ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ଏସିଡ୍ ପିଇଦେଲେ ସ୍ବାମୀ
ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ପାରିବାରିକ କଳହ ହେଉ କି ଅନ୍ୟ କିଛି ସମସ୍ୟାକୁ ନେଇ କିଏ ବେକରେ ରଶି ଲଗାଇ ଝୁଲି ପଡିଲାଣି ତ ପୁଣି କିଏ ରେଳଧାରଣାରେ ଶୋଇ ଆତ୍ମହତ୍ୟା କଲାଣି।…
ଭୁବନେଶ୍ୱରରେ ବୁଷ୍ଟର ଡୋଜ୍
ଭୁବନେଶ୍ୱର,୧୬।୭ (ବ୍ୟୁରୋ): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଶୁକ୍ରବାରଠାରୁ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି। ୧୮ରୁ ୫୯ବର୍ଷ ବର୍ଗର ହିତାଧିକାରୀମାନେ ମାଗଣାରେ ଏହି ପ୍ରିକସନ ଡୋଜ ନେଇପାରିବେ।…
ଏନ୍ଆଇଆର୍ଏଫ୍ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍ ଫ୍ରେମ୍ଓ୍ବାର୍କ (ଏନ୍ଆଇଆର୍ଏଫ୍) ପ୍ରକାଶ ପାଇଛି। ସାମଗ୍ରିକ ଭାବେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବାବେଳେ ଏହି ର଼୍ୟାଙ୍କିଙ୍ଗ୍ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ସ୍ଥାନ…
ଚାଇନା ଠକେଇ ର଼୍ୟାକେଟର ଭାରତୀୟ ମୁଖ୍ୟ ଗିରଫ
ଭୁବନେଶ୍ୱର,୧୬।୭ (ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶରେ ହୋଇଥିବା ବଡ଼ଧରଣର ଲୋନ୍ ଆପ୍ ଠକେଇ ଓ ନିର୍ଯାତନା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ ରାଜସ୍ଥାନ ଭରତପୁର…
ଭୁବନେଶ୍ୱରରେ ‘ସାଇନ୍ସ ସିଟି’ , ଚିହ୍ନଟ ହୋଇଛି ୩୦ ଏକର ଜମି
ଭୁବନେଶ୍ୱର,୧୫ା୭(ବ୍ୟୁରୋ):ଭୁବନେଶ୍ୱର ଉପକଣ୍ଠରେ ଏକ ବିଜ୍ଞାନ ସହର(ସାଇନ୍ସ ସିଟି) ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୦ ଏକର ଜମି ଚିହ୍ନଟ ହୋଇଛି। ନ୍ୟାଶନାଲ କାଉନ୍ସିଲ ଅଫ୍ ସାଇନ୍ସ ମ୍ୟୁଜିୟମକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା…
ପୁରୀରେ ହେବ ପ୍ଲାନେଟାରିୟମ
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପୁରୀ ଜିଲାରେ ନିର୍ମାଣ ହେବ ପ୍ଲାନେଟାରିୟମ। ପୁରୀ ଐତିହ୍ୟ ପ୍ରକଳ୍ପ ସହ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ। ରାଜ୍ୟ ସରକାର ପୁରୀ ଜିଲାର ସିଦ୍ଧମହାବୀର ମୌଜା ୟୁନିଟ୍-୩ ଠାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି…
ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ଆଉ ଜଣେ ବ୍ୟକ୍ତି କୋଭିଡ୍ରେ ପ୍ରାଣ ହରାଇଛନ୍ତି। ଚତୁର୍ଥ ଲହରରେ ରାଜ୍ୟରେ ଏହା ଦ୍ୱିତୀୟ କରୋନା ମୃତ୍ୟୁ। ମୃତକ ହେଲେ ସୁନ୍ଦରଗଡ଼ର ଜଣେ ୮୨ବର୍ଷୀୟ ବ୍ୟକ୍ତି।…
୬ ଜିଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ୱାର୍ନିଂ ଜାରି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଜାରି ରହିଛି। ଆଗକୁ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆଗାମୀ…
‘ଓଟିଏମ୍ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ’
ଭୁବନେଶ୍ୱର,୧୫।୭(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିଥିବା ବେଳେ ଶୁକ୍ରବାର ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ ବିଧାନସଭା ପ୍ରଶ୍ନକାଳରେ ଉଠିଥିଲା। କଟକ ଚୌଦ୍ବାର ବିଧାୟକ ସୌଭିକ ବିଶାଳ ଏହି ପ୍ରସଙ୍ଗ ଉଠାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ଓଟିଏମ୍ ଜମି ନିଲାମ ହୋଇପାରିବ ନାହିଁ…
ଜଳିଗଲା ବିଉଟିପାର୍ଲର
ଭୁବନେଶ୍ୱର,୧୫।୭(ବ୍ୟୁରୋ): ଭୁବନେଶର ଶହୀଦନଗରସ୍ଥିତ ଫ୍ରେଣ୍ଡସ ବିଉଟିପାର୍ଲରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ପାର୍ଲରରେ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ…
୫୬୨ ଆର୍ଆଇ ପଦବୀ ଖାଲି
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୩୨ ତହସିଲଦାର, ମୋଟ ୭୯ ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସେହିପରି ୫୬୨ ରାଜସ୍ବ ନିରୀକ୍ଷକ (ଆର୍ଆଇ) ଏବଂ ୬୧ ରାଜସ୍ବ ପରିଦର୍ଶକ ପଦବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ବଲାଙ୍ଗୀର ଜିଲାରେ ସର୍ବାଧିକ…
Archives


