ନିଜର ସ୍ଥିତି ଭୁଲିଗଲା ପାକିସ୍ତାନ, ଭାରତକୁ ପୁଣିଦେଲା ଧମକ
ଇସଲାମାବାଦ,୫।୧: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ମଧ୍ୟରେ, ପାକିସ୍ତାନ ସହିତ ଏହାର ଘନିଷ୍ଠତା କ୍ରମଶଃ ଦୃଶ୍ୟମାନ ହେଉଛି। ଏହି ପରିପ୍ରେକ୍ଷୀରେ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଜଣେ ନେତାଙ୍କ ଏକ ବୟାନ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ…
ଭେନେଜୁଏଲାରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ୩୨ ଅଧିକାରୀ ମୃତ; ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ବିବୃତ୍ତି ଜାରି କଲେ କ୍ୟୁବା ସରକାର
ହାଭାନା,୫।୧: ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ୩୨ କ୍ୟୁବା ସାମରିକ ଏବଂ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। କ୍ୟୁବା ସରକାର ରବିବାର (ଜାନୁଆରୀ ୪, ୨୦୨୬) ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି। ଭେନେଜୁଏଲାରେ ଆମେରିକାର ଆକ୍ରମଣ ପରେ କ୍ୟୁବା ଦ୍ୱାରା…
ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’
ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି ଯେ ଶୁଳ୍କ ଆହୁରି ବୃଦ୍ଧି…
‘ଆମେରିକାର ସର୍ତ୍ତ ନ ମାନିଲେ ଭୋଗିବାକୁ ପଡ଼ିବ ମାଦୁରୋଙ୍କ ଭଳି ପରିଣାମ’, ଭେନେଜୁଏଲା ଉପରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ ଧମକ
ଓ୍ବାଶିଂଟନ,୫।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ମଧ୍ୟ, ଟ୍ରମ୍ପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପରି ମନେ ହେଉଛି। ଏବେ, ସେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ଧମକ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଯଦି…
ପରବର୍ତ୍ତୀ ଟାର୍ଗେଟ କ୍ୟୁବା, ମେକ୍ସିକୋ, କଲମ୍ବିଆ: ଟ୍ରମ୍ପ୍
ଓ୍ବାଶିଂଟନ,୫ା୧: ଆମେରିକା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ସ୍ତ୍ରୀ ସିଲିଆ ଫ୍ଲୋରେସ୍ଙ୍କୁ ନାର୍କୋ ଟେରରିଜମ୍ ଅଭିଯୋଗର ବିଚାର ପାଇଁ ନିଜ ଦେଶକୁ ନେଇଯାଇଛି। ମାଦୁରୋଙ୍କୁ କ୍ଷମତାଚ୍ୟୁତ କରାଯାଇଥିବା ଆମେରିକା ଦାବି କରିଛି। ଏବେ ଭେନେଜୁଏଲାକୁ…
ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ
ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅନ୍ୟପଟେ ଅନେକଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି । ଗତ କିଛି…
ମାଦୁରୋଙ୍କ ପରେ ଏବେ ଏହି ଦେଶର ରାଷ୍ଟ୍ରପତିଙ୍କୁ ଧମକ ଦେଲେଣି ଟ୍ରମ୍ପ
ଓ୍ବାଶିଂଟନ,୪।୧: ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାଦୁରୋଙ୍କୁ ନ୍ୟୁୟର୍କ ଜେଲରେ ବନ୍ଦୀ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି କରିଛି। ଏହି…
ଏମିତି ଦେଶ, ଯେଉଁଠି ବିବାହ ପୂର୍ବରୁ ବରକନ୍ୟାଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ, ଜାଣନ୍ତୁ ଭାରତରେ କ’ଣ ରହିଛି ନିୟମ…
ମସ୍କାଟ୍,୪ା୧: ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ବିବାହ ପୂର୍ବରୁ ବର ଏବଂ କନ୍ୟା ହେବାକୁ ଯାଉଥିବା ଯୋଡ଼ିଙ୍କର ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ଫିଟ୍ନେସ୍ ପ୍ରମାଣପତ୍ର ନ କରିବା ପର୍ଯ୍ୟନ୍ତ ବିବାହ…
ତେଲ, କୋଇଲା, ସୁନା…କାହିଁକି ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା? ଜାଣନ୍ତୁ…
ଓ୍ବାଶିଂଟନ,୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ତାଙ୍କ ନିଷ୍ପତ୍ତିଗୁଡ଼ିକ ବାରମ୍ବାର ତାଙ୍କର ବ୍ୟବସାୟିକ ବୁଦ୍ଧିକୁ ପ୍ରତିଫଳିତ କରିଛି ଏବଂ ତାଙ୍କ ନୀତିଗୁଡ଼ିକ ଏହି ନୀତି ଉପରେ ଆଧାରିତ। ବାଣିଜ୍ୟ, ଲାଭ ଏବଂ ସମ୍ବଳ ଉପରେ ନିୟନ୍ତ୍ରଣ…
ଭେନେଜୁଏଲାକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ
ନୂଆଦିଲ୍ଲୀ,୪।୧: ଆମେରିକା ସରକାର ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରିଛି। ଆମେରିକାର ଏହି ପଦକ୍ଷେପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କିଛି ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଶାନ୍ତି…
ଭେନେଜୁଏଲା ପାଇଁ ବଡ଼ ଘୋଷଣା କଲେ ଏଲୋନ ମସ୍କ
ଓ୍ବାଶିଂଟନ,୪।୧: ଆମେରିକାରେ ଟେସଲା ଏବଂ ସ୍ପେସଏକ୍ସର ମୁଖ୍ୟ ଏଲୋନ ମସ୍କ ରବିବାର (ଜାନୁଆରୀ ୪, ୨୦୨୬) ଘୋଷଣା କରିଛନ୍ତି ଯେ ତାଙ୍କର ସାଟେଲାଇଟ ଇଣ୍ଟରନେଟ ସେବା, ଷ୍ଟାରଲିଙ୍କ, ଭେନେଜୁଏଲାର ଲୋକମାନଙ୍କୁ ଗୋଟିଏ ମାସ ପାଇଁ ମାଗଣା ବ୍ରଡବ୍ୟାଣ୍ଡ ସୁବିଧା ପ୍ରଦାନ କରିବ।…
ରନ ଓ୍ବେରୁ ଖସିଗଲା ବୁଦ୍ଧ ଏୟାରର ବିମାନ
କାଠମାଣ୍ଡୁ,୪।୧: ଶୁକ୍ରବାର ରାତିରେ ନେପାଳର ଝାପା ଜିଲାର ଭଦ୍ରପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ କାଠମାଣ୍ଡୁରୁ ଆସିଥିବା ବୁଦ୍ଧ ଏୟାରର ଏକ ବିମାନ ରନୱେରୁ ଖସିଯାଇଥିଲା। ସମସ୍ତ ୫୧ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି,…
Archives


