ଅନ୍ତର୍ଜାତୀୟ

ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି

ସିଓଲ,୧୭ା୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏହି ସମୟରେ, ରାଷ୍ଟ୍ରପତି ୟୋନ ସୁକ ୟୋଲ ସୋମବାର ଏକ ନିର୍ଦ୍ଦେଶ ଜାରି କରି ଅନେକ ଦିନର ପ୍ରବଳ ବର୍ଷା ହେତୁ ହୋଇଥିବା...

ନ୍ୟୁଜର୍ସି ଅକ୍ଷରଧାମ ମନ୍ଦିରରେ ହୋଇନି ଭେଦଭାବ: ଅଭିଯୋଗକୁ ଖଣ୍ଡନ କଲେ ଷ୍ଟୋନକଟର୍ସ ଆସୋସିଏଶନ…

ନ୍ୟୁଜର୍ସି,୧୭।୭ : ନ୍ୟୁ ଜର୍ସିର ରୋବିନ୍ସଭିଲ୍ଲାର ଅକ୍ଷରଧାମ ମନ୍ଦିରରେ କାର୍ଯ୍ୟ କରୁଥିବା କାରିଗରଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଷ୍ଟୋନକଟର୍ସ ଆସୋସିଏଶନ (ପିଜିଏସ) ଖଣ୍ଡନ କରିଛି। ପିଜିଏସ ଅନୁଯାୟୀ, ଏହି ଅଭିଯୋଗଗୁଡିକ ମିଥ୍ୟା ଏବଂ ଚାପ ଯୋଗୁ କରାଯାଇଛି। ପିଜିଏସ ହେଉଛି...

ଇରାନକୁ ପୁଣି ଫେରିଲା ହିଜାବ, ରାସ୍ତାଘାଟରେ ପୋଲିସ ଚେକିଂ…

ତେହେରାନ,୧୭।୭ : ହିଜାବ ବିରୋଧୀ ବିରୋଧ ପରେ ମାସ ମାସ ଧରି ଦେଶବ୍ୟାପୀ ଗିରଫ ହେବା ପରେ ଇରାନର ହିଜାବ ନିୟମକୁ ଆହୁରି କଡାକଡି କରାଯାଇଛି। ରାଜ ରାସ୍ତାରେ ପୋଲିସ ପାଟ୍ରୋଲିଂ କରାଯାଉଛି। ଇରାନର ଆଇନ ଶୃଙ୍ଖଳା ବାହିନୀର ମୁଖପାତ୍ର...

ପାକିସ୍ତାନରେ ଚିନି ଦାମ କିଲୋଗ୍ରାମ ପିଛା ୧୬୦ ଛୁଇଁଲା, ଅଟା ୩୨୦…

ଇସଲାମାବାଦ,୧୭।୭ : ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ପାକିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଗତ କିଛି ସପ୍ତାହ ଧରି ଦେଶରେ ଅଟା ମୂଲ୍ୟ ଆକାଶଛୁଆଁ ହୋଇପଡିଛି। ଅଟା ମୂଲ୍ୟ କରାଚି ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସମସ୍ତ ରେକର୍ଡ ଭାଙ୍ଗିଛି। ପାକିସ୍ତାନର...

ହସ୍ପିଟାଲରୁ ଫେରିଲେ ନେତାନ୍ୟାହୁ…

ଜେରୁଜେଲମ୍‌,୧୭।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡାକ୍ତରମାନେ ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମୁଣ୍ଡ ବୁଲାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ସୂଚନାନୁସାରେ, ୭୩ ବର୍ଷିୟ ନେତାନ୍ୟାହୁଙ୍କୁ...

କିମ୍‌ଙ୍କ ଆଣବିକ ପରୀକ୍ଷଣ ନେଇ ଆମେରିକାର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୧୭।୭ : ଉତ୍ତର କୋରିଆ ଦ୍ୱାରା କ୍ରମାଗତ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଆମେରିକା ବର୍ତ୍ତମାନ ଏକ ବିବୃତ୍ତି ଜାରି କରିଛି। ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଉତ୍ତର କୋରିଆ ଆଉ ଏକ ଆଣବିକ ପରୀକ୍ଷା କଲେ...

ସୀମା ପାକିସ୍ତାନ ଫେରିବା ଚାହୁଁ ନାହାନ୍ତି ସମ୍ପର୍କୀୟ

କରାଚି,୧୭।୭: ସୀମା ଗୁଲାମ ହାଇଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ...

ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା

କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ୨୪ ଘଣ୍ଟା ନ ପୁରୁଣୁ ସିନ୍ଧ ପ୍ରଦେଶର କାଶ୍ମୋରେ ଥିବା ଆଉ...

ସ୍ପେନ୍‌ରେ ବନାଗ୍ନି ଅଣାୟତ୍ତ

ମାଡ୍ରିଡ୍‌,୧୭।୭: ସ୍ପେନ୍‌ କାନାରି ଆଇଲାଣ୍ଡର ଲା ପାଲମାରେ ବନାଗ୍ନି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରୁ ପାଖାପାଖି ୪୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଲଗାତର ସ୍ପେନ୍‌ରେ ସମାନ ସ୍ଥିତି ଲାଗି ରହୁଥିବାରୁ ୟୁରୋପରେ ଶସ୍ୟ...

କେମିକାଲ କକ୍‌ଟେଲ୍‌ ଦେବ ନବଯୌବନ

ଓ୍ବାଶିଂଟନ୍‌,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍‌ ବୟସ୍କ ଦେଖାଯିବା ପାଇଁ ଆଜିକାଲି ନାନା ପ୍ରକାର ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ...

ଶପିଂ ମଲ୍‌ ନିର୍ମାଣ ପାଇଁ ପାକିସ୍ତାନରେ ଭଙ୍ଗାଗଲା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର

କରାଚି,୧୬।୭: ପାକିସ୍ତାନର କରାଚିରେ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଛି। ଶପିଂ ମଲ୍‌ ନିର୍ମାଣ ପାଇଁ ମନ୍ଦିର ଭଙ୍ଗାଯାଇଥିବା ଜଣାପଡିଛି। ଏହି କାରଣରୁ ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ,...

ଇଟାଲୀରୁ ନେଇ ଫ୍ରାଙ୍କଫୋର୍ଟ ପର୍ଯ୍ୟନ୍ତ ଫସି ରହିଛନ୍ତି ହଜାର ହଜାର ଭାରତୀୟ

ରୋମ/ନୂଆଦିଲ୍ଲୀ,୧୬।୭: ଗ୍ରୀଷ୍ମ ଛୁଟି କାଟିବାକୁ ୟୁରୋପ ବୁଲିବାକୁ ଯାଇଥିବା ହଜାର ହଜାର ଭାରତୀୟ ଏବେ ଇଟାଲୀର ବିଭିନ୍ନ ବିମାନ ବନ୍ଦରରେ ଅଟକି ରହିଛନ୍ତି। ବାସ୍ତବରେ ଇଟାଲୀର ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପାଇଲଟମାନେ ଧର୍ମଘଟ କରିଛନ୍ତି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri