଲା: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଅଘଟଣକୁ ନେଇ ସରକାର ଅଦାନୀ ଭଳି ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ...

ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପକୁ ଅନୁମୋଦନ ମିଳିବ, ୧୧୦ କିମି ପାଇଁ ଖର୍ଚ୍ଚ ହେବ ୮,୩୦୦ କୋଟି ଟଙ୍କା

ଭୁବନେଶ୍ୱର,୧୧ା୭: ଭାରତ ସରକାର ଓଡ଼ିଶାରେ ଏକ ବହୁଲକ୍ଷ୍ୟମୂଳକ ଆଧୁନିକ ପ୍ରକଳ୍ପକୁ ଅନୁମୋଦନ ପାଇଁ ପ୍ରସ୍ତୁତ ହେଉଛନ୍ତି। ୧୧୦ କିଲୋମିଟର ଲମ୍ବା ଏହି ଛଅ ସ୍ତରର ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜନ୍‌ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାୟପାସ୍) ପ୍ରକଳ୍ପର ଆସମାନ୍ତା ୮,୩୦୦ କୋଟି...

ଗଡ଼ୁନି ଗାଡ଼ି, ବଢ଼ୁଛି ଦୁର୍ଦ୍ଦଶା

ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି...

Video: ପାହାଳରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ, ଯିଏ ପାରିଲା ସିଏ ବୋହିନେଲା…

ଭୁବନେଶ୍ୱର,୧୧।୭: ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଯୋଗୁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଛିଟିକି...

ଜେଲରୁ ଫେରି ମନମୋହନଙ୍କୁ ସମ୍ବର୍ଦ୍ଧିତ କଲେ ଜଗନ୍ନାଥ

ଭୁବନେଶ୍ୱର,୧୧।୭: ଓଡ଼ିଶା ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗୁରୁବାର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜଗନ୍ନାଥ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସାମଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri