ମେଟ୍ରୋ

ରାଜ୍ୟରେ କୁମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ ପିଲା ରହିଛନ୍ତି। ସେହିପରି ୧୭୧ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୨୨ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା...

ଆରମ୍ଭ ହେଲା ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଶନିବାର ଆରମ୍ଭ ହୋଇଯାଇଛି। ଏହି ଭୋଟ୍‌ ଗଣତି ତିନି ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଗଣତି ହେଉଛି। ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ରେ...

ପୁରୀ ମେନ୍‌ କେନାଲରେ କୁମ୍ଭୀର

ବାରଙ୍ଗ,୨୬।୨(ଡି.ଏନ୍‌.ଏ.): ବାରଙ୍ଗ-ପୁରୀ ମେନ୍‌ କେନାଲରେ ବୁଲୁଛି କୁମ୍ଭୀର। ଶୁକ୍ରବାର ଅପରାହ୍ନରେ କେତେଜଣ ଯୁବକ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ପାଖ ପୁରୀ ମେନ୍‌ କେନାଲକୁ ଯାଇଥିଲେ। ପାଣିରେ ପଶିଥିବାବେଳେ ଏକ କୁମ୍ଭୀରଟି ପାଖକୁ ଆସୁଥିବା ଦେଖି ଭୟରେ ପଳାଇଆସିଥିଲେ।...

ନୂଆ ରୂପରେ ଶୋଭାପାଇବ ମାଙ୍କଡ଼ ଏନ୍‌କ୍ଲୋଜର

ବାରଙ୍ଗ, ୨୬।୨(ଡି.ଏନ୍‌.ଏ.): ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିବର୍ଷ ନୂଆ ନୂଆ ଭେଟି ଦେଇଥାନ୍ତି । ଏଥର ମାଙ୍କଡ଼ ଏନ୍‌କ୍ଲୋଜରର ନବୀକରଣ କରି ଭେଟିଦେବାକୁ ଯାଉଛନ୍ତି। ନୂଆ ରୂପରେ ଶୋଭାପାଇବ ମାଙ୍କଡ଼ ଏନ୍‌କ୍ଲୋଜର। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ...

‘ନ୍ୟାୟିକସେବା ଶିକ୍ଷାନବିସ ମାତୃଭାଷାକୁ ପ୍ରାଧାନ୍ୟ ଦିଅନ୍ତୁ’

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ଜନସାଧାରଣଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ଗଣତନ୍ତ୍ରର ପ୍ରଧାନ ଆଭିମୁଖ୍ୟ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିିଛନ୍ତି। ଶୁକ୍ରବାର ନବାଗତ ନ୍ୟାୟିକସେବା ଶିକ୍ଷାନବିସଙ୍କ ସହିତ ପ୍ରତ୍ୟକ୍ଷ ପରିଚୟ ଉଦ୍ଦେଶ୍ୟରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଏକ...

ପିଲାଙ୍କୁ ସୁଯୋଗ ଦେଲେ ସଫଳ ହେବେ

ସକାରାମତ୍କ ଦୃଷ୍ଟିଭଙ୍ଗୀ ଓ କଠିନ ଅଧ୍ୟବସାୟ ହିଁ ପିଲାଙ୍କ ପାଇଁ ସଫଳତା ଆଣିଦେଇଥାଏ। ଏଥିଲାଗି ସେମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିବା ଜରୁରୀ। ସାମ୍ପ୍ରତିକ ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ବୁଝି ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା...

ପ୍ରାର୍ଥୀ ଚୟନ ଚ୍ୟାଲେଞ୍ଜପୂର୍ଣ୍ଣ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ପଞ୍ଚାୟତ ଭୋଟ ଗଣତିର ଦିନକ ପୂର୍ବରୁ ଏହି ତାରିଖ ଘୋଷଣା ଅନେକ ନେତାଙ୍କ ପାଇଁ ଚିନ୍ତାର...

‘ନ୍ୟାୟିକସେବା ଶିକ୍ଷାନବିସ ମାତୃଭାଷାକୁ ପ୍ରାଧାନ୍ୟ ଦିଅନ୍ତୁ’

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ଜନସାଧାରଣଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ଗଣତନ୍ତ୍ରର ପ୍ରଧାନ ଆଭିମୁଖ୍ୟ। ଆଇନର ଲକ୍ଷ୍ମଣରେଖା ମଧ୍ୟରେ ରହି ମାମଲାରେ ସମ୍ପୃକ୍ତ ଉଭୟ ପକ୍ଷଙ୍କୁ ସମଦୃଷ୍ଟିରେ ଦେଖି ନ୍ୟାୟ ପ୍ରଦାନ କରାଯିବା ଉଚିତ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ଶାହା, ଜୟଶଙ୍କରଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ୟୁକ୍ରେନ୍‌ ଉପରେ ରୁଷିଆ ଜୋରଦାର ଆକ୍ରମଣ ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ୍‌ରେ ଫସିଯାଇଥିବା ଭାରତୀୟ, ବିଶେଷକରି ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତାର ବିଷୟ ହୋଇଛି। ୟୁକ୍ରେନ୍‌ରୁ ଭାରତୀୟମାନେ ଭିଡିଓ ଜରିଆରେ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ...

ଆଜିଠୁ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ୩୧୪ ବ୍ଲକ୍‌ ମୁଖ୍ୟାଳୟରେ ୩ ଦିନ (୨୬,୨୭,୨୮...

ପ୍ରାଚୀନ ଐତିହାସିକ ଲେଖନୀ ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ‘ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲେଖନୀରେ ସ୍ବାଧୀନତା ସଂଗ୍ରାମୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରାଚୀନ ଐତିହାସିକ ଲେଖନୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।...

ସାହାଣମେଲା, ଗର୍ଭଗୃହ ଦର୍ଶନ ବାରଣ

ଭୁବନେଶ୍ୱର, ୨୬।୨ (ବ୍ୟୁରୋ): ଆସନ୍ତା ୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। ରାଜଧାନୀରେ ଥିବା ମନ୍ଦିରରେ କୋଭିଡ୍‌ କଟକଣା ଭିତରେ ଏହାକୁ ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶୁକ୍ରବାର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri