ଜୀବନଚର୍ଯ୍ୟା

ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ଝଗଡ଼ା ଲାଗି ରହୁଛି କି? କର୍ପୂରକୁ ଏଭଳି ବ୍ୟବହାର କରି ଦେଖନ୍ତୁ ପରିଣାମ…

ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ।…

5 years ago

ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ ବାଦାମ…

5 years ago

ଅଷ୍ଟିଓପୋରୋସିସ୍‌ରୁ ମୁକ୍ତି ଦେବ ସୁପୋଷଣ

ବୟସ ବଢ଼ିବା ସହିତ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଦେଖାଦେଇଥାଏ। ପ୍ରତି ୩ ଜଣରେ ଜଣେ ମହିଳାଙ୍କଠାରେ…

5 years ago

ଚାହୁଁଛନ୍ତି କି ସଫଳତା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା…

5 years ago

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ଧନ୍ୟ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି…

5 years ago

କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ। ତ୍ୱଚାକୁ…

5 years ago

ପୋଟଳି ବ୍ୟାଗ୍‌

ପାର୍ଟି କିମ୍ବା ଉତ୍ସବ ସମୟରେ ନିଜକୁ ଭିନ୍ନ ଲୁକ୍‌ ଦେବା ପାଇଁ ଶାଢ଼ି ଓ ଡ୍ରେସ ସହିତ ମ୍ୟାଚିଂ ହେଲାଭଳି ଇୟରରିଂ, ନେକ୍‌ଲେସ୍‌, ଚପଲ ଆଦି ସମସ୍ତେ…

5 years ago

ନା, ଆଉ ନୁହେଁ

ନିବିଡ଼ ସମ୍ପର୍କ ପାଇଁ ବୁଝାମଣା କରୁ କରୁ କେବେ ନାରୀଟିଏ ନିଜ ଆତ୍ମସମ୍ମାନକୁ ବଳିଦିଏ ଜାଣି ପାରେନା। ପରିବାରର ଭଲ ପାଇଁ ବେଳେବେଳେ ଭୁଲ୍‌କୁ ମଧ୍ୟ ସ୍ବୀକାର…

5 years ago

ନଡ଼ିଆ୍‌ ବର୍‌ଫି

ଆବଶ୍ୟକ ସାମଗ୍ରୀ ପାଣି-୧କପ୍‌, ଚିନି-୧କପ୍‌, କୋରା ନଡ଼ିଆ-ଦେଢ଼ କପ୍‌, ଖୁଆ- ଅଧା ଚାମଚ, କଟା ବାଦାମ-୫ଟି, ଆଲ୍‌ମଣ୍ଡ-୬ଟି, ଗୁଜୁରାତି ଗୁଣ୍ଡ-୧ଚାମଚ, ଘିଅ-୧ଚାମଚ। ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗୋଟିଏ ପାତ୍ରରେ…

5 years ago

ଘରକରଣା

ଏକ କପ୍‌ ପଇଡ ପାଣିରେ ଦୁଇଟି ବ୍ରେଡ ଓ ଏକ ଚାମଚ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ମିଶ୍ରଣକୁ ଇଡ୍‌ଲି ମିଶ୍ରଣରେ ମିଶାଇଲେ ଇଡ୍‌ଲି…

5 years ago