ଜୀବନଚର୍ଯ୍ୟା

ଚର୍ବି ନିୟନ୍ତ୍ରଣ କରେ କାଜୁ

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ। ଦିନକୁ ୨-୩ଟି କାଜୁ ଖାଇଲେ ଶରୀରରେ ଶକ୍ତି…

ଜନ୍ମରୁ ୫ ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ

ପରିବେଶ ପ୍ରଦୂଷଣ ଯୋଗୁ ଶିଶୁମାନଙ୍କର ରୋଗ ପ୍ରତିଶେଧକ ଶକ୍ତି କମି କମି ଯାଉଛି ବୋଲି ଶିଶୁରୋଗ ବିଶେଷଜ୍ଞ ମତ ଦିଅନ୍ତି। ତେଣୁ ଶିଶୁଙ୍କୁ ଟିକାକରଣ ଜରୁରୀ ଅଟେ। ଫଳରେ ସେମାନଙ୍କର ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ପାଇବ। ଜାଣନ୍ତୁ ଜନ୍ମରୁ ୫…

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ ହୋଇଥାଏ। ଯଦି ଆପଣ ବ୍ୟାୟାମ…

ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ସହିତ ଭିଟାମିନ-ସି, ଭିଟାମିନ-ଏ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ…

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: କିଭଳି ଜାଣନ୍ତୁ

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ ସ୍ବାସ୍ଥ୍ୟ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା ଚେହେରା ସହ କେଶ ପାଇଁ…

ଏସବୁ ଘରୋର ଉପଚାରରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ହେବା ମୁଖ୍ୟ ସମସ୍ୟା ପାଲଟିଛି। ବେଳେବେଳେ ଗ୍ୟାସ ଯୋଗୁ ପେଟ ଦରଜ ହେବା ସହ ଭୀଷଣ ମୁଣ୍ଡ ବିନ୍ଧା ହୋଇଥାଏ। ବାନ୍ତି ବି ଲାଗିଥାଏ। ପେଟ ଫୁଲିବା ସହ ପାଚନ କ୍ରିୟାରେ ସମସ୍ୟା ଦେଖାଦେଇଥାଏ। ମେଡିସିନ…

ପିଲାଙ୍କ ମସ୍ତିଷ୍କ ବୃଦ୍ଧି କରେ ପ୍ରତ୍ୟହ ଗୋଟିଏ ଅଣ୍ଡା

ଓ୍ବାଶିଂଟନ୍‌: ଆମେରିକାର କେତେଜଣ ଗବେଷକଙ୍କ ମତାନୁଯାୟୀ ଶିଶୁଙ୍କୁ ଦୈନିକ ଗୋଟିଏ ଲେଖାଁ ଅଣ୍ଡା ଖାଇବାକୁ ଦେଲେ ସେମାନଙ୍କ ମସ୍ତିଷ୍କର ବିକାଶ ଠିକ୍‌ ଭାବେ ହୋଇଥାଏ। ଅଣ୍ଡା ପିଲାଙ୍କର କୋଲାଇନ୍‌ ଏବଂ ଡିଏଚ୍‌ଏ ସ୍ତର ବୃଦ୍ଧି କରିଥାଏ, ଯାହା ମସ୍ତିଷ୍କ ବିକାଶର ଏକ…

ରାତିରେ ନିଦ ହେଉନାହିଁ କି… କରନ୍ତୁ ଏଭଳି

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହା ଅନେକାଂଶରେ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କ ପାଖରେ…

ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ହୋଇପାରିବ ସେଥି ନିମନ୍ତେ ବିଭିନ୍ନ ଉପାୟ ଗ୍ରହଣ କରିବା ସହିତ ଅଭିଜ୍ଞ ଲୋକଙ୍କ…

ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌ । ଆପଣ ଦେଖିଥିବେ ଅନ୍‌ଲାଇନ୍‌ ହେଉ କି ଅଫ୍‌ଲାଇନ୍‌ ସବୁ ଜାଗାରେ ବୁଟ୍ସ ନଜର…

କର୍ମଜୀବୀ ଓ ମେକ୍‌ଅପ

ଓ୍ବାର୍କିଂ ଓ୍ବମେନ ଅର୍ଥାତ୍‌ କର୍ମଜୀବୀ ମହିଳା ନିଜର ଦୈନନ୍ଦିନ କାମକୁ ନେଇ ଏତେ ବ୍ୟସ୍ତ ଯେ ନିଜ ସୌନ୍ଦର୍ଯ୍ୟକୁ ଚମକଦାର ରଖିବା ପାଇଁ ଆବଶ୍ୟକ ସମୟ  ଦେଇପାରି ନ ଥାନ୍ତି। ହେଲେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସେମାନେ ନିଜକୁ ବେଶ୍‌…

ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା ଲେବଲ୍‌ର ରଙ୍ଗକୁ ନ ଦେଖି ଯଦି ଟୁଥପେଷ୍ଟ ବ୍ୟବହାର କରାଯାଏ ତେବେ ଏହା ଶରୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri