ଜୀବନଚର୍ଯ୍ୟା

ପାନୀୟ ଜଳ ଓ ଦୀର୍ଘାୟୁ ଜୀବନ

ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ବୃକ୍ଷଲତା ଓ ସମସ୍ତ ପ୍ରାଣୀଜଗତ ଜଳ ବିନା ବଞ୍ଚତ୍ରହିବା ଅସମ୍ଭବ। ଜଳ ହିଁ ଜୀବନ। ବୃକ୍ଷଲତା ଆଦି ପାଇଁ ଜଳର ପ୍ରକାରଭେଦ ଅଧିକ ଜରୁରୀ ନ ଥିବା ବେଳେ, ମନୁଷ୍ୟ ପାଇଁ ପାନୀୟ ଜଳ...

ସକାଳେ ଖାଲିପେଟରେ ଖାଆନ୍ତୁ କିସ୍‌ମିସ୍‌, ମିଳିବ ଜବରଦସ୍ତ ଲାଭ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

ସକାଳେ ଖାଲି ପେଟରେ ବେଶି ନୁହେଁ ମାତ୍ର ୫ଟି କିସ୍‌ମିସ୍‌ ଖାଇଲେ ଜବରଦସ୍ତ ଲାଭ ମିଳିବ। କାରଣ କିସ୍‌ମିସ୍‌ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ସକାଳର ସୁସ୍ଥ ଜୀବନ ଆରମ୍ଭ କରିବା ଅର୍ଥ ସାରା...

ବସିବା ସମୟରେ ବଢୁଛି କି ହୃଦ୍‌ସ୍ପନ୍ଦନ, ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ…

ଆଜିର ବ୍ୟସ୍ତବହୁଳ ଏବଂ ଚାପପୂର୍ଣ୍ଣ ଜୀବନରେ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଛୋଟ ଛୋଟ ଜିନିଷ ମଧ୍ୟ ଏକ ବଡ଼ ସମସ୍ୟାର ଲକ୍ଷଣ ହୋଇପାରେ। ପ୍ରାୟତଃ ଆମେ ଧରି ନେଉଛୁ ଯେ ଦୌଡ଼ିବା, ଦ୍ରୁତ ଗତିରେ ଚାଲିବା କିମ୍ବା ଶିଡ଼ି ଚଢ଼ିବା...

କେଉଁ ଜିନିଷ ଘରେ ରଖିବା ସବୁୂଠୁ ବଡ଼ ଅଶୁଭ

ଘର ସଜାଇବା କାହାକୁ ବା ଭଲ ନ ଲାଗେ। ସେଥିପାଇଁ କିଏ କେତେ ପ୍ରକାରର ଘରସଜ୍ଜା ସାମଗ୍ରୀରେ ଘର ସଜାଇଥାନ୍ତି। ହେଲେ ଏମିତି ବି କିଛି ଜିନିଷ ଅଛି; ଯେଉଁଥିରେ ଘର ସଜାଇବାକୁ ନେଇ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି… *...

କାଲି ରାଖୀପୂର୍ଣ୍ଣିମା: ଏହି ଶୁଭ ମୁହୂର୍ତ୍ତରେ ଭାଇ ହାତରେ ବାନ୍ଧନ୍ତୁ ରାଖୀ…ଜାଣନ୍ତୁ ବିଧି ସମେତ ସମସ୍ତ ଜରୁରୀ କଥା…

ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ରାଖୀପୂର୍ଣ୍ଣିମା ପର୍ବ ଆସନ୍ତାକାଲି ଅର୍ଥାତ ୯ ଅଗଷ୍ଟ ୨୦୨୫ରେ ବହୁ ଉତ୍ସାହ ଓ ଧୁମଧାମରେ ପାଳନ କରାଯିବ। ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁଖ, ସମୃଦ୍ଧି ଓ...

୨୯୭ ବର୍ଷ ପରେ ରାଖୀପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ: ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, କ୍ୟାରିୟର ସହ ଚାକିରିରେ…

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପର୍ବପର୍ବାଣୀମାନଙ୍କରେ ଗ୍ରହମାନଙ୍କର ସ୍ବତନ୍ତ୍ର ସଂଯୋଗ ସୃଷ୍ଟି ହୂଏ। ଏହାର ପ୍ରଭାବ ମନୁଷ୍ୟ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ରାଖୀପୂର୍ଣ୍ଣିମାରେ ୨୯୭ ବର୍ଷ ପରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଚଳିତ ବର୍ଷ...

