ରୋଗ ପ୍ରତିରୋଧକ ଶକ୍ତି କମାଏ ଅତ୍ୟଧିକ ଥଣ୍ଡା ପାଣି
ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ୍ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏହା ଅଭ୍ୟାସରେ ପରିଣତ ହୋଇଗଲେ ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।…
ଭାଷା ବୁଝିବ ରୋବୋ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋକୁ ବ୍ୟବହାର କରାଯାଉଛି। ବିଶେଷଭାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ସାଧାରଣତଃ ଜଣେ ମଣିଷ ଭାଷାକୁ ମଣିଷ ହିଁ ବୁଝିଥାଏ। ହେଲେ ଏଣିକି ଏହାକୁ ରୋବୋ ବୁଝିପାରିବ। ନିକଟରେ କର୍ନେଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏପରି…
ଓଜନ କମାଇବାର ସହଜ ଉପାୟ
ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ ମୁତାବକ ବିଶ୍ରାମ ନେବାକୁ ପଡ଼ିଥାଏ। ତେଣୁ ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୁଅନ୍ତୁ। ଏହାଦ୍ୱାରା…
ଲିଭର : କିଛି କଥା
ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଲିଭର (ଯକୃତ)। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଲିଭର ସମ୍ପର୍କରେ ଜାଣନ୍ତୁ କିଛି କଥା… -ଲିଭରରୁ ନିର୍ଗତ ହେଉଥିବା ପିତ୍ତ ଶରୀରରେ ବୃଦ୍ଧିପାଉଥିବା ଫ୍ୟାଟ୍…
ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ
ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ ଅଧିକ ପସନ୍ଦ କରନ୍ତି। କେବଳ କେହି କେହି ଥାଆନ୍ତି ଏଥିରୁ ବ୍ୟତିକ୍ରମ। ସେମାନେ ଗବେଷଣା…
ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା
ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ ଦେଶ ଅପେକ୍ଷା ପ୍ରାୟ ବହୁ ଗୁଣରେ ଅଧିକ। ଆଣ୍ଠୁଗଣ୍ଠି ବାତରୋଗ ସାଧାରଣତଃ ଦୁଇଟି କାରଣରୁ…
ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍,କ୍ୟାଲସିୟମ୍, ଫସଫରସ୍, ଗ୍ଲୁକୋଜ୍ ଆଦି ପୋଷକତତ୍ତ୍ୱ ରହିଛି। ଖରାଦିନେ ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍…
ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଭଲଗୁଣ
ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି ରହିବାକୁ ପସନ୍ଦ ଥିବା ବେଳେ କାହାକୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ। ଏକୁଟିଆ…
ମିଶ୍ରି ଖାଇଲେ ମିଳିବ ଏସବୁ ଉପକାର
ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମିଶ୍ରି ଖାଇଲେ ଶାରୀରିକ ଦୁର୍ବଳତା ହ୍ରାସ ପାଇ ଯୌବନ ପ୍ରାପ୍ତ ହୋଇଥାଏ। ଏହା ମୁଖ ଦୁର୍ଗନ୍ଧ…
୩୫ ବର୍ଷ ପରେ ପୁରୁଷମାନେ କରାନ୍ତୁ ଏହି ୪ ଚେକ୍ଅପ୍
ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିଲେ ସେମାନଙ୍କୁ କିଛି ଚେକ୍ଅପ୍ କରାଇବା ନିହାତି ଜରୁରୀ। ତେବେ ଜାଣନ୍ତୁ ସେ…
କିଭଳି ସମ୍ପର୍କ ହେବ ସୁଦୃଢ…
କିଭଳି ଭାବେ ଆପଣ ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ ରଖିପାରିବେ ସେ ସମ୍ପର୍କରେ…. * ବନ୍ଧୁଙ୍କ ନିକଟରେ ସବୁବେଳେ ସଚ୍ଚୋଟ ରୁହନ୍ତୁ। କଦାପି ବିଶ୍ୱାସଘାତକତା କରନ୍ତୁ ନାହିଁ। * ଆପଣଙ୍କ ଚରିତ୍ର ଯେମିତି ବନ୍ଧୁଙ୍କ ସାମ୍ନାରେ ସେପରି ନିଜକୁ ପ୍ରେଜେଣ୍ଟ କରନ୍ତୁ। ନିଜ…
ନୂଆ ଟ୍ରେଣ୍ଡରେ ମାଇକ୍ରୋ ସନ୍ଗ୍ଲାସ୍: ଜାଣନ୍ତୁ ଲାଟେଷ୍ଟ ଡିଜାଇନ୍, କିଛି ଟିପ୍ସ
ଆଜିକାଲି ମାର୍କେଟ୍ରେ ଛୋଟ ସାଇଜ୍ ମାଇକ୍ରୋ ସନ୍ଗ୍ଲାସେସ୍ର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଯାହାକୁ ବଲିଉଡ୍ ଡିଭାଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କୁହାଯାଉଛି, ନବେ ଦଶକରେ କୁଆଡ଼େ ଏହି ସନ୍ଗ୍ଲାସେସ୍ର ହଟ୍…
Archives


