ପିଲା ଜିଦିଆ ହୋଇଥିଲେ ସମ୍ଭାଳନ୍ତୁ ଏପରି…
କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ।…
କିଡ୍ନୀ ସମସ୍ୟା ଦୂର କରେ ଏହି ଚା’…
ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ ହର୍ବାଲ ଟି’ ମହୌଷଧୀ ଭଳି କାମ କରେ। ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରି…
ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ
ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଦଣ୍ଡ ସଦୃଶ। କାରଣ ଏହି ରୋଗରେ ଆକ୍ରାନ୍ତ…
ଚାଲିଲେ ହେବେ ଦୀର୍ଘାୟୁ
ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ଯୋଗୁ ସୃଷ୍ଟି ହେଉଥିବା ମୃତ୍ୟୁ ଆଶଙ୍କା ହ୍ରାସପାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଧୀରେ…
ପିଲାଙ୍କୁ ଦିଅନ୍ତୁ ଉତ୍ତମ ଶିକ୍ଷା: ଧ୍ୟାନ ଦିଅନ୍ତୁ କେତୋଟି କଥାପ୍ରତି
ଛୋଟ ପିଲାମାନଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। କାରଣ ଏହା ପିଲାର ବର୍ତ୍ତମାନ ସହିତ ଭବିଷ୍ୟତକୁ ସୁନ୍ଦରକରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ମାତ୍ର ଅଜାଣତରେ ଅଭିଭାବକ ଏମିତି କିଛି ଭୁଲ କରିଥାନ୍ତି, ଯାହାର ପ୍ରଭାବ…
ଶାଢ଼ି ଫ୍ୟାଶନ୍
ଶାଢ଼ି ଗେଟ୍ଅପ୍ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ ଆସିଲାଣି। ପଲୁ, ବର୍ଡର ଏବଂ ପ୍ଲିଟ୍ସରେ ଏହା ଲାଗୁଛି ଆହୁରି ଆକର୍ଷକ। ତେବେ ପର୍ସନାଲିଟିକୁ…
ବ୍ଲସର ସିଲେକ୍ସନ
ମେକ୍ଅପ୍ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍ଅପ୍କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କୌଣସି ବ୍ଲସର୍ କିଣିବା ପୂର୍ବରୁ ତାହା ଆପଣଙ୍କ ତ୍ୱଚାକୁୁ ସୁଟ୍…
ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ
ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍ରେ ଭର୍ତ୍ତି କରିଦେବାଟା ଠିକ୍ ନୁହେଁ। ପ୍ରଥମେ ତା’ର ପସନ୍ଦ ନାପସନ୍ଦକୁ ବୁଝନ୍ତୁ ଓ ସେମାନଙ୍କ ବ୍ୟକ୍ତିତ୍ୱ…
ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ
ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି ା ଏହି ଦିନ ପ୍ରାୟ ୨୪ ଘଣ୍ଟା ପାଇଁ ତମାଖୁ ସେବନ ଓ ଧୂମପାନ…
ହାର୍ଟ ଆଟାକ୍ ଓ ଡାଇବେଟିସ୍ରୁ ଦୂରେଇ ରଖେ ଏହି ପାଣି…
ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍ ଓ ଡାଇବେଟିସ୍ ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣାଇଲେ ଏଥିରୁ ସହଜରେ ମୁକ୍ତି ମିଳିଥାଏ। ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ…
ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ
ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ଯଦି ଏଭଳି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରେ, ତେବେ…
ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ
ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ…
Archives


