ଅନ୍ତର୍ଜାତୀୟ

ଟେନ୍‌ସନ୍‌ରେ ଟ୍ରମ୍ପ: ଆମେରିକା ବିରୋଧରେ ମୋର୍ଚ୍ଚା ଖୋଲିଲେ ଏହି ୨ ଦେଶ

ଓ୍ବାଶିଂଟନ,୨୦।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଏବଂ ଶାନ୍ତି ପାଇଁ ଆହ୍ବାନ ଦେଉଥିବା ଆମେରିକା ଏହି ସମୟରେ ବଢ଼ୁଥିବା ଚାପ ଦ୍ୱାରା ଘେରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମ୍ପ୍ରତି ଦାବି କରିଛନ୍ତି, ସେ ୬ ମାସରେ...

ଟ୍ରମ୍ପଙ୍କ ନାଁ ନ ନେଇ ପୁଟିନ ଦେଲେ ବଡ଼ ଧମକ! କହିଲେ ଭାରତ ସହ…

ମସ୍କୋ,୨୦।୮: ଟାରିପ୍‌ ବିବାଦ ଭିତରେ ରୁଷିଆ କରିଛି ବଡ଼ ଘୋଷଣା। ରୁଷିଆ କହିଛି ଯେ ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ...

ଭାରତକୁ ଦମ୍‌ଦାର ଅଫର ଦେଲେ ପୁଟିନ୍‌: ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,୨୦।୯: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷିଆ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷିଆ କହିଛି ଯେ ଯଦି ଟାରିଫ୍‌ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ...

କାହିଁକି ଭାରତ ଉପରେ ଟାରିଫ୍‌ ଲଗାଇଲା ଆମେରିକା: ପ୍ରଥମଥର ବଡ଼ କାରଣ କହିଲା ହ୍ବାଇଟ ହାଉସ

ନୂଆଦିଲ୍ଲୀ,୨୦।୮: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ସମ୍ପର୍କରେ ଆମେରିକା ଲଗାତାର ନୂଆ ଦାବି କରୁଛି। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ବିବାଦର ଅନ୍ତ ପାଇଁ ଭାରତ ଉପରେ...

ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବସ୍‌: ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ

କାବୁଲ,୨୦।୮: ଆଫଗାନିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ପଶ୍ଚିମ ଆଫଗାନିସ୍ତାନରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନରୁ ଫେରୁଥିବା ପ୍ରବାସୀଙ୍କୁ...

ଟ୍ରମ୍ପ, ପୁଟିନ, ଜେଲେନସ୍କିଙ୍କ ମଧ୍ୟରେ ହେବ ବୈଠକ! ଜାଣନ୍ତୁ କେବେ ଆଉ କେଉଁଠାରେ ହେବ…

ଓ୍ବାଶିଂଟନ୍‌,୨୦।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ତାର ମୋଡ଼ରେ ପହଞ୍ଚିଛି। ବହୁତ ଶୀଘ୍ର ବିଶ୍ୱ ଏହି ଯୁଦ୍ଧର ଶେଷ ହେବାର ଦେଖିବ। ରୁଷିଆ-ୟୁକ୍ରେନ ଯୁଦ୍ଧର ସ୍କ୍ରିପ୍ଟ ଲେଖାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ...

ପୁଟିନଙ୍କ ବଡ଼ ଚାଲ୍‌: ଟ୍ରମ୍ପଙ୍କୁ ଫୋନରେ ଦେଲେ ଏହି ଅଫର

ଓ୍ବାଶିଂଟନ୍‌,୨୦।୮: ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷିଆ ଏବଂ ୟୁକ୍ରେନ ଉଭୟ ପ୍ରୟାସ କରୁଛନ୍ତି। ଟ୍ରମ୍ପ-ଜେଲେନସ୍କି ବୈଠକ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ। ରିପୋର୍ଟ ଅନୁଯାୟୀ,...

ଭାରତ-ଚାଇନା ସମ୍ପର୍କରେ ବଡ଼ ସଫଳତା: ସୀମା ବିବାଦ ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ

ନୂଆଦିଲ୍ଲୀ,୧୯।୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଏକ ବଡ଼ ସଫଳତା ହାସଲ ହୋଇଛି। ଉଭୟ ଦେଶ ସୀମା ବିବାଦର ସମାଧାନ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସୀମା ନିର୍ଦ୍ଧାରଣ ପାଇଁ ଶୀଘ୍ର ସମାଧାନ...

ପୁଟିନ ଆମେରିକାରୁ ଫେରିବା ପରେ ରୁଷିଆରେ ପହଞ୍ଚିଲେ ଜୟଶଙ୍କର, ହେବ ବଡ ଆଲୋଚନା

ନୂଆଦିଲ୍ଲୀ,୧୯।୮: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ମଙ୍ଗଳବାରଠାରୁ ତିନି ଦିନିଆ ମସ୍କୋ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ ଅବସରରେ ଜୟଶଙ୍କର ବୁଧବାର, ଅଗଷ୍ଟ ୨୦ରେ...

ବିନା ନମ୍ବର ଡାଏଲ କରି ଅନ୍ୟ ଦେଶର ମୁଖ୍ୟଙ୍କ ସହ କିପରି କଥା ହୁଅନ୍ତି ମୋଦି? ବଡ଼ ଖୁଲାସା…

ନୂଆଦିଲ୍ଲୀ,୧୯।୮:ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଉଭୟ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୈତିକ ସହଭାଗୀତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।...

ବଡ଼ ବ୍ୟବସାୟୀ ବାହାରିଲେ ଟ୍ରମ୍ପ, ଏତେ ମୂଲ୍ୟର ସାମଗ୍ରୀ ବିକ୍ରୟ କରି ୟୁକ୍ରେନକୁ…

ଓ୍ବାଶିଂଟନ୍‌,୧୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବସାୟିକ କ୍ଷମତାର କୌଣସି ଉତ୍ତର ନାହିଁ। ଯଦି ସେ କୌଣସି ଦେଶ ସହିତ କାରବାର କରନ୍ତି, ତେବେ ଏହା ପଛରେ ସର୍ବଦା ଏକ ବ୍ୟବସାୟିକ ଲାଭ ଥାଏ। ସେ ବାଣିଜ୍ୟ ଚୁକ୍ତି ବିନା...

ଭାରତକୁ ନେଇ ବଡ଼ ଘୋଷଣା କଲା ଚାଇନା! ପାକିସ୍ତାନର ବଢିଲା ଟେନଶନ

ବେଜିଂ,୧୯।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି, ସେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଏହି ଗସ୍ତକୁ ଭାରତ ଏବଂ ଚାଇନା ସହିତ ପଡ଼ୋଶୀ ଦେଶ ବାଂଲାଦେଶ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri