ଜୀବନଚର୍ଯ୍ୟା

ଦାନ୍ତରୋଗ ଦୂରକରେ ପିଜୁଳି ପତ୍ର

ବେଳେ ବେଳେ ମିଠା ଖାଇଲେ ଅବା କୌଣସି ଖାଦ୍ୟ ପଦାର୍ଥ ଦାନ୍ତ ସନ୍ଧିରେ ରହିଗଲେ ଦରଜ ହୋଇଥାଏ। ଅନେକ ସମୟରେ ଏହାର ଯନ୍ତ୍ରଣା ସହି ନ ପାରି କେହି କେହି ପେନ୍‌କିଲର୍‌ ମଧ୍ୟ ଖାଇଥାଆନ୍ତି। ହେଲେ କିଛି ଘରୋଇ ଉପଚାର ମାଧ୍ୟମରେ…

ପଇଡ଼ ପାଣିର ଔଷଧୀୟ ଗୁଣ

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ ଗୁଣ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ ପୁରୁଣା ଗୁଡ଼, ପିପ୍ପଳି,ସୁଣ୍ଠି ପ୍ରଭୃତିକୁ ଚୂର୍ଣ୍ଣ କରି ସୋରିଷ ତେଲ ସହିତ ମିଶାଇ ଦିନକୁ…

କ୍ଷୀର ଉତୁରିଲେ ଦେଇଥାଏ ଏସବୁ ଅଶୁଭ ସଙ୍କେତ

ହିନ୍ଦୁଧର୍ମରେ କ୍ଷୀରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ସହିତ କ୍ଷୀର ଉତୁରିପଡ଼ିଲେ ଘରକୁ କେହି ବନ୍ଧୁ ଆସିବାର ସଙ୍କେତ ଦେଇଥାଏ। କିନ୍ତୁ କ୍ଷୀର ଉତୁରିବା ମଧ୍ୟ କିଛି ଅଶୁଭ ସଙ୍କେତ ଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ… ବାସ୍ତୁଶାସ୍ତ୍ର ଅନୁସାରେ, କ୍ଷୀରକୁ…

ସକାଳେ ୭ଟି ଏହି ପତ୍ର ରଖେ ମ୍ୟାଲେରିଆରୁ ଦୂରେଇ…

ମ୍ୟାଲେରିଆ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ସହଜ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମ୍ୟାଲେରିଆ ଜ୍ୱର ହେଲେ ୭ଟି ଗଙ୍ଗ ଶିଉଳି ପତ୍ର, ୭ଟି ଗୋଲ ମରିଚ ସହ ବାଟି ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ…

ଆଖିରେ ଆଲୁଅ ହୋଇଥିଲେ…

ଅତ୍ୟଧିକ ଗରମ ବା ପେଟ ଗରମ ହେଲେ ଆଖିପତାରେ ଆଲୁଅ ଉଠିଥାଏ। ଏହା ଖୁବ୍‌ ଯନ୍ତ୍ରଣାଦାୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାକୁ ଠିକ୍‌ କରାଯାଇ ପାରିବ, ଜାଣନ୍ତୁ… -ଗ୍ରୀନ୍‌ ଟି ବ୍ୟାଗକୁ ଏକ କପ୍‌ ଗରମ ପାଣିରେ ବୁଡାଇ ରଖନ୍ତୁ।…

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏହି ଗବେଷଣାର ତଥ୍ୟ ଅନୁଯାୟୀ, ଅଧିକ ଆଞ୍ଚରେ ଖାଦ୍ୟ ରାନ୍ଧିବା ଦ୍ୱାରା…

ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ… ପିଲାକୁ ଡାଇପର ପିନ୍ଧାଉଥିଲେ…

ଗ୍ରୀନ୍‌ ଟି ଫେସ୍‌ ପ୍ୟାକ୍‌

ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ଟି’ର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। କେବଳ ଏତିକି ନୁହେଁ,ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ। ଏହାକୁ ପିଇବା ଦ୍ୱାରା ତ୍ୱଚାର କୁଞ୍ଚନ, ଦାଗ, ବ୍ରଣ, ସନ୍‌ଟ୍ୟାନ୍‌ ଭଳି ବିଭିନ୍ନ ସମସ୍ୟା ଦୂର ହୋଇଥାଏ।…

ଗର୍ଭବତୀ ନାରୀର ଯତ୍ନ

କିଛିଦିନ ହେବ କେବେ ଅଧିକ ଖରା ତ କେବେ ଦିନ ଦିନ ଲାଗି ରହୁଛି ପ୍ରବଳ ବର୍ଷା। ତେବେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବିଶେଷ କରି ଏଭଳି ବର୍ଷା ଅଧିକ ପ୍ରଭାବିତ କରୁଛି ଭାବୀ ମା’…

ଶିଶୁଙ୍କୁ ବାହାରେ ଖେଳିବାକୁ ଛାଡନ୍ତୁ

ବର୍ତ୍ତମାନର କମ୍ପ୍ୟୁଟର ଯୁଗରେ ପିଲାଙ୍କ ପାଇଁ ଘରୁ ବାହାରି ପଡୋଶୀ ଶିଶୁଙ୍କ ସହ ଖେଳିବା ବହୁତ ଜରୁରୀ ହୋଇପଡ଼ିଛି। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ଏବଂ ସ୍କୁଲ୍‌ ପରେ କେବଳ ଘର ଭିତରେ ଭିଡିଓ ଗେମ୍‌,…

କଫି ଦୂରକରେ ଷ୍ଟ୍ରେଚ୍‌ମାର୍କ

ଗର୍ଭଧାରଣ ପରେ ଓ ମେଦବହୁଳତା ଦେଖାଯାଉଥିବା ବ୍ୟକ୍ତିଙ୍କ ପାଖରେ ଷ୍ଟ୍ରେଚ୍‌ମାର୍କ ଦେଖା ଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର ପରେ ମଧ୍ୟ ଏହାର କିଛି ସୁଫଳ ମିଳି ନ ଥାଏ। ସଂକ୍ରାମକ ରୋଗର ବିଶେଷଜ୍ଞମାନେ ନିକଟରେ କରିଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri