ମେଟ୍ରୋ

ସୁଦାନରେ ଓଡ଼ିଆ ଯୁବକ ଅପହୃତ; ମୁକୁଳାଇବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର,୩।୧୧: ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ। ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି…

ଓଡ଼ିଶାକୁ ବିଳମ୍ବରେ ଆସିବ ଶୀତ, ଶୀଘ୍ର ଫେରିବ: ଆଇଏମଡି

ଭୁବନେଶ୍ୱର,୩।୧୧: ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସୋମବାର ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ-ଶୀତଳ ପବନ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ରାତିର ତାପମାତ୍ରା…

ଓଡ଼ିଶା ପାଇଁ ୧୫ତମ ଅର୍ଥ କମିଶନ ଅନୁଦାନ: ଏତିକି କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୩।୧୧: କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର ଜିଲା ପରିଷଦ,…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଇସାରା: ମିଳିବ କି ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଅମର ଏବେ ଅଣନିଃଶ୍ବାସୀରୁ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ…

ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍‌: କହିଲେ ସେମାନେ ଗେମ୍‌ ଚେଞ୍ଜର ନୁହନ୍ତି, ନେମ୍‌ ଚେଞ୍ଜର

ଭୁବନେଶ୍ୱର/ନୂଆପଡ଼ା,୩ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍‌ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ।…

କାହିଁକି ବିଜେଡି ଛାଡିଲେ ଅମର ପଟ୍ଟନାୟକ: ନିଜେ କଲେ ଖୁଲାସା…

ଭୁବନେଶ୍ୱର,୩।୧: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ସୋମବାର ଭାଜପାରେ ମିଶିଛନ୍ତି। କାହିଁକି ବିଜେଡି ଛାଡି ଭାଜପାରେ ମିଶିଲେ ତାକୁ ନେଇ ଅମର ବଡ଼ ଖୁଲାସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଛନ୍ତି।…

ରାଜ୍ୟକୁ ନାହିଁ ବର୍ଷା ଭୟ: ଏହି ଦୁଇ ଜିଲାକୁ ଛାଡ଼ି ସବୁ ଜିଲାରେ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୩ା୧୧: ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

‘କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛ ଜଣାଅ’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ତା’ର ଟିକିନିଖି ହିସାବ ଲୋଡ଼ିଛନ୍ତି ରାଜ୍ୟ ସରକାର। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏବଂ ବିଧାନସଭା ପ୍ରଶ୍ନକୁ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନେଇ ଅର୍ଥ…

ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର,୩।୧: ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍‌କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ମୋହନ ମାଝୀଙ୍କ ବ୍ଲୁ ପ୍ରିଣ୍ଟ୍‌: ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବେ ଅମର ପଟ୍ଟନାୟକ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧୧: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍‌ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଅମର ବିଜେଡି ଛାଡ଼ି ଭାଜପାରେ ସାମିଲ ହେବା ନେଇ ଆଲୋଚନା ହେଉଛି।…

ସୁଜାତା ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ, କହିଲେ ଶକ୍ତି ନାନୀ କୁଆଡ଼େ…

ଭୁବନେଶ୍ୱର,୩ା୧୧:  ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍‌ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ…

‘ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍‌ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଗୋଟିଏ ପଟେ ଭାଜପା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri