ଆଞ୍ଚଳିକ ଖବର

ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ

୧୫।୨ (ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ଦେଖିବାକୁ…

5 years ago

ନିଶ୍ଚିନ୍ତକୋଇଲି ବ୍ଲକରେ ବନ୍ଦର ପ୍ରଭାବ କମ୍‌

ନିଶ୍ଚିନ୍ତକୋଇଲି,୧୫।୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କଂଗ୍ରେସର ବନ୍ଦ ପାଳନ ସେତେଟା ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ସପ୍ତାହିକ ହାଟ ଓ ବଜାର ସ୍ବଭାବିକ…

5 years ago

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଖୋର୍ଦ୍ଧା ଅଫିସ,୨୬।୧: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ପଡ଼ିିଆରେପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ…

5 years ago

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ…

5 years ago

ଖୋଲିଲା ଜି. ଉଦୟଗିରି ମହିଳା ମହାବିଦ୍ୟାଳୟ: ଆରମ୍ଭ ହେଲା ପାଠପଢ଼ା

ଜି. ଉଦୟଗିରି,୮।୧(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଶୁକ୍ରବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ…

5 years ago

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା ସହ…

5 years ago

ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି ଯନ୍ତ୍ର…

5 years ago

ବାର୍‌ହା ପାଇଁ ବିଛା ଯାଇଥିଲା ଜାଲ: ଶିକାର ହେଲା ହାତୀ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କଡ଼ାଲ ଗ୍ରାମ ନିକଟରୁ ଏକ ମୃତ ଦନ୍ତାହାତୀ ପଡ଼ିଥିବା ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଛି। ହାତୀ ପାଖରେ ଏକ…

5 years ago

ପୁରୁଷୋତ୍ତମପୁରରେ ତହସିଲଦାର ଭାବେ ଯୋଗ ଦଲେ ନିତିଶ କୁମାର ତ୍ରିପାଠୀ

ପୁରୁଷୋତ୍ତମପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲରେ ନୂତନ ତହସିଲଦାର ଭାବେ ନିତିଶ କୁମାର ତ୍ରିପାଠୀ ଶନିବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର…

5 years ago

୭ କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କଲେ ସତ୍ୟ

ବ୍ରହ୍ମପୁର ଅଫିସ,୧୪ ।୧୧: ଗଞ୍ଜାମ ଜିଲାର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଆରା କଳାକୃତି କରି ବିଶ୍ୱସ୍ତରରେ ପରିଚିତ ହୋଇଛନ୍ତି। ୨୦୧୭ ମସିହାରେ ସେ ନିର୍ମାଣ କରିଥିବା…

5 years ago