ଗ୍ରୀସ ଡଙ୍ଗା ବୁଡି ଘଟଣାରେ ୩୦୦ ପାକିସ୍ତାନି ମୃତ, ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଶହବାଜ
ଇସଲାମାବାଦ,୨୦।୬: ଗତ ସପ୍ତାହରେ, ଗ୍ରୀସରେ ଏକ ଡଙ୍ଗା ଦୁର୍ଘଟଣାରେ ୩୦୦ପାକିସ୍ତାନୀ ବୁଡ଼ିଯିବାର ଆଶଙ୍କା କରାଯାଇଛି। ଏହାକୁ ନେଇ ପାକିସ୍ତାନରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଡଙ୍ଗାରେ ପ୍ରାୟ ୭୫୦ ଜଣ ଯାତ୍ରୀ ଥିଲେ। ତେବେ ଏହାର କ୍ଷମତା କେବଳ ୩୫୦ଲୋକଙ୍କୁ ବହନ…
ନ୍ୟୁଜିଲାଣ୍ଡର ଚାଇନିଜ ରେସ୍ତୋରାଁରେ କୁରାଢିରେ ଆକ୍ରମଣ, ୪ ଆହତ
ଓ୍ବେଳଇଂଟନ,୨୦।୬: ନ୍ୟୁଜିଲାଣ୍ଡର ସବୁଠାରୁ ବହ ସହର ଓକଲାଣ୍ଡରେ ସୋମବାର ରାତିରେ ଜଣେ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଚାଇନିଜ ରେସ୍ତୋରାଁରେ ପଶି କୁରାଢିରେ ଆକ୍ରମଣ କରିବାରୁ ୪ ଜଣ ଆହତ ହୋଇଥିବା ଜଣାପଡିଛି। ପୋଲଇସ ଅଧିକାରୀ ଓ ସ୍ଥାନୀୟ ମିଡିଆ ଏହି…
୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍
କରାଚୀ, ୨୦ା୬: ଗ୍ରୀସ୍ ଉପକୂଳରେ ବୋଟ୍ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ୧୨ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ୟୁରୋପୀୟ ଦେଶରେ ବେଆଇନ ଭାବେ ପ୍ରବେଶ କରିବା ଲକ୍ଷ୍ୟରେ ପ୍ରାୟ ୭୫୦ ଜଣ ଏକ ବୋଟ୍ରେ ଯାଉଥିବାବେଳେ…
Read more
ନୋଭୋ ହାମବର୍ଗୋ,୧୯।୬: ବ୍ରାଜିଲରେ ବାତ୍ୟା ଯୋଗୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଜୀବନ ରକ୍ଷା ପାଇଁ ବହୁ ହଜାର ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ିଛି। ଗୁରୁବାର ଓ ଶୁକ୍ରବାର ବ୍ରାଜିଲରେ ଲଗାଣ ବର୍ଷା ସାଙ୍ଗକୁ ଖୁବ୍ ଜୋରରେ…
ଗ୍ରୀସ୍ ଉପକୂଳରେ ବୋଟ୍ ବୁଡ଼ିବା ଘଟଣା: ୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍
କରାଚୀ, ୧୯ା୬: ଗ୍ରୀସ୍ ଉପକୂଳରେ ବୋଟ୍ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୨ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ୟୁରୋପୀୟ ଦେଶରେ ବେଆଇନ ଭାବେ ପ୍ରବେଶ କରିବା ଲକ୍ଷ୍ୟରେ ପ୍ରାୟ…
ସି ଜିନପିଙ୍ଗଙ୍କୁ ଭେଟିଲେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ, ଉଭୟ ଦେଶର ସମ୍ପର୍କରେ ସୁଧାର ପାଇଁ ହେଲା ଚର୍ଚ୍ଚା
ବେଜିଂ,୧୯।୬: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଳିଙ୍କେନ ଏବେ ଚାଇନା ଗସ୍ତରେ ଅଛନ୍ତି। ଆମେରିକା ଓ ଚାଇନାର ସମ୍ପର୍କ ଓ ଏହା ମଧ୍ୟରେ ସୁଧାରକୁ ନେଇ ବ୍ଳିଙ୍କେନଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…
ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ ସୁନକ
ଲଣ୍ଡନ,୧୯।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହାରି ଭିତରେ କିଛି ଦେଶ ୟୁକ୍ରେନକୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଦେଶ ଏହି ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ଭାବେ ଚୁପ ରହିଛନ୍ତି।ଉଭୟ ଦେଶର ନେତା ଅର୍ଥାତ୍ ରୁଷିଆ…
ଆମେରିକାରେ ଗୁଳିକାଣ୍ଡ: ସପ୍ତାହକରେ ୬ଜଣଙ୍କ ମୃତ୍ୟୁ
ଓ୍ବାଶିଂଟନ୍,୧୯ା୬: ଆମେରିକାରେ ସପ୍ତାହକ ମଧ୍ୟରେ ଘଟିଥିବା ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ଏଭଳିସ୍ଥିତିରେ ସିକାଗୋଠାରୁ ୩୨ କି.ମି ଦୂର ଓ୍ବିଲୋବ୍ରୁକ୍ସ୍ଥିତ ଏକ ପାର୍କିଂ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଜେଲରୁ ଖଲାସ ହେଲେ ଘାତକ ଶାହାଜାହାନ ଭୂୟାଁ, ୨୬ ଜଣଙ୍କୁ ଦେଇଥିଲେ ଫାଶୀ, ଜଣଙ୍କ ଫାଶୀ ପାଇଁ ୨ ମାସ ଜେଲଦଣ୍ଡ ମାଫ୍…
ଢାକା,୧୯।୬ : ବାଂଲାଦେଶର କୁଖ୍ୟାତ ଘାତକ ଭୂୟାଁ ଜେଲରୁ ମୁକୁଳିଛନ୍ତି। ଚୋରି, ଡକାୟତି ଏବଂ ହତ୍ୟା ମାମଲାରେ ତାଙ୍କୁ ୧୯୯୧ରେ ୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ୨୦୦୧ ରେ ଜେଲରେ ଘାତକ(ଏକଜେକ୍ୟୁଟର) ଭାବରେ ନିଯୁକ୍ତ ହୋଇଥିଲେ।…
ଇସ୍ରାଏଲର ବଡ଼ ପଦକ୍ଷେପ, ୟୁରୋପ ଏସିଆ ମଧ୍ୟରେ ୨୫୪ କିଲୋମିଟରର ଫାଇବର ଅପ୍ଟିକ କେବୁଲ ଲିଙ୍କ କରିବ ନିର୍ମାଣ…
ଜେରୁଜେଲମ,୧୯।୬ : ଇସ୍ରାଏଲ ଏକ ବଡ଼ ଘୋଷଣା କରିଛି। ଇସ୍ରାଏଲ ଭୂମଧ୍ୟସାଗର ଏବଂ ଲୋହିତ ସାଗର ମଧ୍ୟରେ ୨୫୪ କିଲୋମିଟର (୧୫୮ ମାଇଲ)ର ଫାଇବର-ଅପ୍ଟିକ କେବୁଲ ପ୍ରକଳ୍ପ ନିର୍ମାଣ କରିବ। ଏହା ଦ୍ୱାରା ୟୁରୋପ,ଗଲ୍ଫ ଏବଂ ଏସିଆର ଦେଶ ମଧ୍ୟରେ ନିରନ୍ତର…
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା…
ଅଟଓ୍ବା,୧୯।୬ : କାନାଡାରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ଗୁରୁଦ୍ୱାରାରେ ହତ୍ୟା କରାଯାଇଛି। ବ୍ରିଟିଶ କଲମ୍ବିଆ ପ୍ରଦେଶର ପଞ୍ଜାବୀ ପ୍ରାଧାନ୍ୟରେ ଥିବା ସୁରେ ସହରର ଗୁରୁ ନାନକ ଶିଖ ଗୁରୁଦ୍ୱାରାରେ ତାଙ୍କୁ ଗୁଳି କରାଯାଇଛି। ସେ ଏହି ଗୁରୁ…
ଆମେରିକାରେ ମୂଷା ଉପଦ୍ରବ: କୁକୁର-ବିଲେଇଙ୍କ ସହାୟତା ନେଲେ ଲୋକେ…
ଓ୍ବାଶିଂଟନ,୧୯।୬ : ଆମେରିକାର ରାଜଧାନୀ ୱାଶିଂଟନ ନିକଟରେ ଥିବା ଆଡାମସ ମୋର୍ଗାନରେ ରାତ୍ରି ଯାପନ କରିବା ଅତ୍ୟନ୍ତ ପ୍ରସିଦ୍ଧ। ଜୁନ ରାତିର ଗରମ ଉପଭୋଗ କରିବାକୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥାନ୍ତି। ମାତ୍ର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ସହରର…
Archives


