ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା
କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍ରେ ଭରପୂର କଞ୍ଚାଲଙ୍କା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନ ‘ଏ’, ଭିଟାମିନ ବି-୬ ଏବଂ…
ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ
ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ…
ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ
ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି,…
ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା
ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍, ମିନେରାଲ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।…
ଏହି ସମସ୍ୟା ଥିଲେ କାଜୁଠାରୁ ଦୂରେଇ ରୁହନ୍ତୁ
ନଟ୍ସ ବା ଡ୍ରାଏ ଫ୍ରୁଟ୍ସ ଆମ ଶରୀର ପାଇଁ ଲାଭଦାୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ ବାଦାମ, ଅଖରୋଟ ଆମେ ଖାଇଥାଉ। କାଜୁର ବ୍ୟବହାର ମିଠା ଓ ତରକାରିରେ ହୋଇଥାଏ। ସ୍ବାଦ ସହ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହାକୁ ବରଦାନ ସଦୃଶ…
ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ
ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଲେ ମଧ୍ୟ ଆମକୁ ବୋଝ ପରି ମନେ ହୋଇ ନ…
ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’
ଫିଟ୍ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ? ଏହା କେବଳ ଓଜନ ନିୟନ୍ତ୍ରଣ କରେ ନାହିଁ ବରଂ ଶରୀରରେ ଥିବା…
ହାର୍ଟ ଆଟାକ୍ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ କପେ…
ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ରସୁଣରେ ଭିଟାମିନ୍-‘ଏ’, ‘ବି’,…
ବନ୍ଧ୍ୟାଦୋଷ, ମେଦବହୁଳତା ଦୂର କରେ ସଜନାଛୁଇଁ
ସଜନାଛୁଇଁ ଭଜା ହେଉ କି ତରକାରୀ ଯେଉଁଥିରେ ପଡ଼ିଲେ ତା’ର ସ୍ବାଦ ବଢ଼ି ଯାଇଥାଏ। ଏହା ପାଟିକୁ ଯେତିକି ସୁଆଦିଆ ଦେହକୁ ସେତିକି ହିତ ମଧ୍ୟ। ଏହାର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରୋଟିନ୍, ଏମିନୋ ଏସିଡ୍, ଭିଟା କ୍ୟାରୋଟିନ୍…
ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୩ ଥର…
ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨-୩ଥର କଲରା ଖାଇଲେ ସୁଫଳ ମିଳିଥାଏ। କଲରାରେ ଲୌହ, ପୋଟାସିୟମ୍, ଫୋଲେଟ୍, ଜିଙ୍କ୍, ମାଙ୍ଗାନିଜ୍, କପର, କ୍ୟାଲସିୟମ୍, ସୋଡ଼ିୟମ୍,…
ସ୍ମରଣ ଶକ୍ତି ବୃଦ୍ଧି ପାଇଁ କମଳା ଜୁସ୍
ବୟସ ବଢ଼ିବା ସହ ସ୍ମରଣଶକ୍ତି ଦୁର୍ବଳ ହେବା ସାଧାରଣ କଥା। ଏ ସମୟରେ ଛୋଟ ଛୋଟ କଥା ଭୁଲିବା ସମସ୍ୟା ଦେଖାଦେଇଥାଏ, ଯାହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ହେବାକୁ ଚାହଁୁ ନ ଥିଲେ ଯୁବାବସ୍ଥାରୁ ସୁରକ୍ଷିତ…
ବ୍ୟସ୍ତ ବହୁଳ ଜୀବନରେ ମନ ଖୋଲା ହସ…
ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା। ଏହା…
Archives


