ବଢ଼ିଲା ଶ୍ରମିକଙ୍କ ପାରିଶ୍ରମିକ, ଅକ୍ଟୋବର ପହିଲାରୁ ହେବ ଲାଗୁ
ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ହୋଇଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୭ ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ପହିଲାରୁ ଏହା ଲାଗୁ ହେବା ନେଇ ଘୋଷଣା କରାଯାଇଛି। ଏନେଇ ଶ୍ରମ...
ରାୟପୁର-କୋଲକାତାରେ ହେବ ପରବର୍ତ୍ତୀ ଇନ୍ଭେଷ୍ଟର୍ସ ମିଟ୍
ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଦୁବାଇରୁ ଆରମ୍ଭ ହୋଇଥିବା ଇନଭେଷ୍ଟର୍ସ ମିଟ୍ ଏବେ ହାଇଦ୍ରାବାଦରେ ସରିଛି। ଆଗକୁ ରାୟପୁର ଓ କଲିକତାରେ ଇନଭେଷ୍ଟର୍ସ ମିଟ୍ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କଲିକତାରେ ନିବେଶକ ସମ୍ମିଳନୀ ହେବ।...
ବାତ୍ୟା ‘ସିତ୍ରାଙ୍ଗ’ ଆଲର୍ଟ: ୧୦୦ରୁ ୧୩୦ ବେଗରେ ବହିପାରେ ପବନ, ୭ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେଲେ ନାଁ ରହିବ ‘ସିତ୍ରାଙ୍ଗ’ । ଥାଇଲାଣ୍ଡ କରିଥିବା ନାମକରଣ ଅନୁସାରେ ଏହା ରଖାଯାଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ସିତ୍ରାଙ୍ଗ କେଉଁ ଦିଗ ଦେଇ...
କେନ୍ଦ୍ରକୁ ଯିବେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଏଣିକି ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ...
ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୫,୯୫୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
‘ପିସିସି ସଭାପତିଙ୍କ ଦମ ଥିବା ଦରକାର’
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ମହମ୍ମଦ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ସଭାପତିଙ୍କ ଦମ ଥିବା ଦରକାର। କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଏମିତି କହିଛନ୍ତିି । ସେ କହିଛନ୍ତି, ବିଧାୟକ ମହମ୍ମଦ ମୋକି ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ଭୋଟ...
ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ ମୋକିମ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଓଆରଏଚ୍ଡିସି ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ କୃତଜ୍ଞ, ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନମଣ୍ଡଳୀର ଭୋଟରଙ୍କ ପାଖରେ...
ଦଳର ନିଷ୍ପତ୍ତିକୁ ସ୍ବାଗତ କରୁଛି: ରାଜେନ୍ଦ୍ର
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି। ଲୋକଙ୍କ ସହ ଅଛୁ, କାର୍ଯ୍ୟାନୁଷ୍ଠାନ ବଡ କଥା ନୁହଁ। ଲୋକଙ୍କ ସେବା କରିବାକୁ ରାଜନୀତି...
ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର
ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜେନ୍ଦ୍ରଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସୂଚନାନୁସାରେ, ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ଭାବେନିର୍ବାଚନ ଲଢୁଛନ୍ତି...
ଆଜି ରାଜ୍ୟରେ ୭୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୮ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୦ ଲୋକାଲ କେସ୍ ଥିବା ରାଜ୍ୟ...
ଏମ୍ସ ଡାକ୍ତର ଗିରଫ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଭୁବନେଶ୍ୱର ଏମ୍ସ ହୃଦ୍ରୋଗ ବିଭାଗ (କାର୍ଡିଓଲୋଜି)ର ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ମଙ୍ଗଳବାର ମହିଳା ଥାନା ପୋଲିସ ଗିରଫ କରିଛି। ଜୟଦୀପଙ୍କ ଘର ପଶ୍ଚିମବଙ୍ଗ ସାଉଥଚବିଶ ପ୍ରଗଣା ଜିଲା...
ସକାଳଠୁ ରାତି ପର୍ଯ୍ୟନ୍ତ ପୋଲିସ ନାକେଦମ୍
ଭୁବନେଶ୍ୱର/ବାଲିଅନ୍ତା,(ଡି.ଏନ୍.ଏ.),୧୯ା୧୦: ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ସକାଳଠାରୁ ରାତି ପର୍ଯ୍ୟନ୍ତ ନାକେଦମ୍ ହୋଇଛି। ନବନିର୍ମାଣ କୃଷକ ସଙ୍ଗଠନର ହଜାର ହଜାର କର୍ମକର୍ତ୍ତାଙ୍କୁ ରାଜଧାନୀ ଭିତରକୁ...
Archives


