୭ ଦିନରେ ବିକଳ୍ପ ଜାଗା ଦେଖାଅ: ଅପରାଜିତା
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବିନାଶରୁ ନୂଆ ଇନିଂସ ଆରମ୍ଭ କରୁଛି। ସକାରାତ୍ମକ ମନୋବୃତ୍ତି ଛାଡ଼ି ନକାରାତ୍ମକ ଚିନ୍ତାଧାରା ଆପଣାଉଛନ୍ତି। ଝାରପଡ଼ା ସ୍ଥିତ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏମ୍ପି ଅପରାଜିତା ଷଡ଼ଙ୍ଗୀ...
ଏସ୍ଓପି, କଣ୍ଟିଜେନ୍ସ ପ୍ଲାନ କାର୍ଯ୍ୟକାରୀ କର
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଝାଡ଼ଖଣ୍ଡ ଦେଓଘର ତ୍ରିକୂଟ ରୋପ୍ଓ୍ବେ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ରୋପ୍ଓ୍ବେ ପ୍ରକଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍ଓପି) ଏବଂ ଏକ କଣ୍ଟିଜେନ୍ସି ପ୍ଲାନ (ଜରୁରିକାଳୀନ ଯୋଜନା)...
ଆସନ୍ତା ୧ରୁ ୧୭ ଜିଲାରେ ରବି ଧାନ ସଂଗ୍ରହ ଆରମ୍ଭ ହେବ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟର ୧୭ ଜିଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନ ପାରିବ ସେଥିପ୍ରତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ...
୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ପୁଣି ବାୟୋମେଟ୍ରିକ୍ ଉପସ୍ଥାନ
ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା ୧୮ ତାରିଖରୁ ଏହା ଆରମ୍ଭ ହେବ। ଗତ ଜାନୁଆରୀ ୭ ତାରିଖରେ କରୋନା...
ଉପରମୁହାଁ ପାରଦ: ଆଜି ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ୱର,୧୨ା୪(ବ୍ୟୁରୋ)-ଗତ କିଛିଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହୁଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବଢ଼ିବାରେ ଲାଗିଛି ତାତି। ମଙ୍ଗଳବାର ବଲାଙ୍ଗୀର ଓ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିୟସ ରେକର୍ଡ...
୩ ଜିଲାରେ ବଜ୍ରପାତ ସହ ବର୍ଷା ଲାଗି ସତର୍କତା ଜାରି
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ୩ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲାର...
କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଲେ ଅପରାଜିତା, ବିଏମ୍ସିକୁ କଲେ ଟାର୍ଗେଟ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ହାଟ ଭଙ୍ଗା ଘଟଣା ପରେ ମଙ୍ଗଳବାର କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ଏମ୍ପି ଅପରାଜିତା ଷଡ଼ଙ୍ଗୀ। ନୂଆ ମହାନଗର ନିଗମ ସକାରାତ୍ମକ ମନୋବୃତ୍ତି ଛାଡ଼ି ନକରାତ୍ମକ ଚିନ୍ତାଧାରା ଆପଣାଉଛି ବୋଲି ବିଏମସିକୁ ଟାର୍ଗେଟ କରି ସେ କହିଛନ୍ତି।...
ଏପ୍ରିଲ ୧୮ରୁ ଲୋକସେବା ଭବନ ଯାଇପାରିବେ ଖବରଦାତା-ସାଧାରଣ ଲୋକେ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ହଟିଲା କଟକଣା। ଆସନ୍ତା ୧୮ରୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା ଓ ଖବରଦାତା। ସାଧାରଣ ଲୋକେ ଅନଲାଇନରେ ପାସ୍ ନେଇ ଲୋକସେବା ଭବନକୁ ଯାଇପାରିବେ। ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ବୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ଖବରଦାତାମାନେ ଲୋକସେବା...
୧୦ ଆକାଂକ୍ଷୀ ଜିଲା ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ
ଭୁବନେଶର,୧୨।୪(ବ୍ୟୁରୋ) : ରାଜ୍ୟର ଆକାଂକ୍ଷୀ ଜିଲା ଗୁଡିକର ସ୍ଥିତି ପରଖିବେ କେନ୍ଦ୍ର ସରକାର। ତେବେ ଆକାଂକ୍ଷୀ ଜିଲାରେ ଉନ୍ନୟନମୂଳକ କାମ ଓ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରିତାକୁ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶାର...
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏସବୁ ବିଷୟର ପରୀକ୍ଷା ମେ’...
କରୋନାରେ ଜଣଙ୍କ ଜୀବନ ଗଲା
ଭୁବନେଶ୍ବର,୧୨।୩:ରାଜ୍ୟରେ ମଙ୍ଗଳବାର କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Details of cases confirmed as death due to Covid-19, after due completion of...
ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲାରୁ ସର୍ବାଧିକ ୯...
Archives


