ଆମେରିକାର ବାଣିଜ୍ୟ ମନ୍ତ୍ରୀଙ୍କ ଇମେଲ ହ୍ୟାକ୍ କଲେ ଚାଇନା ହ୍ୟାକର, ବ୍ଲିଙ୍କେନ ଚାଇନା ସମକକ୍ଷଙ୍କୁ ଦେଲେ ଚେତାବନୀ
ଓ୍ବାଶିଂଟନ,୧୪।୭: ଚାଇନାର ହ୍ୟାକରଙ୍କ ଏକ ଗୋଷ୍ଠୀଙ୍କ ଦ୍ୱାରା ଆମେରିକାର ବାଣିଜ୍ୟ ବିଭାଗର ଅଧିକାରୀଙ୍କ ଇମେଲକୁ ହ୍ୟାକ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ ଆମେରିକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ, ଯାହାଙ୍କ ଇମେଲଗୁଡିକ...
‘ଭାରତ ମାତା କି ଜୟ’ ନାରା ଶୁଣି ଲାଗୁଛି ମୁଁ ଘରକୁ ଆସିଛି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ‘ମୋଦ-ମୋଦି’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପୁରା ଅଡିଟୋରିୟମ ଫାଟି ପଡୁଥିଲା। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି...
ଫେଲ୍ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍
ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ...
ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ
ପ୍ୟାରିସ୍,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ ଲେଜିଅନ ସମ୍ମାନ ମିଳିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ମୋଦିଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତର ଲୋକଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ...
ଫ୍ରାନ୍ସରେ ବଡ଼ ଘୋଷଣା କଲେ ମୋଦି
ନୂଆଦିଲ୍ଲୀ/ପ୍ୟାରିସ୍: ସିଙ୍ଗାପୁର ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ଭାରତର ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ଲାଗୁ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ୟୁପିଆଇ ବ୍ୟବହାର ଉପରେ ଭାରତ ଏବଂ...
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ/ପ୍ୟାରିସ୍,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ଏଥିପାଇଁ ମୋଦି ଇମାନ୍ବେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ବାଷ୍ଟିଲ ଡେ’ ସେଲିବ୍ରେଶନ ପରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ...
ରାତି ୧୧ଟାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଫ୍ରାନ୍ସର ରାଷ୍ଟ୍ରୀୟ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗୁରୁବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କୁ ଅର୍ଲି ବିମାନବନ୍ଦରରେ ଫ୍ରାନ୍ସର...
ଲାହୋରର ସେଶନ କୋର୍ଟରେ ଗୁଳିକାଣ୍ଡ: ୨ ମୃତ
ଇସଲାମାବାଦ,୧୩।୭: ପାକିସ୍ତାନୀ କୋର୍ଟରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଲାହୋର ସେଶନ କୋର୍ଟରେ ଏହି ଘଟଣା ଘଟିଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଶୁଣାଣି ପାଇଁ ଲାହୋର ସେଶନ...
ସୁଦାନର ଦାରଫୁରରେ ମିଳିଲା ୮୭ ଜଣଙ୍କର ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ମହିଳା, ଶିଶୁ: ୟୁଏନ୍
ଖାର୍ତୁମ,୧୩।୭: ସୁଦାନର ପଶ୍ଚିମ ପ୍ରାନ୍ତରେ ଦାରଫୁରରେ ୮୭ ଜଣଙ୍କର ମୃତଦେହ ମିଳିଛ। ଦେଶରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏହି ସମସ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ଏହି...
ଇମ୍ରାନ୍ଙ୍କ ପୁରୁଣା ବନ୍ଧୁ ଗୁଲବର ଖାନ ହେଲେ ଗିଲଗିଟ-ବାଲ୍ଟିସ୍ତାନର ନୂଆ ମୁଖ୍ୟମନ୍ତ୍ରୀ
ଇସଲାମାବାଦ,୧୩।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳରୁ ଅଲଗା ହୋଇଥିବା ଗୁଲବର ଖାନ ଗୁରୁବାର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅନ୍ୟ ଜଣେ ସଦସ୍ୟ ଖାଲିଦ ଖୁରସିଦ...
ପାକିସ୍ତାନକୁ ଫାଇନାଲ ଓ୍ବାର୍ନିଂ ଦେଲା ସୌଦି ଅରବ
ରିୟାଦ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା କମ ହେବାର ନାଁ ନେଉନି। ଏବେ ପାକିସ୍ତାନ ଏୟାରଲାଇନ୍ସକୁ ବାକି ପଇଠ ନ କରିଥିବାରୁ ରିୟାଦ ଏୟାରପୋର୍ଟ ଅଥରିଟି ଅନ୍ତିମ ଚେତାବନୀ ବା ଫାଇନାଲ ଓ୍ବାର୍ନିଂ ଦେଇଛନ୍ତି। ଏ...
କାଲିଫର୍ନିଆରେ ବଢୁଛି ଉତ୍ତାପ, ବ୍ୟାପିପାରେ ନିଆଁ
ଓ୍ବାଶିଂଟନ,୧୩ା୭: ଆମେରିକାର ଦକ୍ଷିଣ କାଲିଫର୍ନିଆ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଛି। ପ୍ରବଳ ଉତ୍ତାପ ଯୋଗୁ ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବାର ଭୟ ସୃଷ୍ଟି ହୋଇଛି। ଏହା ସହିତ ଉତ୍ତାପ ସମ୍ବନ୍ଧୀୟ ରୋଗ ମଧ୍ୟ ଚିନ୍ତାଜନକ ପରିସ୍ଥିତି ଉପୁଜାଇଛି।...
Archives


