କାନାଡା: ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀ ସମର୍ଥକଙ୍କ ଫ୍ରିଡମ ରାଲି ଘୋଷଣା, ମନ୍ତ୍ରୀ କହିଲେ ଗ୍ରହଣୀୟ ନୁହେଁ
ଓଟାଓ୍ବା,୪।୭: କନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧି କାର୍ଯ୍ୟକଳାପ ଥମିବାର ଦେଖାଯାଉନାହିଁ। କାନାଡାରେ ପୁଣିଥରେ ଏମିତି ସବୁ ବୋଷ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି, ‘କିଲ ଇଣ୍ଡିଆ’।ଏହା ବ୍ୟତୀତ ଏହି ପୋଷ୍ଟରରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା ଓଟରଣ୍ଟୋରେ…
ଗୁରୁ ପୂର୍ଣ୍ଣିମା ଅବସରରେ ଟେକ୍ସାସରେ ଭଗବତ ଗୀତା ପାଠକଲେ ୧୦ ହଜାର ଲୋକ
ଟେକ୍ସାସ,୪।୭: ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସାସରେ ଭଗବତ ଗୀତା ପାଠ କରିବାକୁ ୪-୮୪ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗ ସଂଗିତା ଓ ଏସଜିଏସ ଗୀତା ଫାଉଣ୍ଡେଶନ ଦ୍ୱାରା ଭଗବତ ଗୀତା…
ଆମେରିକାରେ ପୁଣି ଗୁଳକାଣ୍ଡ: ୪ ମୃତ, ଜଣେ ସନ୍ଦିଗ୍ଧ ଅଟକ
ଓ୍ବାଶିଂଟନ,୪।୭: ପୁଣି ଥରେ ଆମେରିକାରେ ଗୁଳକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ହୋଇଥିବା ଗୁଳକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଅଧିକାରୀ କହିଛନ୍ତ, ଫିଲାଡେଲଫିଆର କିଙ୍ଗସ୍ବିଙ୍ଗ…
ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଦିୟା ଟିଭି ରିପୋର୍ଟ କରିଛି ଯେ ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ସକାଳ ୧ଟା ୩୦ରୁ…
ଫ୍ରାନ୍ସ ହିଂସା ବିରୋଧରେ ରାଲି ପାଇଁ ମେୟରଙ୍କ ଆହ୍ବାନ
ପ୍ୟାରିସ,୪।୭: ଫ୍ରାନ୍ସର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ରବିବାର ରାତିରେ ଅଳ୍ପ କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ନାରାବାଜି ଦେଖାଯାଇଥିବାବେଳେ କମ୍ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକରଁଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରେ ପୋଲିସ ଛାଉଁଣୀ କରାଯାଇଛି। ଅନ୍ୟପକ୍ଷେ ବିକ୍ଷୋଭଜନିତ ହିଂସା…
ଇସ୍ରାଏଲ ସେନା ଆକ୍ରମଣରେ ୮ ପାଲେଷ୍ଟିନୀୟ ନିହତ
ଜେନିନ,୪।୭: ଓ୍ବେଷ୍ଟ ବ୍ୟାଙ୍କର ଜେନିନସ୍ଥିତ ଶରଣାର୍ଥୀ ଶିବିର ଉପରେ ସୋମବାର ସକାଳେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଡଜନରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶିବିର ନିକଟରେ ଶତାଧିକ ଇସ୍ରାଏଲ ସେନା ଛାଉଣୀ…
ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହି ପ୍ରଫେସର ବହିଷ୍କୃତ
ଓ୍ବାଶିଂଟନ୍,୪।୭: ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ପୋଷାକ ଖୋଲିବାକୁ କହିବା ନେଇ ଆମେରିକା ମୋଣ୍ଟଗୋମରି କଲେଜର ଟାକୋମା/ସିଲଭର ସ୍ପ୍ରିଙ୍ଗ କ୍ୟାମ୍ପସ୍ର ଜଣେ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୋଗ ପରେ ଶିକ୍ଷା ବିଭାଗ ଓ ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ୩ ମାସ…
ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହୁଥିଲେ ପ୍ରଫେସର: ୩ ମାସର ଯାଞ୍ଚ ପରେ ଚାକିରିରୁ ବିଦା ହେଲେ
ଓ୍ବାଶିଂଟନ୍,୩।୭: ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ପୋଷାକ ଖୋଲିବାକୁ କହିବା ନେଇ ଆମେରିକା ମୋଣ୍ଟଗୋମରି କଲେଜର ଟାକୋମା/ସିଲଭର ସ୍ପ୍ରିଙ୍ଗ କ୍ୟାମ୍ପସ୍ର ଜଣେ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୋଗ ପରେ ଶିକ୍ଷା ବିଭାଗ ଓ ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ୩ ମାସ…
ୟୁରୋପୀୟ ଗସ୍ତରେ ଯିବେ ବାଇଡେନ
ଓ୍ବାଶିଂଟନ,୩।୭: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସହଯୋଗକୁ ମଜବୁତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତିନି ଦେଶ – ବ୍ରିଟେନ, ଲିଥୁଆନିଆ ଏବଂ ଫିନଲ୍ୟାଣ୍ଡ ପରିଦର୍ଶନ କରିବାକୁ ୟୁରୋପ ଯିବେ। ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି…
ବାଲୁଚିସ୍ତାନରେ ଚେକପୋଷ୍ଟ ଉପରେ ଆକ୍ରମଣ: ୪ ସୁରକ୍ଷାକର୍ମୀ ମୃତ
ଇସଲାମାବାଦ,୩।୭: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଶେରାନି ଜିଲାରେ ରବିବାର ଏକ ଚେକପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଜିଓ ନ୍ୟୁଜ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଚେକପୋଷ୍ଟରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣକାରୀମାନେ ଗୁଳି…
ଜାପାନରେ ବନ୍ୟା ସତର୍କ ସୂଚନା
କୁମାମୋଟୋ,୩।୭: ଦକ୍ଷିଣ-ପଶ୍ଚିମ ଜାପାନର ୩ଟି ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବାରୁ ୩,୬୦,୦୦୦ରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ବିପଦକୁ ଦେଖି ଜାପାନ ସରକାର କୁମାମୋଟୋର ହଜାର ହଜାର…
ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ, ଜଣେ ଆହତ
ଇସଲାମାବାଦ,୩।୭: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ପ୍ରମୁଖ ପଦବୀ ଅଧିକାରୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ପ୍ରଦେଶର ବାଲୋର ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା…
Archives