କେଉଁ ଲୋକମାନେ ହାର୍ଟ ଯାଞ୍ଚ କରିବା ଜରୁରୀ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ହାର୍ଟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ସମଗ୍ର ଶରୀରକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ। ଯେତେବେଳେ ହାର୍ଟ ସୁସ୍ଥ ଥାଏ, ସେତେବେଳେ ଶରୀରର ଅନ୍ୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଥାଏ। କିନ୍ତୁ ଯେତେବେଳେ ହାର୍ଟ ଖରାପ...

HIV AIDS: କେବଳ ଶାରୀରିକ ସମ୍ପର୍କ ନୁହେଁ, ଏହି ଭୁଲଗୁଡ଼ିକ ମଧ୍ୟ ହୋଇପାରେ ସଂକ୍ରମଣର କାରଣ

ଏଚଆଇଭି ଏକ ଏଭଳି ଭୂତାଣୁ ଯାହା ଚୁପଚାପ ଶରୀରକୁ ନଷ୍ଟ କରିଦିଏ। ଅନେକେ ମନେ କରନ୍ତି ଯେ ଏହା କେବଳ ଅସୁରକ୍ଷିତ ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପେ, କିନ୍ତୁ ସତ୍ୟ ଏହାଠାରୁ ଅଧିକ ଗମ୍ଭୀର ଏବଂ ଜାଗରଣର ଆବଶ୍ୟକତା ରହିଛି।...

ଫିଟନେସ୍‌ ସହ ହାର୍ଟ ପାଇଁ ସୁପରଫୁଡ୍‌ ହେଉଛି ABC ଜୁସ୍‌, ପ୍ରତିଦିନ ଏଭଳି ଭାବେ କରନ୍ତୁ ସେବନ…

ଯଦି ଆପଣ ଦିନର ଆରମ୍ଭ କିଛି ସୁସ୍ଥ ଓ ପ୍ରାକୃତିକ ଜିନିଷ ସହିତ କରିବାକୁ ଚାହୁଁଛନ୍ତି, ତେବେ ABC ଜୁସ୍‌ରୁ ଉତ୍ତମ ଆଉ କିଛି ନାହିଁ। ଏହି ଜୁସ ତିନୋଟି ସୁପରଫୁଡ- ସେଓ (Apple), ଗାଜର (Carrot) ଓ ଚୁକନ୍ଦର...

ଭୁଲରେ ବି ଖାଆନ୍ତୁ ନାହିଁ ଏହି ୨ ପ୍ରକାର ଆଳୁ, ହୋଇପାରେ ଅନେକ ସ୍ବାସ୍ଥ୍ୟ ସମସ୍ୟା

ଆଳୁ ଆମ ନିତିଦିନିଆ ଖାଦ୍ୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଏ। ସାଧାରଣତଃ, ଘରେ ବହୁତ ଆଳୁ ସାଇତା ହୋଇ ରଖାଯାଏ। ଏଥିରେ ବିଭିନ୍ନ ପ୍ରକାରର ଆଳୁ ଥାଏ। କିନ୍ତୁ ଏଥିରେ ଥିବା ୨ ପ୍ରକାରର ଆଳୁ ସ୍ବାସ୍ଥ୍ୟ ପାଇଁ ହାନିକାରକ...

ମହିଳାଙ୍କଠାରେ ୟୁରିନ୍‌ ଇନ୍‌ଫେକ୍ସନ କ’ଣ? ଜାଣନ୍ତୁ କାରଣ, ଲକ୍ଷଣ ଏବଂ ଉପଚାର ନେଇ ସବିଶେଷ…

ମୂତ୍ରନଳୀ ସଂକ୍ରମଣ (Urinary Tract Infection – UTI) ଏକ ଏପରି ସଂକ୍ରମଣ, ଯାହା ମୂତ୍ରନଳୀ, ମୂତ୍ରାଶୟ କିମ୍ବା ବୃକକ୍‌ରେ ବ୍ୟାକ୍ଟେରିଆର ପ୍ରବେଶ ଓ ବୃଦ୍ଧି ଯୋଗୁଁ ହୁଏ। ଏହି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅଧିକ ଦେଖାଯାଏ।...

ଜାଣନ୍ତି କି ପୃଥିବୀକୁ ପ୍ରଥମେ କେଉଁ ପରିବା ଆସିଥିଲା, ଏହା କ୍ୟାନସର ପରି ମାରାତ୍ମକ ରୋଗ ରୋକିବାରେ ହୁଏ ସହାୟକ

ଭାରତୀୟମାନଙ୍କ ଖାଦ୍ୟରେ ପନିପରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳ ଜଳଖିଆରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରର ପନିପରିବା ବ୍ୟବହାର କରାଯାଏ। ଏହି କାରଣରୁ ଭାରତରେ ୪୦ରୁ ଅଧିକ ପ୍ରକାରର ପନିପରିବା ଚାଷ କରାଯାଏ। ଯେଉଁଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri