ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ସେ ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା…
ବାଲେଶ୍ୱରରେ ୧୮୦୬ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର…
ଇଡ୍କଲ ଡିଏମ୍ ଗୟା ସାଁନ୍ତରା ଗିରଫ
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍କଲ ଡେପୁଟି ମ୍ୟାନେଜର(ଡିଏମ୍) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୟାଘରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଜବତ ହୋଇଥିଲା। ତାଙ୍କ ଘରୁ ୧୦…
୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୦୨୧-୨୨ ପାଇଁ ମୋଟ ୧୬୩ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ ୯୯ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ। ସେହିପରି ଜଣେ ଲେଖାଏ ଛାତ୍ରୀଛାତ୍ରଙ୍କୁ…
୧୯ ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ସେହି ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା,…
କରୋନାକୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ସରକାର କରୋନା କଟକଣାକୁ ଗତମାସରେ ସମ୍ପୂର୍ଣ୍ଣ ହଟାଇ ଦେଇଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା। ତେବେ ଓଡ଼ିଶାରେ ବୁଧବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବାର ଅଭିଯୋଗ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ…
ଜାନୁୟାରୀ ୧୭ରୁ ବସ୍ ଧର୍ମଘଟ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ଜାନୁୟାରୀ ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ରୁ କୌଣସି ବସ୍ ଗଡ଼ିବନି ବୋଲି ରାଜ୍ୟ ସରକାରଙ୍କୁ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି। ୮ ଦଫା ଦାବି ପୂରଣ ନେଇ ବୁଧବାର ଘରୋଇ ବସ୍…
ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): କିଛିଦିନ ଧରି ଓଡ଼ିଶାରେ କରୋନା କବଳରୁ ଲୋକେ ମୁକ୍ତି ପାଇଥିବା ବେଳେ ଏବେ ପୁଣି ଛନକା ପଶିଲାଣି। ଆଜି ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନ୍ର ସବ୍ ଭାରିଆଣ୍ଟ ବିଏଫ୍-୭ ଓଡ଼ିଶାରେ ଚିହ୍ନଟ ହୋଇଛି। ଗୁଜରାଟରେ ଦୁଇ…
ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସ୍ଥାନୀୟ ଶିଶୁଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ବୁଧବାର ପୂର୍ବାହ୍ନରେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଚଢ଼ି ଯାଇ ଆତ୍ମହତ୍ୟା ଧମକ ଦେଇଥିଲେ। ରାଉରକେଲାରେ ବିଭିନ୍ନ ପ୍ରକଳ୍ପ କରିବା ଦାବି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା…
‘ଚାଷ ନ ହୋଇ ଏମ୍ଏସ୍ପି ନେବାକୁ ହୋଇଛି ମସୁଧା’
ଭୁବନେଶ୍ବର,୨୧।୧୨(ବ୍ୟୁରୋ): ଓଡ଼ିଶାରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର ଓଡ଼ିଶାର ଭାଜପା ଏମ୍ପିମାନେ ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି।…
ଆତ୍ମହତ୍ୟା ନୁହେଁ , ହତ୍ୟା ବୋଲି କହିଲେ ବିରୋଧୀ
ଭୁବନେଶ୍ବର,୨୧।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର ବେକରେ ଫାଶ ଲଗାଇ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ହତ୍ୟା ବୋଲି ଅଭିଯୋଗ ଉଠିବା…
ଅନ୍ଧାରରେ ବାଡ଼ି ବୁଲାଉଛି ବିଏମ୍ସି
ଭୁବନେଶ୍ୱର, ୨୧।୧୨ (ବ୍ୟୁରୋ): ମଶା ପାଇଁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ତରବରିଆ ଭାବେ ପଦକ୍ଷେପ ନେଇଛି ବିଏମ୍ସି। ଲୋକଦେଖାଣିଆ ଭାବେ ଡ୍ରୋନ୍ ଉଡ଼ାଉଥିବାବେଳେ ସହରବାସୀ ଏବେ ବି ମଶା ଦାଉରେ କଲବଲ ହେଉଛନ୍ତି। ଶନିବାରଠାରୁ ଡ୍ରୋନ୍ ଯୋଗେ…
Archives


