ଆକର୍ଷଣୀୟ ତ୍ୱଚା ପାଇଁ..
ବୟସ ଯାହା ବି ହୋଇଥାଉ ତ୍ୱଚାର ଦେଖାଶୁଣା କରିବା ନିହାତି ଆବଶ୍ୟକ। ଏବେ ଲକ୍ଡାଉନ୍ ପାଇଁ ଘରେ ଅଧିକାଂଶ ସମୟ ବିତାଉ ଥିବାରୁ ବିଭିନ୍ନ ପ୍ରକାରର ଘରୋଇ ଜିନିଷରେ ସୌନ୍ଦର୍ଯ୍ୟ ପରିଚର୍ଯ୍ୟା କରିପାରିବେ… – ଚାଉଳକୁ ରାତିରେ ଭିଜାଇ ସକାଳୁ ଏହାର…
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଗାଜର ଜୁସ୍
ନିୟମିତ ରୂପେ ଗାଜର ଜୁସ୍ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଗାଜରରେ ଭରପୂର୍ ମାତ୍ରାରେ କ୍ୟାଲ୍ସିୟମ୍, ଫାଇବର୍, ଭିଟାମିନ୍ ଏ, ବି, ଓ ସି ମହଜୁଦ୍ ରହିଛି, ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କୋଲେଷ୍ଟୋରଲ୍…
ବୟସ୍କଙ୍କ ଯତ୍ନ ନେବ ରୋବୋ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ କରାଯାଇପାରୁଛି। ତେବେ ନିକଟରେ ନ୍ୟୁଜିଲାଣ୍ଡର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା…
ମାରାତ୍ମକ ଭୂତାଣୁ
କରୋନା ଏପରି ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁମୁଖ ବ୍ୟାଧିରେ ପାଲଟି ଯାଏ l ଚାଇନା ଦେଶରେ କୁଆଡେ ବହୁ ବୃହତ୍ ଯୁଗ୍ମ ପରିବାର ର ସବୁ ସଦସ୍ୟଙ୍କୁ କାଳ ଗ୍ରାସ କରିଅଛି l ଏହି…
ମାତ୍ରାଧିକ ଫଳ ଖାଇଲେ…
ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର ଆଶଙ୍କା ରହିଛି। ନିକଟରେ ବୋଷ୍ଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ରୋମାଞ୍ଚକର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି।…
ରତ୍ନଗର୍ଭା ସାଗର
ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ମହାସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ…
ଉପକାରୀ ପୁଦିନା: ଜାଣନ୍ତୁ ଗ୍ରୀଷ୍ମଋତୁରେ କିପରି କରିବେ ବ୍ୟବହାର
ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। କାରଣ ଏହି ଋତୁରେ ସ୍ବାସ୍ଥ୍ୟ ଖରାପ ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଋତୁରେ ସୁସ୍ଥ ରହିବା ସହ ଗରମରୁ ମୁକ୍ତି ପାଇବା ଲାଗି ପୁଦିନା ବ୍ୟବହାର…
ପିଲାଦିନ ଶିକ୍ଷା ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତିକୁ ରଖେ ପ୍ରଖର
ଓ୍ବାଶିଂଟନ, ୭।୬: ବୟସ ବଢ଼ିବା ସହିତ ମଣିଷର ସ୍ମୃତି ଶକ୍ତି କମିବାରେ ଲାଗିଥାଏ। ତେବେ ପିଲାଦିନେ ଅଧିକ ସମୟ ଧରି ସ୍କୁଲରେ ବିତାଇଥିବା ଲୋକଙ୍କ ସ୍ମୃତି ଶକ୍ତି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରଖର ରହିଥାଏ। ଏନେଇ ଆମେରିକା ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ ମେଡ଼ିକାଲ…
ଶରୀରରେ ଆଇଏଲ୍-୬ ପ୍ରୋଟିନ୍ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ
ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ ଦିନରାତି ଗବେଷଣା ଜାରି ରଖିଛନ୍ତି। ଲଣ୍ଡନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ରେ ହୋଇଥିବା ଏକ ଗବେଷଣା…
ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରେ ମିଶ୍ରି
ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଶରୀରରେ ହିମୋଗ୍ଲୋବିନ୍ର ସ୍ତର କମ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହା ଫଳରେ କିଛି କାମ ନକରି ମଧ୍ୟ ଥକା ଲାଗିଥାଏ। ଏପରିକି ଶରୀର ଦୁର୍ବଳ ଲାଗେ। ମିଶ୍ରି ଏହି…
କରୋନା ସଂକ୍ରମଣ କମ୍ କରେ ଗଗର୍ଲିଂ
କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି। ଅନ୍ୟପଟେ କେତେକ କମ୍ପାନୀ ଏହାର ଔଷଧ ତିଆରି ପାଇଁ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସମୟରେ…
ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର
ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା ରସାୟନିକ ପଦାର୍ଥ ମଧ୍ୟ ଲଗାଇଥାନ୍ତି। ଏହାର ଅନେକ ପାର୍ଶ୍ୱ ପତିକ୍ରିୟା ଦେଖାଯାଇଥାଏ। ଅଜଣାତରେ ହେଉ…
Archives


