୨୦୧୬ ବ୍ରୁସଲେସ୍ ବମିଂ : ୮ଜଣଙ୍କୁ ଦୋଷୀ ଦୋଷୀ ସାବ୍ୟସ୍ତ କଲେ ବେଲଜିୟମ ହାଇକୋର୍ଟ
ବ୍ରୁସଲେସ,୨୬।୭: ବ୍ରୁସଲେସ୍ର ୨୦୧୬ ଇସଲାମୀ ବମ୍ ବିସ୍ଫୋଟ ମାମଲାରେ ବେଲଜିୟମର ଏକ ବଡ ଅଦାଲତ ନିଜ ରାୟ ଦେଇଛନ୍ତି। କୋର୍ଟ ମାମଲାରେ ଜଡିତ ୬ଅପରାଧୀଙ୍କୁ ହତ୍ୟା ଏବଂ ଦୁଇ ଜଣଙ୍କୁ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ…
ଡେନମାର୍କରେ ଇଜିପ୍ଟ-ତୁର୍କୀ ଦୂତାବାସ ସମ୍ମୁଖରେ କୁରାନ ଜଳାଇଲେ ପ୍ରଦର୍ଶନକାରୀ…
କୋପେନହେଗେନ,୨୬।୭ : କୁରାନକୁ ଅସମ୍ମାନ କରିବା ପ୍ରସଙ୍ଗ ଜାରି ରହିଛି। ଇସଲାମ ବିରୋଧୀ ଏକ ଦଳ ଡେନମାର୍କର କୋପେନହେଗେନସ୍ଥିତ ଇଜିପ୍ଟ ଏବଂ ତୁର୍କୀ ଦୂତାବାସ ସମ୍ମୁଖରେ କୁରାନର ନକଲକୁ ପୋଡି ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ଡେନମାର୍କ ଏବଂ ସ୍ବିଡେନରେ ଘଟିଥିବା…
ନାସାରେ ବିଦ୍ୟୁତ ବିଭ୍ରାଟ, କିଛି ସମୟ ପାଇଁ ମହାକାଶ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ, ରୁଷିଆ ସ୍ପେସ ଏଜେନ୍ସି ଦେଲା ସହାୟତା…
ଓ୍ବାଶିଂଟନ,୨୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାରେ ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର ମିଶନ କଣ୍ଟ୍ରୋଲ ଏବଂ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ କିଛି ସମୟ ପାଇଁ ମିଶନ କଣ୍ଟ୍ରୋଲ ଷ୍ଟେଶନକୁ ନିର୍ଦ୍ଦେଶ ପଠାଯାଇ ପାରି…
ରୁଷିଆ ଯୁଦ୍ଧ ବନ୍ଦ କରି ପାରିଥାନ୍ତା: ଆମେରିକା…
ଓ୍ବାଶିଂଟନ,୨୬।୭ : ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ରୁଷିଆ ଚାହିଁଥିଲେ ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରି ପାରିଥାନ୍ତା। ମାତ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଭଳି କରି ନାହାନ୍ତି। ୟୁକ୍ରେନ ଲୋକଙ୍କ ଅବସ୍ଥା ଦେଖି ରୁଷିଆ ଯେକୌଣସି ସମୟରେ…
ବାଇଡେନ ସରକାରଙ୍କ ସୀମା ପ୍ରବେଶ ନୀତିକୁ ଚ୍ୟାଲେଞ୍ଜ କଲେ କୋର୍ଟ, ଅପିଲ ପାଇଁ ନୋଟିସ ଦାଖଲ କରିଛି ନ୍ୟାୟ ବିଭାଗ
ଓ୍ବାଶିଂଟନ,୨୬।୭: ଆମେରିକାର ଦକ୍ଷିଣ ସୀମାରେ ଅନିୟମିତ ସ୍ଥାନାନ୍ତରଣକୁ ନେଇ ବାଇଡେନ ସରକାରଙ୍କ ନୀତିକୁ ମଙ୍ଗଳବାର ଏକ ଫେଡେରାଲ କୋର୍ଟ ଖାରଜ କରିଦେଇଛନ୍ତି। ସାନ ଫ୍ରାନ୍ସିସ୍କୋରେ ଥିବା ଆମେରିକାର ଜିଲା କୋର୍ଟର ବିଚାରପତି ଜନ ଟାଇଗର କହିଛନ୍ତି ଯେ ଆମେରିକାରେ ଆଶ୍ରୟ ନେବାକୁ…
ୟୁକ୍ରେନ୍କୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ପଠାଇବ ଆମେରିକା
ଓ୍ବାଶିଂଟନ,୨୬।୭: ପ୍ରାୟ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚାଲିଛି ଏବଂ ଆମେରିକା କ୍ରମାଗତ ଭାବରେ ୟୁକ୍ରେନ୍କୁ ସାମରିକ ସହାୟତା ପଠାଉଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗ ନୂତନ ସାମରିକ ସହାୟତା ଘୋଷଣା କରିଛି। ୟୁକ୍ରେନ୍କୁ ୪୦୦ ମିଲିୟନ ଆମେରିକୀୟ…
