ରାଜ୍ୟରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା...
ଠିକ୍ ସମୟରେ ଠିକ୍ କଥା କହିବି: ବାବୁସାନ୍
ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍ ସମୟରେ ଠିକ୍ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍ଙ୍କ ମା’...
ଆଉ ଏକ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୮।୭(ବ୍ୟୁରୋ): କରୋନା ନେଲା ଆଉ ଏକ ମୁଣ୍ଡ। ଗୁରୁବାର ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକଜଣଙ୍କ ହେଉଛନ୍ତି କଟକର ୬୭ ବର୍ଷୀୟ ବୃଦ୍ଧ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...
ରାଜଧାନୀରେ ଗଡ଼ିବ ଇ-ବସ୍, ଇ-ରିକ୍ସା: ଆସନ୍ତା ୨୯ରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି ।...
ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨୮ା୭(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପାର୍ଲାମେଣ୍ଟ ଅଧିବେଶନରେ କଂଗ୍ରେସ ଏମ୍ପି ଅଧୀର ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ...
ବଢ଼ୁଛି କରୋନା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ ଆକ୍ରାନ୍ତ; ଜାଣନ୍ତୁ କେଉଁ ଜିଲାରୁ …
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଉପରମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୩ କ୍ୱାରାଣ୍ଟାଇନ୍ରୁ ଓ ୪୨୭ ଲୋକାଲ କେସ୍ ରହିଛି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର...
ଭରସା ତୁଟିବା ପରେ ଚରମ ପଦକ୍ଷେପ
ସତ୍ୟଜିତ୍ ରାଉତ ଭୁବନେଶ୍ୱର,୨୮।୭(ବ୍ୟୁରୋ): କୌଣସି ଲୋକ ଥାନାରେ ଅଭିଯୋଗ କଲେ, ପୋଲିସ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ କରିବା କଥା। ହେଲେ ଅନେକ ଘଟଣାର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଭିଯୋଗ ଆସୁଛି। ଅଭିଯୋଗକାରୀ ବାରମ୍ବାର...
ହଟୁଛି ବେଆଇନ ପୋଷ୍ଟର, ସାଇନ୍ ବୋର୍ଡ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ସହରକୁ ସ୍ବଚ୍ଛ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଶେଷକରି ବ୍ୟବସାୟ ସ୍ଥଳରେ ସ୍ବଚ୍ଛତାରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଏମ୍ସି। ଲଗାତାର ସହରର ବିଭିନ୍ନ ଦୋକାନ, ମଲ୍,...
କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟରେ ଉଦ୍ୟାନ କୃଷି ସଫଳତାର ସହ କୃଷକଙ୍କ ନିକଟରେ ପହଞ୍ଚି ପାରିଛି। ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁଯାୟୀ ସର୍ବ ଭାରତୀୟସ୍ତରରେ ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ। କନ୍ଦମୂଳରେ ଓଡ଼ିଶା ପ୍ରଥମ ସ୍ଥାନରେ...
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୯୩,୯୫୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
ବାଡ଼ ଖାଉଛି ଫସଲ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବାଡ଼ ଖାଉଛି ଫସଲ। ରାଜ୍ୟରେ ତଳସ୍ତରରୁ ଉପରଯାଏ ଦୁର୍ନୀତି ଭରି ରହିଛି। ପର୍ସେଣ୍ଟେଜ୍(ପିସି) କାରବାର ବୃଦ୍ଧି ପାଇଛି। ସରକାରଙ୍କ ସମସ୍ତ ବିଭାଗରେ ପୁଳାପୁଳା ଦୁର୍ନୀତି। ଏଥିରେ ତଳଶ୍ରେଣୀର କର୍ମଚାରୀଠାରୁ ଆରମ୍ଭ କରି ଉପର ଅଫିସର ପର୍ଯ୍ୟନ୍ତ ଏକ...
ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ।...
Archives


