ବହୁରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା।...
ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ
ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍ କମ୍ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ ମାଧ୍ୟମରେ ଡେଲିଭରି କରାଉଛନ୍ତି। ଫଳରେ ମହିଳାମାନେ ପରବର୍ତ୍ତୀ ସମୟରେ ନାନା ସମସ୍ୟାରେ ପଡୁଛନ୍ତି।...
ଶରୀରର କୌଣସି ଅଂଶ ପୋଡିଗଲେ….
ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ତା’ର ଜ୍ୱଳନ ଯନ୍ତ୍ରଣା ବରଦାସ୍ତ କରିବା ବହୁତ ମୁସ୍କିଲ୍। ଜଳିଯାଇଥିବା ତ୍ୱଚା ଉପରେ ତୁରନ୍ତ ଥଣ୍ଡା ପାଣି ଢାଳିଲେ ଆରାମ ମିଳିଥାଏ। ଏହାଦ୍ୱାରା ଯନ୍ତ୍ରଣା ଲାଘବ ହୋଇଥାଏ। କିନ୍ତୁ ଧ୍ୟାନ ରଖିବେ, ପୋଡ଼ି...
ଉପକାରୀ ଧନିଆ
ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍ ‘ଏ’ ଏବଂ ଫସ୍ଫରସ୍ ଭରି ରହିଛି। ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ ରଖିଥାଏ। ସମସ୍ୟା ଦୂର କରିବାରେ ଏହା...
ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍ ‘ଡି’
ଭିଟାମିନ୍ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ‘ମସ୍ତିଷ୍କର କାର୍ଯ୍ୟଧାରା ଓ ଭିଟାମିନ୍-ଡି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଲଣ୍ଡନ...
ବିନା ଛୁଞ୍ଚିରେ ଇଞ୍ଜେକଶନ
ସାଧାରଣତଃ ଇଞ୍ଜେକ୍ଶନ ନେବାକୁ ଛୁଞ୍ଚି ଆବଶ୍ୟକ ପଡ଼ିଥାଏ। ହେଲେ ବିନା ଛୁଞ୍ଚିରେ କ’ଣ ଇଞ୍ଜେକ୍ଶନ ନେଇହେବ? ଏହାର ଉତ୍ତର ନିଶ୍ଚୟ ନା ଆସିବ। ହେଲେ ଏପରି କଥାକୁ ସତରେ ପରିଣତ କରିଛନ୍ତି ଜାପାନର ଓସାକା ବିଶ୍ୱବିଦ୍ୟାଳୟର ଗବେଷକମାନେ। ସେମାନେ ଏଭଳି...
ଖାଇବା ବିଶୃଙ୍ଖଳା
”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ।...
କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ
ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଉକ୍ତ ତତ୍ତ୍ୱଟି ହେଲା ଓମେଗା-୩ ଫ୍ୟାଟି ଏସିଡ୍। ଏହା ଖରାପ କୋଲେଷ୍ଟରଲକୁ...
ବରଫରେ ଡିମ୍ବାଣୁ ସଂରକ୍ଷଣ
‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ ତିଆରି କରୁଛନ୍ତି । ଏହାକୁ ନିଜର ଜରାୟୁରେ ସ୍ଥାପନ କରି ଗର୍ଭ ସଞ୍ଚାର...
ଡାଇବେଟିସ୍ ଓ ହାର୍ଟ ସମସ୍ୟାରୁ ମୁକ୍ତି ଦିଏ ଏହି ପାଣି
ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ଡାଇବେଟିସ୍ ଓ ହାର୍ଟ ସମସ୍ୟାରୁ...
ସ୍ବପ୍ନରେ ନିଆଁ ବା ପାଣି ଦେଖିଲେ କ’ଣ ସଙ୍କେତ ରହିଥାଏ ଜାଣନ୍ତୁ
ନିଦରେ ସ୍ବପ୍ନ ଦେଖିବା ଏକ ସାଧାରଣ ଘଟଣା ହେଲେ ମଧ୍ୟ ଏହାର ସମ୍ବନ୍ଧ ଆମ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ସହିତ ରହିଥାଏ। ତେବେ ସ୍ବପ୍ନରେ ଯଦି ନିଆଁ କିମ୍ବା ପାଣି ଦେଖନ୍ତି ଏହାର କ’ଣ ସଙ୍କେତ ରହିଥାଏ ସେ...
ଫ୍ୟାଶନରେ ‘ହଂସୁଲି’
ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା ଏକପ୍ରକାର ପାରମ୍ପରିକ ଗହଣା… ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ...
Archives


