ଏକାଗ୍ରତା ବଢ଼ାଏ ସଙ୍ଗୀତ
ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍କା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନ ପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ ବ୍ୟକ୍ତିର ଏକାଗ୍ରତା ଉପରେ ସୁପ୍ରଭାବ ପକାଇଥାଏ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯଦି…
ବହୁ ରୋଗରୁ ଦୂରେଇ ରଖେ ଏହି ରସ…
ବ୍ରାହ୍ମୀ ଏକ ପ୍ରକାର ଔଷଧୀୟ ଗୁଳ୍ମ। ଏହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ସକାଳେ ଅଭ୍ୟାସ କରି ଚାମଚେ ବ୍ରାହ୍ମୀ ରସ ପିଇଲେ ଅନେକ ଫାଇଦା ମିଳିଥାଏ । ଏପରି କଲେ ଶରୀର ସୁସ୍ଥ ରହିବା…
ହୃଦ୍ରୋଗ ଓ କ୍ୟାନସର ଦୂର କରେ ଅଶ୍ୱଗନ୍ଧା
ଅଶ୍ୱଗନ୍ଧାରେ ନାନା ଔଷଧୀୟ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜଭୁତ କରିବାକୁ ଚାହୁଁଥିଲେ ଅଶ୍ବଗନ୍ଧା ବ୍ୟବହାର କରନ୍ତୁ। ଅଶ୍ୱଗନ୍ଧାର ଫଳ, ଫୁଲ ଏବଂ ଛେଲି ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ବିଶେଷକରି ଏହାର ଚୂର୍ଣ୍ଣକୁ ସେବନ…
ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ
ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ ପିଲାଙ୍କ ଏକ ସୁନ୍ଦର ଭବିଷ୍ୟତ ଯଥା ସେମାନଙ୍କୁ ସାରା ଜୀବନ ଖୁସିରେ ରଖିବା ପାଇଁ…
ସର୍ବଦା ଖୁସି ରହିବାର ଉପାୟ
ଆଜିକାଲି କାମର ଚାପ ଯୋଗୁ ହେଉ ବା ପାରିବାରିକ ଦାୟିତ୍ୱ ଭାର ହେତୁ ଅନେକେ ବିଷାଦଗ୍ରସ୍ତ ରହୁଥିବାର ଦେଖାଯାଉଛି। ତେଣୁ ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖୁସି ରହିବା ପାଇଁ ପ୍ରତ୍ୟେକେ ଚେଷ୍ଟା କରିବା ଉଚିତ। * ଆପଣଙ୍କୁ ଖୁସି ଦେଉଥିବା ଯେକୌଣସି…
ନୂଆ ଟ୍ରେଣ୍ଡ୍ରେ ଟେରାକୋଟା ଜୁଏଲେରି
ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ ଅବା କୌଣସି ଆର୍ଟିଫିସିଆଲ୍ ଜୁଏଲେରି। ତେବେ ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲେରି ଏକ ନୂଆ…
ଶୁଙ୍ଘିବା ପାଇଁ କେବଳ ନାକ ନୁହେଁ, ଜିଭ କରିଥାଏ ସାହାଯ୍ୟ
ଯେକୌଣସି ବ୍ୟକ୍ତି କୌଣସି ବାସ୍ନା କିମ୍ବା ଗନ୍ଧକୁ କେବଳ ନାକରେ ଶୁଙ୍ଘି ନ ଥାଆନ୍ତି, ବରଂ ଏ ନେଇ ଜିଭର ମଧ୍ୟ ସାହାଯ୍ୟ ନେଇଥାଆନ୍ତି। ଏହାକୁ ନେଇ ବୈଜ୍ଞାନିକମାନେ ଏକ ନୂତନ ଗବେଷଣାରେ ଦାବି କରିଛନ୍ତି। ଫିଲାଡେଲ୍ଫିଆ ମେନ୍ ମୋନେଲ କେମିକାଲ…
କର୍କଟରୁ ଦୂରେଇ ରଖେ ଏହି ଚଟଣି…
ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଯାହା ଖାଦ୍ୟର ସ୍ବାଦ ବଦଳାଇ ଦେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ। ପ୍ରତିଦିନ ପୁଦିନା ଚଟଣି ଖାଇଲେ କର୍କଟରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ…
ପିଲାଙ୍କୁ ପ୍ଲେ ସ୍କୁଲରେ ଛାଡ଼ିବା ପୂର୍ବରୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବର୍ତ୍ତମାନ ସମୟରେ ଅଭିଭାବକମାନେ ପିଲାଙ୍କ ପାଠପଢ଼ାକୁ ନେଇ ବେଶି ଚିନ୍ତିତ। ଅପରପକ୍ଷେ କର୍ମବ୍ୟସ୍ତତା କାରଣରୁ ଅନେକେ ସେମାନଙ୍କର ପିଲାଙ୍କୁ ଶୀଘ୍ର ପ୍ଲେ ସ୍କୁଲରେ ଛାଡିଥାନ୍ତି। କାରଣ କମ୍ ବୟସରୁ ସେମାନଙ୍କ ପିଲା ପାଠ ଶିଖିଯାଆନ୍ତୁ ବୋଲି ସେମାନେ ଚାହାନ୍ତି। ମାତ୍ର ସେମାନଙ୍କୁ…
ଅତ୍ୟଧିକ ପାଣି ପିଇବା କ୍ଷତିକାରକ
ଦୈନିକ ଠିକ୍ ଅନୁପାତରେ ପାଣି ପିଇବା ଜରୁରୀ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଫଳରେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଦିନକୁ ୯ରୁ ୧୩ ଗ୍ଲାସ୍ ପାଣି ପିଇବା ଉଚିତ।…
ବର୍ଷା ଦିନେ ଘରେ ବନାନ୍ତୁ ଚଟ୍ପଟା ମକା ଚାଟ୍
ବର୍ଷା ଦିନ ଆସିଲାଣି, ଘରେ ଛୁଆ ହୁଅନ୍ତୁ କି ବୟସ୍କ ସମସ୍ତେ ଗରମ ଗରମ ଓ ଚଟପଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ପକୋଡି ସବୁବେଳେ ଖାଉଛେ ହେଲେ ଆଜି ଆମେ ଆପଣଙ୍କୁ ଏକ ନୂଆ ଡିସ୍ ବିଷୟରେ କହିବାକୁ ଯାଉଛୁ।…
ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ସହଜରେ ବାହାରିବାର ଉପାୟ ଜାଣନ୍ତୁ
ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କଲେ…
Archives