୪ ମାସ ମଧ୍ୟରେ ୨ ଥର ପାଇଁ ଆମେରିକା ଡ୍ରୋନକୁ ଟାର୍ଗେଟ କଲା ରୁଷିଆ ବାୟୁସେନା
ଓ୍ବାଶିଂଟନ,୨୬।୭: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କ୍ରମରେ ରୁଷିଆର ଏକ ଯୁଦ୍ଧ ବିମାନ ସିରିଆ ଉପରେ ଆମେରିକାର ଡ୍ରୋନ ନିକଟରେ ବିପଜ୍ଜନକ ଭାବରେ ଉଡାଣ ଭରିଛି ଏବଂ ଏହାର ପ୍ରୋପୋଲରକୁ କ୍ଷତି ପହଞ୍ଚାଇଛି। ଆମେରିକା ସେନା…
ଖେବର ପାଖ୍ଟନଖୱାରେ ଆତ୍ମଘାତୀ ବିସ୍ଫୋରଣ
ଇସଲାମାବାଦ,୨୬।୭: ପାକିସ୍ତାନର ଖେବର ପାଖ୍ଟନଖୱା ଜିଲାର ଅଲି ମସଜିଦ ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ ମସଜିଦରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତିରିକ୍ତ ଷ୍ଟେଶନ ହାଉସ ଅଫିସର (ଏସ୍ଏଚଓ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନ…
କାର୍ ଦୁର୍ଘଟଣାର ଶିକାର ହେଲେ ରୋନ ଡେସାଣ୍ଟିସ
ଓ୍ବାଶିଂଟନ୍,୨୬।୭: ଫ୍ଲୋରିଡା ଗଭର୍ନର ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରୋନ ଡେସାଣ୍ଟିସ ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସେ ଏହି ଦୁର୍ଘଟଣାରେ କୌଣସି ଆଘାତ ପାଇନାହାଁନ୍ତି। ମଙ୍ଗଳବାର ଟେନେସିର ଚାଟାନୋଗାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣା ସମ୍ମୁଖୀନ…
ଆଲଜେରିଆ ଜଙ୍ଗଲରେ ନିଆଁ: ଗଲାଣି ୩୪ ଜଣଙ୍କର ଜୀବନ
ଅଲଜିୟର୍ସ,୨୬।୭: ଉତ୍ତର ଆଲଜେରିଆର ଜଙ୍ଗଲ, ଗ୍ରାମ ଏବଂ ସହରଗୁଡ଼ିକରେ ଲାଗିଥିବା ଅଗ୍ନିକାଣ୍ଡରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଗଣମାଧ୍ୟମ ଅନୁଯାୟୀ, ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ରାତିରେ ସୂଚନା ଦେଇଛି ଯେ, ମୃତକଙ୍କ ମଧ୍ୟରେ ୧୦ ଜଣ…
ଭାରତୀୟ ମୂଳ ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟାଇଲା ଗୁଗୁଲ
କାଲିଫର୍ନିଆ,୨୬।୭: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ଗୁଗୁଲ ଏହାର ନ୍ୟୁଜ ଇକୋସିଷ୍ଟମ ଡେଭଲପମେଣ୍ଟର ନିର୍ଦ୍ଦେଶକ ମାଧବ ଚିନ୍ନାପ୍ପାଙ୍କୁ ହଟାଇ ଦେଇଛି। ଭାରତୀୟ ମୂଳ ମାଧବ ଚିନ୍ନାପ୍ପା ୧୩ ବର୍ଷ ଧରି ଗୁଗୁଲ ସହିତ ଜଡିତ ଥିଲେ। ସୋସିଆଲ ମିଡିଆରେ ସେ କହିଛନ୍ତି…
ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ବହିଷ୍କୃତ
ବେଜିଂ,୨୬ା୭: ମାସେ ହେଲା ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ଙ୍କୁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଓ୍ବାଙ୍ଗ୍ ୟିଙ୍କୁ ନୂଆ ବହିର୍ବ୍ୟାପାର ମନ୍ତ୍ରୀ ନିଯୁକ୍ତ କରିବା ଲାଗି ଚାଇନାର ଶୀର୍ଷ ବ୍ୟବସ୍ଥାପିକା ଭୋଟ୍ ଦେଇଥିଲା।…
Archives


