ମେଟ୍ରୋ

ଡାକ୍ତରାଣୀଙ୍କୁ ବିବାହ କରି ୨୩ ଲକ୍ଷ ଲୁଟିଥିଲେ ନକଲି ଡାକ୍ତର

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ…

4 years ago

ପଞ୍ଚାୟତ ନିର୍ବାଚନ ହିଂସାରେ ଶେଷ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ହିଂସାରୁ ଆରମ୍ଭ ହେଲା। ହିଂସାରେ ସରିଲା। ପ୍ରଥମରୁ ଶେଷ ପର୍ଯ୍ୟାୟ ଯାଏ ବୁଥ୍‌ ଜବରଦଖଲ, ଗୋଷ୍ଠୀ ସଂଘର୍ଷ, ବୋମାମାଡ଼, ହତ୍ୟାକାଣ୍ଡ, ଖବରଦାତା, ପୋଲିସ, ବିଡିଓଙ୍କୁ ମାଡ଼,…

4 years ago

ଆଜିଠୁ ଖଣିମନ୍ତ୍ରୀମାନଙ୍କୁ ନେଇ ୨ଦିନିଆ ସମ୍ମିଳନୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କୁ ନେଇ ଏକ ୨ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ସରକାରଙ୍କ ଇସ୍ପାତ…

4 years ago

ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି। ଏହି…

4 years ago

ପୌର ନିର୍ବାଚନ: ଅଡୁଆରେ ସରକାର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗୁରୁବାର ସରିଯାଇଛି। ତେବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏବେ ଅଡୁଆ ବଢିଛି।…

4 years ago

ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ…

4 years ago

ପ୍ରକାଶ ପାଇଲା ଭୋଟର ତାଲିକା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ମହାନଗର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ବିଏମ୍‌ସି। ଗୁରୁବାର ବିଏମ୍‌ସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ୭୦୫ ବୁଥ୍‌ର…

4 years ago

ସାଢ଼େ ୧୨ଟା ସୁଦ୍ଧା ୫୫ % ମତଦାନ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଆଜି ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ସାଢ଼େ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ…

4 years ago

ରାଜ୍ୟରେ ଆଉ ୩୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୯ଜଣ ଥିବା ବେଳେ ୧୪୦ ଲୋକାଲ କେସ୍‌ ରହିଛି।…

4 years ago

ଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗୁରୁବାର ସକାଳ ୭ଟାରୁ ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ…

4 years ago