ମେଟ୍ରୋ

ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ ପୁରସ୍କାର

ଭୁବନେଶ୍ୱର,୧୫।୩(ଶର୍ମିଷ୍ଠା ପାଣିଗ୍ରାହୀ):ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏମ୍ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ୍‌ କ୍ୟୁଆଇପି ପୁରସ୍କାର ୨୦୨୩ ମିଳିଛି। ହସ୍ପିଟାଲରେ ବ୍ୟବହୃତ…

2 years ago

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର,୧୫ା୩: ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି। ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି।…

2 years ago

ଇ-ଗଭର୍ନାନ୍ସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ: ଏଣିକି ପାଇବେ ଏମିତି ସୁବିଧା

ଭୁବନେଶ୍ୱର,୧୫ା୩(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍‌) ଦ୍ବାରା ବିକଶିତ ଅନ୍‌ଲାଇନ ଇନ୍‌ସେଣ୍ଟିଭ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ଜରିଆରେ…

2 years ago

ମେଣ୍ଟ: ତଥାପି ଚିତ୍ର ଅସ୍ପଷ୍ଟ

ଭୁବନେଶ୍ୱର,୧୫ା୩(ସୁନିତ୍‌ ମିଶ୍ର):ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଏନେଇ ଅଦ୍ୟାବଧି କିଛି ଚୂଡ଼ାନ୍ତ ହୋଇପାରି ନାହିଁ। ୪ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା…

2 years ago

ନବୀନ ନିବାସରେ ସରିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ମେଣ୍ଟକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ବର,୧୪।୩: ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ…

2 years ago

ବିଜେଡି-ଭାଜପା ମଧ୍ୟରେ କେବେଠୁ ମେଣ୍ଟ ହୋଇସାରିଛି: କଂଗ୍ରେସ

ଭୁବନେଶ୍ବର,୧୪।୩: ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଭାଜପା-ବିଜେଡି କେବେଠାରୁ ମେଣ୍ଟ କରିସାରିଛନ୍ତି। ଯଦି ମେଣ୍ଟକୁ ନେଇ…

2 years ago

ନିର୍ବାଚନ କମିଟି ବୈଠକ ଡାକିଲେ ମନମୋହନ, ଆସନ ଉପରେ କରିବେ ଚର୍ଚ୍ଚା

ଭୁବନେଶ୍ୱର,୧୪।୩: ଶୁକ୍ରବାର ରାଜ୍ୟ ଭାଜପାର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଭାଜପା ସଭାପତି ମନମୋହନ ସାମଲ ଏହି ବୈଠକ ଡାକିଥିବା ଜଣାପଡିଛି। ମନମୋହନ କହିଛନ୍ତି, ନିର୍ବାଚନ…

2 years ago

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୧୪ା୩: ନବୀନ ନିବାସରେ ଗୁରୁବାର ଆରମ୍ଭ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମେଣ୍ଟ ଚର୍ଚ୍ଚା ସମୟରେ ନବୀନ ନିବାସରେ ଏହା ୨ୟ ପର୍ଯ୍ୟାୟ ଦଳୀୟ ବୈଠକ ବସିଛି।…

2 years ago

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ମୃତ ଦେହ ସହିତ ତିନି ଦିନ ବିତାଇଲେ ସ୍ୱାମୀ

ଭୁବନେଶ୍ୱର,୧୪।୩: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଘରୋଇ କଳହରୁ ଜଣେ ବ୍ୟକ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସାଲିଆ ସାହି ଅଂଚଳରେ…

2 years ago

ମେଣ୍ଟ ଉପରେ ମନମୋହନ ସାମଲଙ୍କ ଏପଟସେପଟ କଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୪।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଗୋଟିଏ ପଟେ ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ନିବାସରେ…

2 years ago