ମେଟ୍ରୋ

ଉନ୍ନତି ଅପେକ୍ଷାରେ ଯୁବ ଭୋଟର

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ ଉଠାଉଛନ୍ତି…

ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ସହାୟତା

ଭୁବନେଶ୍ୱର,୨ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କାସିବୁଗା ସହରରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେରେ ଦଳାଚକଟା ଘଟି ଓଡ଼ିଆ ଯୁବତୀ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)ଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ପୁରୀ ଶ୍ରୀମନ୍ଦିର ନିକଟରେ ଠେଲାପେଲା: ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ

ପୁରୀ,୨ା୧୧: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍‌କୁ ଜୋର୍‌ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ…

ହିତାଧିକାରୀଙ୍କ ପାଇଁ e-KYC ଅବଧି ବୃଦ୍ଧି କଲେ ସରକାର, ଏହି ଦିନ ଯାଏ ଶେଷ ସୁଯୋଗ

ଭୁବନେଶ୍ୱର,୨।୧୧: ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ସରକାର ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରାଇ ନାହାନ୍ତି, ସେମାନେ…

ବଡ଼ ଖୁଲାସା କଲେ ଶଙ୍କର ପୃଷ୍ଟି, କହିଲେ ହଜାରେ କୋଟିର ଡିଲ୍‌ ହୋଇଛି, ମୁଁ ସରେଣ୍ଡର କରି ନ ଥିଲେ…

ଭୁବନେଶ୍ୱର,୨ା୧୧: ଗିରଫ ହୋଇଥିବା ଏସ୍‌ଆଇ ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରରେ ହଜାରେ କୋଟି ଟଙ୍କାର ଡିଲ ହୋଇଛି। ଯଦି ମୁଁ ସରେଣ୍ଡର କରି ନ ଥାନ୍ତି…

କାହିଁକି ଛାଡିଲେ ବିଜେଡି, ଶେଷରେ ଅସଲ କାରଣ କହିଦେଲେ ଜୟ ଢୋଲକିଆ, ରାଜନୀତିରେ ହଇଚଇ

ଭୁବନେଶ୍ୱର,୨।୧୧: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟ କହିଛନ୍ତି, ବାପା ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ। ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ।…

୪୪ଟି ତହସିଲ ଅଫିସରେ ଜମି କିଣାବିକାକୁ ଅନୁମୋଦନ, ଅନଲାଇନରେ…

ଭୁବନେଶ୍ୱର,୨ା୧୧(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାଜ୍ୟର ୧୩ଟି ଜିଲାର ୪୪ଟି ତହସିଲରେ ନୂଆ ସବ୍‌ରେଜିଷ୍ଟ୍ରେଶନ ବା ଉପନିବନ୍ଧନ କାର୍ଯ୍ୟାଳୟ ଆଭାସି ଜରିଆରେ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍‌ରେଜିଷ୍ଟ୍ରେଶନ ଅଫିସ୍‌ ଖୋଲାଯିବ।…

ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ମୂଳଦୁଆ

ଭୁବନେଶ୍ୱର,୨ା୧୧(ଅନୁରାଧା ମହାରଣା/ସୁନିତ୍‌ ମିଶ୍ର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ଛି। ଭୁବନେଶ୍ୱର ଇନ୍‌ଫୋଭ୍ୟାଲିଠାରେ ସିକ୍‌ସେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଭୂମିପୂଜନ ସମାରୋହ ଶନିବାର ଅନୁଷ୍ଠିତ ହୋଇଛି। ସମୁଦାୟ ୨,୦୬୭ କୋଟି ଟଙ୍କାର…

ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଥିଲେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ୍‌ବେଳେ କହିଲେ ଏମିତି…

ଭୁବନେଶ୍ୱର,୧ା୧୧: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ ରିକ୍ରିଏସନ୍‌ କରିଛି ପୋଲିସ। ମୃତକ ଜଣକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନାରୁ ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି…

୩ ତାରିଖରେ ଏହି ୪ ଜିଲାରେ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୧ା୧୧: ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି କରିଛନ୍ତି ଆର୍‌ଡିସି। କନ୍ଧମାଳ ଜିଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି ଘୋଷଣା କରାଯାଇଛି। କାର୍ତ୍ତିକ…

ଓଡ଼ିଶାକୁ ବଡ଼ ଉପହାର ଦେଲେ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱରରେ ହେଲା…

ଭୁବନେଶ୍ୱର,୧।୧୧: ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ର୍ନିମାଣ ୟୁନିଟ)ର ଭୂମିପୂଜନ ସମାରୋହରେ ସେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି । ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ…

ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri