ପ୍ରତିଶ୍ରୁତି ଦୋହରାଇଲା ପାକିସ୍ତାନ
ଇସଲାମାବାଦ,୬ା୫: ଶନିବାର ପାକିସ୍ତାନ ଏବଂ ଚାଇନା ବୈଦେଶିକ ମନ୍ତ୍ରୀ କୋଟି କୋଟି ଡଲାର ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ଶୁକ୍ରବାର ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ସମାଲୋଚନା...
କିଙ୍ଗ୍ ଚାଲର୍ସ ଶପଥରେ କହିଲେ ଏମିତି…
ଲଣ୍ଡନ,୬ା୫: କିଙ୍ଗ ଚାଲର୍ସ ତୃତୀୟ ଶନିବାର ବ୍ରିଟେନର ରାଜା ଭାବରେ ମୁକୁଟ ପିନ୍ଧିଛନ୍ତି। ଗତ ସେପ୍ଟେମ୍ବରରେ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାଲର୍ସ ତୃତୀୟ ବ୍ରିଟେନର କିଙ୍ଗ୍ ଆଖ୍ୟା ଗ୍ରହଣ କରିଥିଲେ। ଏହା ପରେ ଶନିବାର...
ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି
ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ କାମିଲାଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲାଙ୍କର...
ଶପଥ ନେଲେ କିଙ୍ଗ୍ ଚାଲର୍ସ
ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍ସ ତୃତୀୟ ଏବଂ କୁଇନ୍ ଅଫ୍ କନ୍ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ମହା ଆଡ଼ମ୍ବର ସହକାରେ ପାଳନ ହୋଇଛି। ଚାଲର୍ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍ କୋଚ୍ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର ଐତିହାସିକ...
ଜାପାନର ୫୦ ପ୍ରତିଶତ ଯୁବବର୍ଗଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବୃତ୍ତି: ଆମେରିକା ରିପୋର୍ଟ…
ଓ୍ବାଶିଂଟନ,୬।୫ : ଧନୀ ଦେଶମାନଙ୍କରେ, ଜୀବନରେ ନିରାଶ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି , ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତିରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ବର୍ତ୍ତମାନ...
ଓ୍ବେଷ୍ଟମିନଷ୍ଟରରେ ପହଞ୍ଚିଲେ କିଙ୍ଗ୍ ଚାଲର୍ସ
ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍ସ ତୃତୀୟ ଏବଂ କୁଇନ୍ ଅଫ୍ କନ୍ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ପାଳନ ହେଉଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଚାଲର୍ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍ କୋଚ୍ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର...
ଆର୍ଥିକ ସହାୟତାର ଲୋଭ ଦେଖାଇଲେ ପାକିସ୍ତାନ ଗସ୍ତରେ ଥିବା ଚାଇନା ବିଦେଶ ମନ୍ତ୍ରୀ…
ବେଜିଂ/ଇସଲାମାବାଦ,୬।୫ : ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଙ୍ଗଙ୍କ ଇସଲାମାବାଦ ଗସ୍ତ ପାକିସ୍ତାନରେ ବହୁତ ଆଶା ସୃଷ୍ଟି କରିଛି। ଏଠାରେ ପହଞ୍ଚିବା ପରେ ଚିନ କହିଛନ୍ତି ସେ ପାକିସ୍ତାନର ଆର୍ଥିକ ଅସୁବିଧା ବିଷୟରେ ଜାଣିଛନ୍ତି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା...
ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…
ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି...
ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନି ଆତଙ୍କବାଦୀ ପରମଜିତ ସିଂ ପଂଜଓ୍ବରଙ୍କୁ ପାକିସ୍ତାନରେ ହତ୍ୟା
ଇସଲାମାବାଦ,୬।୫: ଖଲିସ୍ତାନ ସମର୍ଥକଙ୍କ ସହ ଜଡିତ ପାକିସ୍ତାନରୁ ଏବ ବଡ ଖବର ସାମ୍ନାକୁ ଆସିଛି। ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଂଜଓ୍ବରଙ୍କୁ ପାକିସ୍ତାନର ଲାହୋରରେ ହତ୍ୟା କରାଯାଇଛି। ପରମଜିତ ସିଂ ପଂଜଓ୍ବର ନାମ ବଦଳାଇ ପାକିସ୍ତାନରେ ରହୁଥିଲେ...
ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ ମୃତ
ଜେରୁଜେଲମ୍,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ସପ୍ତାହ ପୂର୍ବରୁ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମାବର୍ତ୍ତୀ...
କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ନାହିଁ ମେଘନ ମାର୍କେଲ
ଲଣ୍ଡନ,୬।୫: ବ୍ରିଟେନରେ କିଙ୍ଗ ଚାର୍ଲସଙ୍କର ଶନିବାର ରାଜ୍ୟାଭିଷେକ ହେବାକୁ ଯାଉଛି। ଏହି ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ହେଲେ ଏବେବି ବ୍ରିଟେନ ରାଜ ପରିବାରରେ ସବୁକିଛି ଠିକ ନାହିଁ। ଗୋଟିଏ ପଟେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ପାଇଁ...
ନିଜ ରାଜାଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ବ୍ରିଟେନ, ସାରା ବିଶ୍ୱରୁ ୨୦୦୦ ଅତିଥି ହେବେ ସାମିଲ
ଲଣ୍ଡନ,୬।୫: ଶନିବାର ହେବାକୁ ଯାଉଛି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ। ଏହି ରାଜ୍ୟାଭିଷେକ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ହେବ। କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲାଙ୍କର ବି ଭାବି ମହାରାଣୀ ଭାବେ ରାଜ୍ୟାଭିଷେକ ହେବ। ସମ୍ପୂର୍ଣ୍ଣ ବିଶ୍ୱର ନଜର ଏହି...
Archives


