ଜୀବନଚର୍ଯ୍ୟା

ରାତିରେ ଖାଉଛନ୍ତି କି କଦଳୀ: ଜାଣନ୍ତୁ ଖାଇଲେ କ’ଣ ହୁଏ

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…

କେମିତି ରହିବେ ନୀରୋଗ: ଆପଣାନ୍ତୁ ଏହି ଟିପ୍ସ

ଆମର ଏଭଳି କେତେକ ଅଭ୍ୟାସ ରହିଛି ଯାହା ପ୍ରତି ଆମେ ନଜର ନେବା ନିହାତି ଦରକାର। କାରଣ ନିଜକୁ ସୁସ୍ଥ ରଖିବା ଲାଗି କେତେକ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ଖାଇବାର ଠିକ୍‌ ପରେ ପରେ ଫଳମୂଳ ଆଦୌ ଖାଆନ୍ତୁ ନାହିଁ।…

ଆଜ୍‌ମା ରୋଗୀଙ୍କ ପାଇଁ ଉପକାରୀ ଶାଗ

ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌ ବ୍ୟତୀତ ଭିଟାମିନ୍‌-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ…

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍‌ ହୋପାରେ…

ଆଙ୍ଗୁଠି ଫୁଟାଇଲେ ଟିକେ ଆରାମ ଲାଗେ। କିନ୍ତୁ କେତେକ ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସର ପରିଣତ ହୋଇଯାଇଥାଏ। ତେବେ ଏଭଳି ଅଭ୍ୟାସର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ରହିଛି ବୋଲି ବର୍ଲିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।…

ଡାଇବେଟିସ୍‌ ରୋଗୀମାନେ ମିଠା ଖାଇ ପାରିବେ କି ନା ଜାଣନ୍ତୁ…

ସାଧାରଣତଃ ଡାଇବେଟିସ୍‌ ରୋଗୀମାନଙ୍କୁ ମିଠା ଖାଇବାକୁ ବାରଣ ରହିଥାଏ। ଯଦି ଜଣେ ଡାଇବେଟିସ ରୋଗୀ ମିଠା ଖାଇବାକୁ ଇଚ୍ଛା କରନ୍ତି, ତେବେ ସେ କ’ଣ କରିବା ଉଚିତ୍‌? ସେମାନଙ୍କ ପାଇଁ ଏପରି କିଛି ମିଠା ଅଛି, ଯାହା ସମାନଙ୍କର ଇଚ୍ଛାକୁ ପୂରଣ…

ମହିଳାଙ୍କ ଭିତରେ ଏହି ୪ ଗୁଣ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ…

ସକାଳ ଜଳଖିଆରେ କଦଳୀ ଖାଇବା ଠିକ ନା ଭୁଲ? କ୍ଷୀର ନୁହେଁ ଏସବୁ ଖାଦ୍ୟ ସହ ଖାଆନ୍ତୁନି…

କଦଳୀ ଏକ ଶକ୍ତିରେ ପରିପୂର୍ଣ୍ଣ ଫଳ ଏବଂ ଅଧିକାଂଶ ଲୋକ ଏହାକୁ ସ୍ବାସ୍ଥ୍ୟକର ମନେ କରି ସକାଳ ଜଳଖିଆରେ ସାମିଲ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳ ଜଳଖିଆରେ କଦଳୀ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ କି ନାହିଁ?…

ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ ଶେଷ ବେଳକୁ କୋଟିପତି ହେବେ ଏହି ୪ ରାଶି!

ବାବା ଭେଙ୍ଗା ୨୦୨୫ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ୨୦୨୫ ମସିହାରେ କେଉଁ ରାଶି ସବୁଠାରୁ ଧନୀ ହେବେ। ବୁଲଗେରିଆର ରହସ୍ୟମୟ ଭବିଷ୍ୟବକ୍ତା ୨୦୨୫ ବର୍ଷ ବିଷୟରେ ତାଙ୍କର ଭବିଷ୍ୟବାଣୀରେ କହିଛନ୍ତି ଯେ ଏହି…

ଯୋଗର ବିଶ୍ୱ ଭାଷା

କେତେକ ଭାବନ୍ତି ଯୋଗ କେବଳ ଏକ ପ୍ରକ୍ରିୟା, ଯାହା ସେମାନଙ୍କୁ ଶିଖିବାକୁ ପଡ଼ିବ। କିନ୍ତୁ ଜନ୍ମ ହେଉଥିବା ପ୍ରତ୍ୟେକ ନବଜାତକ ନିର୍ଦ୍ଧାରିତ ଭାବେ ଜଣେ ଜଣେ ଯୋଗୀ। ଲକ୍ଷ୍ୟ କଲେ ଅନୁଭବ କରିପାରିବେ, ଶିଶୁ ସ୍ବାଭାବିକ ଭାବେ ଶୋଇବା ବେଳେ ମୁଦ୍ରା…

ମନକୁ ସ୍ଥିର ରଖେ ଯୋଗ

ମନକୁ ସ୍ଥିର କରିବାର ଅର୍ଥ ଯୋଗ। ମନ ସ୍ଥିର ହେଲେ ସମସ୍ତ ଇନ୍ଦ୍ରିୟ ବଶୀଭୂତ ହୋଇଥାଏ। ତ୍ରିଦୋଷ (ବାତ, ପିତ୍ତ, କଫ), ତ୍ରିମାଳ (ମୂତ୍ର, ପୂରିଷ, ସ୍ବେଦ) ମଧ୍ୟ ସାମ୍ୟାବସ୍ଥାରେ ରହେ। ତେଣୁ ଏହି ଶରୀରରୂପୀ ଈଶ୍ୱରପ୍ରଦତ୍ତ ଯନ୍ତ୍ରକୁ ସୁସ୍ଥ ତଥା…

‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତେବେ ଯୋଗ…

୨୪ ଜୁନରୁ ଏସବୁ ରାଶିର ଭାଗ୍ୟ ଖୋଲିବ, ଆକସ୍ମିକ ଧନଲାଭ ସାଙ୍ଗକୁ…

ଜ୍ୟୋତିଷଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ-ପୂଣ୍ୟ, ବୁଦ୍ଧି ଆଦିର କାରକ ବୋଲି କୁହାଯାଏ। ଏବେ ଗୁରୁଙ୍କ ସ୍ଥିତି ପରିବର୍ତ୍ତନର ପ୍ରଭାବ ୧୨ ରାଶିରେ ଦେଖିବାକୁ ମିଳିପାରେ। ବର୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri