ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପୁଣି ବନ୍ଦ
ପୁରୁଣା ଭୁବନେଶ୍ୱର,୨୬।୨(ଡି.ଏନ୍.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଶନିବାର ଥିବାବେଳେ ପୂର୍ବ ବର୍ଷ ଭଳି ବନ୍ଦ ହୋଇଛି। ମଲ୍ଲିଆ ସେବାୟତ ପାଳି କରିବାକୁ ନ ଆସିବାରୁ ଅସ୍ବାଭାବିକ ପରିସ୍ଥିତି ଉପୁଜିଛି। ପ୍ରାତଃରୁ କପିଳେଶ୍ୱର ମନ୍ଦିର...
ବଢ଼ୁଛି ନକଲି ହାତୀଦାନ୍ତ ବେପାର
ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛ। ହାତୀ ଯୋଗୁ ମଣିଷ ଜୀବନ ନଷ୍ଟ ହେଲେ କ୍ଷତିପୂରଣ ସରକାର ଦେଉଛନ୍ତି। ହେଲେ ମଣିଷ ଦ୍ବାରା ହାତୀର ମୃତ୍ୟୁ ହେଲେ କେହି ଉତ୍ତରଦାୟୀ ହେଉନାହାନ୍ତି। ହାତୀ ଶିକାର...
ପାଣିରେ ପଡ଼ିଛି ଅର୍ଥ ନିଗମର ୭୧୯୨ କୋଟି
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଅର୍ଥ ନିଗମର ୭୧୯୨ କୋଟି ଟଙ୍କା ପାଣିରେ ପଡ଼ିଛି। ଋଣ ନେଇଥିବା ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ସେହି ଟଙ୍କା ଦୀର୍ଘବର୍ଷ ହେବ ଆଦାୟ ହୋଇପାରୁ ନାହିଁ। ନିଗମ ପକ୍ଷରୁ ବାରମ୍ବାର ନୋଟିସ ପଠାଗଲେ ମଧ୍ୟ ତାହାର...
୬ ହଜାର କୋଟିର ୮ ବୃହତ୍ ଶିଳ୍ପ ଅଚଳ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ୨୦୦୪ରୁ ୨୦୦୯ ମଧ୍ୟରେ ଅନୁମୋଦନ ପାଇଥିବା ୮ଟି ବୃହତ୍ ଥର୍ମାଲ ଓ ଇସ୍ପାତ୍ ଶିଳ୍ପ ସଂସ୍ଥା ଅଚଳ ହୋଇଯାଇଛି। ସେଥିରୁ ୭ଟି ଇସ୍ପାତ୍ ଶିଳ୍ପ ହୋଇଥିବା ବେଳେ ଗୋଟିଏ ଥର୍ମାଲ ପାଓ୍ବାର ବନ୍ଦ ହୋଇଯାଇଛି। ସେହି ଶିଳ୍ପସଂସ୍ଥାଗୁଡ଼ିକ...
‘ଦେଶର ଗର୍ବ ମ୍ୟୁଜିୟମ ଅଫ୍ ଜଷ୍ଟିସ’
କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍ ଜଷ୍ଟିସ ଶନିବାର ଉଦ୍ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍ଘାଟନ କରି କହିଥିଲେ, ମ୍ୟୁଜିୟମ ଅଫ୍ ଜଷ୍ଟିସ୍ ଦେଶର ଗର୍ବ। ଏଥିସହ ସେ ନାଗରିକର ଅଧିକାର...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିକି କେଜ୍
ଭୁବନେଶ୍ୱର,୨୬।୨(ବ୍ୟୁରୋ): ତିନି ଥର ଗ୍ରାମୀ ପୁରସ୍କାର ବିଜେତା ତଥା ଭାରତୀୟ ସଙ୍ଗୀତକାର ଏବଂ ପ୍ରଯୋଜକ ରିକି କେଜ୍ ଶନିବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନିକଟରେ ତୃତୀୟଥର ପାଇଁ ଗ୍ରାମୀ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ରିକି...
ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ ନନ୍ଦ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଲାଗି ଡୋନର ନ ମିଳିବାରୁ ଶନିବାର ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଆଇଏଲ୍ବିଏସ୍ ହସ୍ପିଟାଲରେ...
ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ଶନିବାର ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ୱର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ।...
ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ। ଏନେଇ ଶନିବାର...
ଗୋରୁ ମାଫିଅଙ୍କ ମାଡ଼ରେ ଆଇଆଇସି,ଏସ୍ଆଇ ଗୁରୁତର
ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୋରୁ ମାଫିଆଙ୍କ ମାଡ଼ରେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ଛକରେ । ଶୁକ୍ରବାର ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପୋଟ୍ରୋଲିଂ କରୁଥିବା ବେଳେ ଏକ ଗୋରୁ...
ସ୍ବଚ୍ଛତା କ୍ଷେତ୍ରରେ ବିଏମ୍ସିକୁ ପୁଣି ପ୍ରଶଂସା
ଭୁବନେଶ୍ୱର,୨୫।୨(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଭୁବନେଶ୍ବର ଏକ ଉଦାହରଣ ପାଲଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଦ୍ବାରା ସହରରେ ନିୟମିତ ସଫେଇ ହେଉଥିବାବେଳେ ଏହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ନିଜର ଶୀର୍ଷ ପ୍ରଦର୍ଶନ ଦର୍ଶାଉଛି। ବିଏମ୍ସି ଦ୍ବାରା ରାସ୍ତାରେ...
ବଳାତ୍କାର, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ
ଭୁବନେଶ୍ୱର,୨୫।୨(ବ୍ୟୁରୋ): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ନିକଟ ପ଼ଡ଼ିଆରୁ ଜଣେ ମହିଳାଙ୍କ ମୃତଦେହ ଜବତ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ମହିଳାଙ୍କୁ ବଳାତ୍କାର ପରେ ଓଢ଼ଣିରେ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ...
Archives


