ଅନ୍ତର୍ଜାତୀୟ

ସାଜିଦ୍‌ ମିର ଘଟଣାରେ ଚାଇନାକୁ ନିନ୍ଦା କଲା ଭାରତ

ଜାତିସଂଘ,୨୧।୬: ମୁମ୍ବାଇ ତାଜ୍‌ ହୋଟେଲ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍‌ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି। ଏନେଇ ପ୍ରତିକ୍ରିୟା କରିଛି ଭାରତ। ଏନେଇ ଜାତିସଂଘରେ ଚାଇନାର ଏହି ପଦକ୍ଷେପକୁ…

ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ…

ଓ୍ବାଶିଂଟନ,୨୧।୬ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଏକ…

ଘନେଇଲା ଦ୍ୱିତୀୟ କ୍ୟୁବା ସଙ୍କଟ: ଆମେରିକା-ଚାଇନା ମୁହାଁମୁହିଁ…

ବେଜିଂ/ଓ୍ବାଶିଂଟନ,୨୧।୬ : ୧୯୬୨ ମସିହାରେ, ବିଶ୍ୱରେ ଏକ ପ୍ରମୁଖ କ୍ୟୁବା ସଙ୍କଟ ଦେଖାଦେଇଥିଲା। ବର୍ତ୍ତମାନ ଦେଖାଯାଉଛି ପ୍ରାୟ ୬୧ ବର୍ଷ ପରେ ପୁଣି ସମାନ ସଙ୍କଟ ଦେଖାଦେଇଛି । ଅନ୍ତତଃ ପକ୍ଷେ ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରୁ…

ଟାଇଟନ୍‌ ବୁଡାଜାହାଜକୁ ସନ୍ଧାନ କରୁଥିବା ଉଦ୍ଧାରକାରୀଙ୍କ ଦାବି, ପାଣି ଭିତରୁ ଚିହ୍ନଟ ହୋଇଛି ଶଦ୍ଦ

ଓ୍ବାଶିଂଟନ୍‌,୨୧।୬: ବ୍ରିଟିଶ୍‌ ଜାହାଜ ଖୋଜିବାକୁ ଯାଇ ଟାଇଟନ୍‌ ନାମକୁ ବୁଡାଜାହାଜ ମଙ୍ଗଜବାର ନିଖୋଜ ହୋଇଯାଇଥିଲା। ତେବେ ଏହାକୁ ସନ୍ଧାନ କରୁଥିବା ଉଦ୍ଧାରକାରୀମାନେ ଖୋଜାଖୋଜି ସମୟରେ ପାଣି ଭିତରୁ ଶଦ୍ଦ ଶୁଣିବାକୁ ପାଇଛନ୍ତି। ଏନେଇ ବୁଧବାର ଆମେରିକାର ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛନ୍ତି।…

ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ନ ରଖିବାକୁ ଭାରତକୁ କହିବ ଆମେରିକା…

ଓ୍ବାଶିଂଟନ,୨୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ପ୍ରତିରକ୍ଷା ଉପକରଣର ବିବିଧକରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ମନ୍ତ୍ରଣାଳୟ କହିଛି…

ଫରାସୀ ପ୍ରତିରକ୍ଷା କମ୍ପାନୀ ସଫ୍ରାନ ଭାରତରେ ୪ଗୁଣ ଅଧିକ କର୍ମଚାରୀଙ୍କୁ କରିବ ନିୟୋଜନ

ପ୍ୟାରସ୍‌,୨୧।୬: ପ୍ରତିରକ୍ଷା ପ୍ରଣାଳୀ ଏବଂ ବିଭିନ୍ନ ଏରୋସ୍ପେସ୍‌ର ପ୍ରମୁଖ ଯୋଗାଣକାରୀ ଫରାସୀ ବହୁ ରାଷ୍ଟ୍ରୀୟ କମ୍ପାନୀ ସଫ୍ରାନ ଭାରତର ଅଭିବୃଦ୍ଧିକୁ ନେଇ ଏଏନ୍‌ଆଇ ଆଗରେ ଆଲୋକପାତ କରିଛି। ସଫ୍ରାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡିଫେନ୍ସ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌ ଜିଗଲର ଖବର ସରବରାହ…

ହୋଣ୍ଡୁରାସ ଜେଲରେ ଦଙ୍ଗା: ୪୧ ମହିଳା କଏଦୀଙ୍କ ମୃତ୍ୟୁ

ଟେଗୁସିଗାଲ୍ପା, ୨୧।୬: ହୋଣ୍ଡୁରାସର ଏକ ମହିଳା କାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଜେଲରେ ୪୧ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ବେଆଇନ କାର୍ଯ୍ୟକଳାପକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ଯୋଗୁ କଏଦୀଙ୍କ…

ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଜାଣନ୍ତୁ କେଉଁ ଯୋଜନା ଆରମ୍ଭ କଲେ ପାକିସ୍ତାନ ସରକାର

ଇସଲାମାବାଦ,୨୧।୬: ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପାକିସ୍ତାନ ସରକାର ଯୋଜନାର ଖୁଲାସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର, ପ୍ରାଦେଶିକ ମୁଖ୍ୟ…

ରୁଷିଆ-ୟୁକ୍ରେନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିପାରନ୍ତି ମୋଦି-ବାଇଡେନ

ଓ୍ବାଶିଂଟନ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ଆମେରିକା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। କୂଟନୈତିକ…

ବାରୁଦ କାରଖାନାରେ ବିସ୍ଫୋରଣ: ୪ ମୃତ, ୧୨ ଆହତ…

ମସ୍କୋ,୨୧।୬ : ରୁଷିଆର ବାରୁଦ କାରଖାନାରେ ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଲୋକ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ମସ୍କୋ ଦକ୍ଷିଣ-ପୂର୍ବରେ ଥିବା ତାମ୍ବୋଭ ଅଞ୍ଚଳରେ ଅବସ୍ଥିତ ଏହି ବାରୁଦ କାରଖାନାରେ ବିସ୍ଫୋରଣ…

ଭାରତ ସହିତ ବନ୍ଧୁତା ବଢାଇବା ପାଇଁ ଆମେରିକାର ସ୍ବାର୍ଥପର ଖେଳ: ଚାଇନା

ବେଜିଂ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚାଇନା କହିଛି, ଆମେରିକା ଭାରତ ସହ ସମ୍ପର୍କକୁ ମଜବୁତ କରୁଛି, କାରଣ ସେ ଚାଇନା ଆର୍ଥିକ ବିକାଶକୁ ବନ୍ଦ କରି ନିଜେ ଆଗକୁ ବଢିବାକୁ ଚାହୁଁଛି। ଚାଇନା ବରିଷ୍ଠ କୂଟନୀତିଜ୍ଞ ତଥା…

ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ: ଏଲନ ମସ୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଏଲନ ମସ୍କ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ, ଯିଏ ଭାରତ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri