ମ୍ୟାନମାରରେ ଭୂକମ୍ପ
ବର୍ମା,୧୯ା୬: ସୋମବାର ସକାଳେ ମ୍ୟାନମାରରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟରୁ ପ୍ରକାଶ ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ତେବେ ଏପର୍ଯ୍ୟନ୍ତ ଧନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି ଖବର…
ଗୁପ୍ତଚର ଉପଗ୍ରହ ଉତ୍କ୍ଷେପଣ ବିଫଳ ନେଇ କ୍ରୋଧ ଜର୍ଜରିତ ହେଲେ କିମ୍, ଅଧିକାରୀଙ୍କୁ ସମାଲୋଚନା…
ପ୍ୟୋଙ୍ଗୟାଙ୍ଗ,୧୯।୬ : ଉତ୍ତର କୋରିଆ ପକ୍ଷରୁ ସେନାର ଶକ୍ତି ବଢ଼ାଇବା ପାଇଁ କରାଯାଇଥିବା ପ୍ରଥମ ଗୁପ୍ତଚର ଉପଗ୍ରହର ଉତକ୍ଷେପଣ ନିକଟରେ ବିଫଳ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆ ତଥା ଆମେରିକାର ସାମରିକ ଅଭ୍ୟାସ ଉପରେ ନଜର ରଖିବା ପାଇଁ ଏହା ଆରମ୍ଭ…
ଟିଏଲପି ସମ୍ମୁଖରେ ଅସହାୟ ଶେହବାଜ ସରକାର…
ଇସଲାମାବାଦ,୧୯।୬ : ପାକିସ୍ତାନରେ ମୌଳବାଦୀ ସଂଗଠନ ତେହେରିକ-ଇ-ଲାବବାକ ପାକିସ୍ଥାନ (ଟିଏଲପି) ର ଦାବିକୁ ଦୃଷ୍ଟିରେ ରଖି ସରକାର ଈଶାନିନ୍ଦା ମାମଲାରେ ଆତଙ୍କବାଦ ବିସ୍ତାର ପାଇଁ ଏକ ଧାରା ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଏଲପି ଏହାର ଦାବି ସମ୍ବନ୍ଧରେ ଏକ ଶୋଭାଯାତ୍ରା କରିଥିଲା।…
ବ୍ଲିଙ୍କେନ୍ଙ୍କ ବେଜିଂ ଗସ୍ତ ଉପରେ ନଜର
ବେଜିଂ,୧୯ା୬: ଓ୍ବାଶିଂଟନ୍ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ଦୂର କରିବା ମିଶନରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଚାଇନା ଗସ୍ତ କରିଛନ୍ତି। ସେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କ୍ୱିନ୍ ଗାଙ୍ଗ୍ଙ୍କ ସହ ତାଇଓ୍ବାନ୍ ପ୍ରସଙ୍ଗ ଓ ୟୁକ୍ରେନ୍…
୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ରେ ସମୁଦ୍ର ମଝିରେ ଲାଗିଲା ନିଆଁ
ମାନିଲା,୧୮ା୬: ଫିଲିପାଇନ୍ସରେ ୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ରେ ନିଆଁ ଲାଗିଯାଇଥିଲା। ବୋଟ୍ଟି ସମୁଦ୍ର ମଝିରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ତଟରକ୍ଷୀ ବାହିନୀ କହିଛି, ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ତଟରକ୍ଷୀ ବାହିନୀ କହିଛି ଯେ,…
ରୁଷିଆ କବ୍ଜାରେ ଥିବା ଗାଁକୁ ମୁକ୍ତ କରୁଛି ୟୁକ୍ରେନ
କିଭ୍,୧୮ା୬): ରୁଷିଆ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଏହି ସମୟରେ ରୁଷିଆର ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ବର୍ତ୍ତମାନ ୟୁକ୍ରେନ ଦକ୍ଷିଣ ଜାପୋରିଜିଆ ଅଞ୍ଚଳର ଏକ ଗ୍ରାମ ଦଖଲ କରିଛି ୟୁକ୍ରେନ। ରବିବାର ରୁଷିଆର ଜଣେ ଅଧିକାରୀ ଏହା…
ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଲେ ଆମର କିଛି ସମସ୍ୟା ନାହିଁ, ଆମେ ଚାହୁଁଛୁ ଶାନ୍ତି: ପାକିସ୍ତାନ…
ଇସଲାମାବାଦ,୧୮।୬ : ଭାରତ ଏବଂ ଆମେରିକାର ସମ୍ପର୍କକୁ ନେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ୍ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ…
ଯୁଦ୍ଧର ସମାପ୍ତି ଏବେ ଜରୁରୀ: ପୁଟିନଙ୍କୁ କହିଲେ ରାମାଫୋସା…
ମସ୍କୋ,୧୮।୬ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରାମାଫୋସା ଶନିବାର ସେଣ୍ଟ ପିଟର୍ସବର୍ଗର ଅଷ୍ଟାଦଶ ଶତାବ୍ଦୀର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ…
ଶତ୍ରୁ ହେବେ ମିତ୍ର: ଚାଇନାରେ ବ୍ଲିଙ୍କେନ…
ବେଜିଂ,୧୮।୬ : ପୃଥିବୀର ଦୁଇ ବୃହତ ଅର୍ଥନୀତି ତଥା ଶତ୍ରୁ ଆମେରିକା ଚାଇନା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦୁଇ ଦିନିଆ ଗସ୍ତରେ ରବିବାର ଚାଇନାରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ…
ନଓ୍ବାଜ ଶରିଫଙ୍କ ଘରବାହୁଡ଼ା ପ୍ରସ୍ତୁତି ଆରମ୍ଭ : ସିନେଟରେ ବିଲ ପାରିତ…
ଇସଲାମାବାଦ,୧୮।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କୌଣସି ବ୍ୟକ୍ତି ଆଜୀବନ ଅଯୋଗ୍ୟ ହୋଇପାରିବ ନାହିଁ। ବିରୋଧୀଦଳ ଅଭିଯୋଗ କରିଛନ୍ତି ଏହି…
ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…
ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର କାର୍ଯ୍ୟ…
ଏସଟିଏ ଚୁକ୍ତିନାମା ଉପରେ ଆମେରିକା ଚାଇନା ନଜର…
ଓ୍ବାଶିଂଟନ,୧୮।୬ : ଆମେରିକା ଚାଇନା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଐତିହାସିକ ବିଜ୍ଞାନ ଚୁକ୍ତି ଏସଟିଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୦ ବର୍ଷରୁ ଅଧିକ ସମୟ ପାଇଁ, ଆମେରିକା ଏବଂ ଚାଇନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ…
Archives


