ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି…
ବ୍ରହ୍ମଗିରି,୧୮।୬(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ମଙ୍ଗଳବାରଠାରୁ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ୧୦୮ କଳସରେ ମହାସ୍ନାନ କରିବାପରେ ଅଣସର ପିଣ୍ଡିରେ ଗୁପ୍ତସେବା…
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା…
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି ପୃଥର…
ଭୁବନେଶ୍ୱର, ୧୬(ବ୍ୟୁରୋ) ଚନ୍ଦକାସ୍ଥିତ ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଉଥିବା ପୋଲିସ ଅଫିସରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏ ସଂକ୍ରାନ୍ତରେ କମାଣ୍ଡାଣ୍ଟ୍ଙ୍କ ବିରୋଧରେ ଚନ୍ଦକା ଥାନାରେ ଦୁଇଟି…
ପୁରୀ ଅଫିସ,୧୮।୬: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନମଣ୍ଡପରେ କରିଛନ୍ତି ସ୍ନାନ। ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ଘରେ।…
ପୁରୀ ଅଫିସ, ୧୮।୬: ମହାପ୍ରଭୁଙ୍କୁ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ…
ଓଡ଼ିଆଙ୍କ ଖାଦ୍ୟ ଐତିହ୍ୟର ଅନ୍ୟତମ ବିଭବ ହେଉଛି ପଖାଳ। ଏହି ପରମ୍ପରା ଯଥା ଦେହେ ତଥା ଦେବେରେ ପରିଣତ ହୋଇଥିବାର ଦେଖାଯାଏ। ଏହି ପରମ୍ପରା ଓଡ଼ିଶାର ଆପଣା…
ପୁରୀ ଅଫିସ,୧୮।୬: ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ବ୍ୟବସ୍ଥାବଳୀ ଊର୍ଦ୍ଧ୍ୱକୁ ଯାଇ କେହି କିଛି କରିବେ ନାହିଁ। ଦେଶ ବିଦେଶର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନଙ୍କର ଦର୍ଶନରେ…
ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି ବନ୍ଧାଇଥିଲି।…